Updated: Feb 27, 2024, 18:26 IST

ଆପଣଙ୍କ ପ୍ରିୟ କ୍ରିକେଟର Mohammed Shami ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ଦେଖନ୍ତୁ କାହିଁକି ହେଲେ ମେଡିକାଲରେ ଆଡମିଟ

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଭାରତୀୟ କ୍ରିକେଟ ଦଳ ର ନାମୀ ଦାମୀ ଖେଳାଳି ମହମ୍ମଦ ସାମୀ ଏବେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।ଆପଣ ମାନେ ସମସ୍ତେ ମହମ୍ମଦ ସାମି ଙ୍କୁ ଭଲ ଭାବେ ଜାଣି ଥିବେ।
Special report
ପଡିଆ ରେ ନିଜ ଖେଳ ପ୍ରଦର୍ଶନ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମହମ୍ମଦ ଶାମି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ସେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।ବିଶ୍ୱକପ୍ ଫାଇନାଲ ରେ ଭଲ ପ୍ରଦର୍ଶନ କରି ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ଶାମି।
ସୂଚନା ଅନୁସାରେ ବିଶ୍ୱକପ୍ ଫାଇନାଲ ଖେଳୁ ଥିବା ସମୟ ରେ ଶାମି ଙ୍କ ବାମ ଗୋଡ ର ଗୋଇଠୀ ରେ ଆଘାତ ଲାଗି ଥିଲା।ଏହି ସମୟ ରେ ସେ ଚିକିତ୍ସା ନ କରି ଖେଳି ଥିଲେ।ପଡିଆ ରେ ଯେତେ କଷ୍ଟ ହୋଇ ଥିଲା ତାକୁ ସହି ଯାଇ ଥିଲେ।
Special
ତେବେ ଏହାର କିଛି ଦିନ ପରେ ସେ ଏବେ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ତାଙ୍କର ଅପରେସନ ଏବେ ସଫଳ ହୋଇଚି ବୋଲି ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଚାରିଟି ଫଟୋ ଛାଡି ଛନ୍ତି।ଏହା ସହିତ ଏକ ଦୁଃଖ ଭରା କଥା ଲେଖିଛନ୍ତି।
ସେ ଅଷ୍ଟ୍ରେଲିଆ ବିପକ୍ଷ ରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳି ଥିଲେ।ଏହା ପରେ ସେ ସବୁ ମ୍ୟାଚ୍ ଠାରୁ ଦୂରେଇ ଯାଇ ଥିଲେ।ଏବେ ଶୁଣିବାକୁ ମିଳୁଚି କି ସେ ଆଇପିଏଲ ୨୦୨୪ ରେ ମଧ୍ୟ ଅଂଶ ଗ୍ରହଣ କରି ପାରିବେ ନାହିଁ।ଏହାର କାରଣ ହେଉଛି ତାଙ୍କ ଗୋଡ।
Special report
ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ କିଛି ଦିନ ସମୟ ଲାଗି ପାରେ।ତେବେ ଏହା ଶୁଣିବା ପରେ ଗୁଜୁରାଟ ଦଳ କୁ ଏକ ଶକ୍ତ ଧକ୍କା ଲାଗିଚି।ତାଙ୍କ ପ୍ରଶଂସକ ମାନେ ମଧ୍ୟ ଏହାକୁ ଶୁଣି ବହୁତ ମନ ଦୁଃଖ କରିଛନ୍ତି।
Special report
ଗତ କାଲି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଚାରିଟି ଫଟୋ ସେୟାର କରିଛନ୍ତି।ଏଥିରେ ସେ ଲେଖିଛନ୍ତି କି ମୁଁ ଚାଲିବା ପାଇଁ ବହୁତ ଉତ୍ସୁକ ଅଛି।ଖୁବ୍ ଶୀଘ୍ର ମୁଁ ଦଳ କୁ ଫେରିବି।
ତେବେ ସୂଚନା ଅନୁସାରେ ମହମ୍ମଦ ଶାମି ବିଶ୍ୱକପ୍ ଫାଇନାଲ ମ୍ୟାଚ ରେ ଏକ ଦମଦାର ଖେଳ ପ୍ରଦର୍ଶନ କରି ଥିଲେ।ତାଙ୍କ ବ୍ୟକ୍ତିଗତ ଜୀବନ ରେ ଯେତେ ଦୁଃଖ ଥିଲେ ମଧ୍ୟ ସବୁ କୁ ଭୁଲି ସେ ନିଜ କୁ ଗୁରୁତ୍ଵ ଦେଇ ଥିଲେ।ଯେଉଁଥିପାଇଁ ଆଜି ତାଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି।

Advertisement