Jan 30, 2024, 12:10 IST

ଯଦି ଆପଣ ଙ୍କ ପାଖରେ ଅଛି ଡେବିଟ କାର୍ଡ, ତାହାଲେ ଆପଣ ବି ହୋଇଯିବେ ଲକ୍ଷପତି...

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଡେବିଟ କାର୍ଡ ବିଷୟ ରେ ଜାଣି ଥିବେ।ହେଲେ ଏ ବିଷୟ ରେ ବହୁତ କମ୍ ଲୋକ ଜାଣି ଥିବେ କି ଏହି କାର୍ଡ ଆପଣ ମାନଙ୍କୁ ଜୀବନ ବିମା ଯୋଗାଇ ଦେବ।
Special report
ଆପଣ ମାନେ ଯେତେବେଳେ ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିବାକୁ ଯିବେ।ସେତେବେଳେ ଆପଣ ମାନଙ୍କୁ ବ୍ୟାଙ୍କ୍ ଗୋଟିଏ ଡେବିଟ କାର୍ଡ ଦିଏ।ହେଲେ ଏହାକୁ କିପରି ବ୍ୟବହାର କରା ଯିବ ତାହା ପ୍ରାୟ କିଛି ଲୋକ ଜାଣି ନ ଥିବେ।ଏଥିରେ ମାଗଣା ଜୀବନ ବୀମା କରା ଯାଇ ଥାଏ।
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ବାହାରେ ଯାଇ ଜୀବନ ବୀମା କରୁଥିବେ।ହେଲେ ଆପଣ ମାନେ ଜାଣି ଛନ୍ତି କି ଏଥର ଆପଣ ମାନେ ଯେଉଁ ଡେବିଟ କାର୍ଡ ଧରିଛନ୍ତି ସେଥିରେ ମଧ୍ୟ ଆପଣ ଜୀବନ ବୀମା କରି ପାରିବେ।ଏହା ଦ୍ବାରା ଆପଣ ଙ୍କ ଅନ୍ୟ ସ୍ଥାନ କୁ ଯିବାକୁ ପଡ଼ିବ ନାହି।
ଯଦି ଦୁର୍ଭାଗ୍ୟ ବଶତଃ ଆପଣଙ୍କ ମୃତ୍ୟୁ ହୁଏ ତେବେ ଆପଣ ଙ୍କ ପରିବାର ଲୋକ ଙ୍କୁ ଏହି ଟଙ୍କା ମିଳି ପାରିବ।ଏଥିରେ ଆପଣ ଦୁଇ ଗୁଣା ରୁ ଅଧିକ ଟଙ୍କା ପାଇବେ।ହେଲେ ଏ ବିଷୟ ରେ ବହୁତ କମ୍ ଲୋକ ଜାଣି ଥିବେ।
Special report
ତେବେ ଡେବିଟ କାର୍ଡ ରେ ଆପଣ ଯଦି ଜୀବନ ବୀମା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଙ୍କୁ ଏଥିପାଇଁ କିଛି ସର୍ତ୍ତ ମାନିବାକୁ ପଡ଼ିବ।ଏଥିପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ସର୍ତ୍ତ ଟି ହେଉଚି ଆପଣ ଙ୍କ ଡେବିଟ କାର୍ଡ ସକ୍ରିୟ ରହିଥିବା ଉଚିତ।
ଯଦି ଆପଣ ଙ୍କ କାର୍ଡ ବନ୍ଦ ହୋଇ ଯାଇ ଥିବ।ତେବେ ଆପଣ ଜୀବନ ବୀମା କରି ପାରିବେ ନାହିଁ।ଯଦି ଆପଣ ମାନେ ଏଥି ରେ ଜୀବନ ବୀମା କରିବା ପାଇଁ ଚାହିବେ ତେବେ ସମସ୍ତ ନିୟମ ସହିତ ଆଗୁଆ ଆବେଦନ କରି ପାରିବେ।ଏହା କରିବା ଖୁବ୍ ସହଜ ହୋଇ ଥାଏ।
ଆପଣ ମାନେ ଏଥିରେ ଅତି କମ୍ ରେ ୬ ଲକ୍ଷ ପର୍ଯ୍ୟନ୍ତ ବୀମା କରି ପାରିବେ।ଷ୍ଟେଟ ବ୍ୟାଙ୍କ ରେ ମଧ୍ୟ ଏହି ସୁବିଧା ଦିଆ ଯାଉଚି।ଯଦି ଆପଣ ମାନଙ୍କ ପାଖରେ ପ୍ରିମିୟମ ଡେବିଟ କାର୍ଡ ଥାଏ।
ତେବେ ଆପଣ ମାନେ ୫ ଲକ୍ଷ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ବୀମା କରି ପାରିବେ।ଏଥିରେ ଆପଣ ଘରେ ବସି ସବୁ ସୁବିଧା ପାଇ ପାରିବେ।ଏଥିପାଇଁ ଆପଣ ଅନେକ ଲାଭବାନ ହୋଇ ପାରିବେ।

Advertisement