Apr 21, 2024, 10:50 IST

ଅରବ ପ‌ତି ଅମ୍ବାନୀ ଙ୍କ ଘରେ ଅଛି ସୁନା ର ଲାଟିନ..ଲୋକେ କହିଲେ, ଧନୀ ହେବ ତ ଏମିତିଆ...

Bh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ନିଜ ବ୍ୟବସାୟ ପାଇଁ ସେ ଆଜି ସାରା ଦେଶ ରେ ଏକ ନମ୍ବର ଧନୀ ରୂପେ ପରିଚିତ।
ତାଙ୍କ ବିଷୟ ରେ ଏପରି କିଛି କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହାକୁ ଆପଣ।ମାନେ କେବେ ବି ଶୁଣି ନ ଥିବେ।ଆପଣ ମାନେ ସମସ୍ତେ ଜାଣି ଥିବେ ସେ ହେଉଛନ୍ତି ରିଲାଏନ୍ସ କମ୍ପାନୀ ର ମୁଖ୍ୟ।ସେ ସବୁବେଳେ ନିଜ କମ୍ପାନୀ କୁ ଆଗକୁ ନେବା ପାଇଁ ଚେଷ୍ଟା କରନ୍ତି।
Bb
ସୂଚନା ଅନୁସାରେ ଆମ ଦେଶ ରେ ତାଙ୍କ ଭଳି ଲୋକ ବହୁତ କମ୍ ଦେଖିବାକୁ ମିଳିବେ।ଯିଏ କି ବହୁତ କମ୍ ସମୟ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଭାରତୀୟ ଟେକ୍ନୋଲୋଜି ରେ ସେ ବହୁତ କିଛି ବିକାଶ କରୁଛନ୍ତି।
କେବଳ ସେତିକି ତାଙ୍କ ବ୍ୟବସାୟ ରେ ତାଙ୍କ ପରିବାର ର ସଦସ୍ୟ ମାନେ ମଧ୍ୟ ସମର୍ଥନ କରନ୍ତି।ସେମାନେ ମଧ୍ୟ କାମ କରନ୍ତି।ତାଙ୍କ ପତ୍ନୀ ନୀତା ଅମ୍ବାନୀ,ପୁଅ ଆକାଶ ଅମ୍ବାନୀ,ଝିଅ ଇଶା ଅମ୍ବାନୀ ଓ ଜ୍ବାଇଁ ଆନନ୍ଦ ଜୈନ୍ ମଧ୍ୟ ଯୋଗ ଦେଇଛନ୍ତି।
ତେବେ ତାଙ୍କର ଏହି କାମ ରେ ତାଙ୍କୁ ଅନ୍ୟ ଜଣେ ସଦସ୍ୟ ମଧ୍ୟ ଖୁବ୍ ସାହାର୍ଯ୍ୟ କରନ୍ତି।ସେ ତାଙ୍କୁ ବହୁତ ଭଲ ପାଆନ୍ତି।ସେ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ମନୋଜ ମୋଦି।ଯିଏ କି ମୁକେଶ ଅମ୍ବାନୀ ଙ୍କ ଜଣେ ଖାସ୍ ଲୋକ।
Bb
ସେ ସବୁବେଳେ ମୁକେଶ ଅମ୍ବାନୀ ଙ୍କୁ।କୌଣସି କାମ।କରିବା ପୂର୍ବ ରୁ ପରାମର୍ଶ ଦିଅନ୍ତି।ମୁକେଶ ଅମ୍ବାନୀ ତାଙ୍କୁ ଖୁବ୍ ଭଲ ପାଆନ୍ତି।ନିକଟ ରେ ମୁକେଶ ତାଙ୍କୁ ଏପରି ଏକ ଜିନିଷ ଉପହାର ସ୍ବରୂପ ଦେଇଛନ୍ତି।
ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ମୁକେଶ ଅମ୍ବାନୀ ମନୋଜ ମୋଦି ଙ୍କୁ ଙ୍କୁ ୧୫୦୦ କୋଟି ଟଙ୍କା ର ଏକ ଘର ଉପହାର ସ୍ୱରୂପ ଦେଉଛନ୍ତି।
ଏହି ଘର ଟି ମୁକେଶ ଅମ୍ବାନୀ ଙ୍କ ଘରେ ନିକଟ ର।ତେବେ ଏହି ଘର ଟି ପ୍ରାୟ ୨୨ ଏକର ପରିମିତ ଅଞ୍ଚଳ ରେ ଅବସ୍ଥିତ ବୋଲି ଶୁଣିବାକୁ ମିଳୁଚି।ଏଠାରେ ରହିବାପାଇଁ ସବୁ ପ୍ରକାର ସୁବିଧା ରହିଛି ବୋଲି କୁହା ଯାଇଛି।

Advertisement