Updated: Mar 17, 2024, 18:57 IST

ଏପ୍ରିଲ ୮ ରେ ହେବାକୁ ଯାଉଛି ବଡ ଘଟଣା ଦେଖନ୍ତୁ ସାରା ପୃଥିବୀ ହେଇଯିବ ଅନ୍ଧାର ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ ଖବର ଜାଣିପାରିବେ ଯାହା ପୃଥିବୀ ଗ୍ରହକୁ ନେଇ ଆସିଛି ।
ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଜାଣିପାରିବେ । ଏହି ଖବର ହେଉଛି ଦିନ ପାଲଟି ଯିବ ରାତି । ଦିନରେ ରାତି ହେବ ବୋଲି ସୂଚନା ମିଳିଛି ।
Viral
ଏପ୍ରିଲ ୮ ତାରିଖରେ ଘଟିବ ଏଭଳି କିଛି । ଏପ୍ରିଲ ୮ ତାରିଖରେ ଦିଶିବନି ସୂର୍ଯ୍ୟ । ଚାରିଆଡେ ଅନ୍ଧାର ହୋଇଯିବ ଆଉ କେବଳ ତାରା ହିଁ ଦେଖାଯିବ । ୨୦୨୪ ମସିହାରେ ଅନେକ ଅଜବ ଘଟଣା ଘଟିବ । ଆଉ ଦିନ ପାଲଟି ଯିବ ରାତି ।
ଆଉ ଆକାଶରେ ପୂଳା ପୁଳା ତାରା ଦେଖାଯିବ । ଏଭଳି ଏକ ଦିନ ଆପଣମାନେ ଦେଖିପାରିବେ । ୧୨୬ ବର୍ଷ ପରେ ଏଭଳି ଏକ ଦିନ ଆସିବାକୁ ଯାଉଛି । ଆଉ ଏହି ବିରଳ ଦୃଶ୍ୟ ଆପଣମାନେ ଦେଖିପାରିବେ । 
Viral
ଏହି ଏପ୍ରିଲ ୮ ତାରିଖରେ ସୂର୍ଯ୍ୟ ଆଉ ପୃଥିବୀ ମଧ୍ୟରେ ଚନ୍ଦ୍ର ଗତି କରିବେ । ଆଉ ଏହାର ଛାଇ ଯୋଗୁଁ ସୂର୍ଯ୍ୟ ଲୁଚି ଯିବେ । ସେଥିପାଇଁ ଖରା ହେବା ସମୟରେ ମଧ୍ୟ ଛାଇ ହେବ । ଅର୍ଥାତ୍ ଦିନ ସମୟରେ ମଧ୍ୟ ରାତି ହେବ ।
ଏହାର ପ୍ରଭାବ କେଉଁ କେଉଁ ଦେଶରେ ପଡ଼ିବ ଆଉ ଭାରତରେ ଏହାର ପ୍ରଭାବ ପଡ଼ିବ କି ନାହିଁ ଏହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଭାରତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି । 
ଏହାର ପ୍ରଭାବ କାନାଡା, ମ୍ୟାକ୍ସିକୋ, ଆମେରିକା, ଏବଂ ଉତ୍ତର ଆମେରିକାର କିଛି ସ୍ଥାନରେ ଏଭଳି ଘଟଣା ଘଟିବ । ଏହି ଦିନ ସୂର୍ଯ୍ୟପରାଗ ହେବ ।
ଏପ୍ରିଲ ମାସ ୮ ତାରିଖରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିବ ତାହା ପ୍ରଶାନ୍ତ ମହସାଗରୀୟ ଅଞ୍ଚଳରେ ୨୦୫୦ ମସିହା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସୂର୍ଯ୍ୟପରାଗ ହେଇଥିବା ବେଳେ ଏହିଥର ଯେଉଁ ସୂର୍ଯ୍ୟପରାଗ ହେବ ତାହା ସବୁଠାରୁ ବିରଳ ଅଟେ ।

Advertisement