ନମସ୍କାର ପାଠକ ବନ୍ଧୁ।ସରକାରୀ ଚାକିରିଆ ମାନଙ୍କ ପାଇଁ ଆସିଚି ବଡ ଖବର।କେନ୍ଦ୍ର ସରକାର ଙ୍କ ଏଭଳି କାର୍ଯ୍ୟ ପାଇଁ ଏବେ ସମସ୍ତ ସରକାରୀ କର୍ମଚାରି ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ଆସନ୍ତା ମାସ ରେ ସରକାରୀ କର୍ମଚାରୀ ମାନଙ୍କ ଡିଏ ବୃଦ୍ଧି ପାଇବାକୁ ଯାଉଛି।
ପ୍ରତି ବର୍ଷ ଏହା ୪ ପ୍ରତିଶତ ବୃଦ୍ଧି ପାଇବାକୁ ଲାଗି ଥାଏ।ତେବେ ଆସନ୍ତା ମାସ ରେ ସରକାର ଏଭଳି ନିଷ୍ପତି ନେବା ପାଇଁ ଯାଉଛନ୍ତି। ମହଙ୍ଗା ଭତ୍ତା କୁ ଦେଖି ସରକାର ଏଭଳି ନିଷ୍ପତି ନେଇ ଥାଇ ପାରନ୍ତି ବୋଲି କୁହା ଯାଉଛି।
ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ଆସନ୍ତା ମାର୍ଚ୍ଚ ମାସ ରେ ଡିଏ ବୃଦ୍ଧି ହେବାକୁ ଯାଉଛି।ଏହା ବୃଦ୍ଧି ହେଲେ କର୍ମଚାରି ମାନେ ଜାନୁଆରୀ ମାସ ରୁ ଏହି ଟଙ୍କା ପାଇବେ।
ତେବେ ଏ ନେଇ ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।ପ୍ରତିବର୍ଷ ୪ ପ୍ରତିଶତ ଡିଏ ବୃଦ୍ଧି ହୋଇ ଥାଏ।ତେବେ ଏ ବର୍ଷ ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରା ଯାଉଚି।ଯାହାକୁ ନେଇ ଏବେ ଠାରୁ ଖୁବ୍ ଚର୍ଚ୍ଚା କରା ଯାଉଛି।
୨୦୨୩ ବର୍ଷ ର ଜୁଲାଇ ଡିସେମ୍ବର ଏ ଆଇ ଓ ସି ପି ଆଇ ର ଇଭେଷ୍ଟ ନମ୍ବର ରୁ ଏହା ସ୍ପଷ୍ଟ ହୋଇ ଥିଲା।ତେବେ ମାର୍ଚ୍ଚ ମାସ ରେ ଏହି ଘୋଷଣା କରା ଯିବ ବୋଲି କୁହା ଯାଇଚି।କେନ୍ଦ୍ର କର୍ମଚାରି ଙ୍କୁ ଏହା ଏକ ଉପହାର ସ୍ୱରୂପ ଦିଆ ଯିବ।
କର୍ମଚାରି ଙ୍କ ଡିଏ ବୃଦ୍ଧି ପରେ କେନ୍ଦ୍ର କର୍ମଚାରି ଙ୍କ ରୋଜଗାର ବୃଦ୍ଧି ପାଇବ।ସେମାନେ ଏ ସବୁ ଶୁଣିବା ପରେ ବହୁତ ଖୁସି ହୋଇ ଯାଇଛନ୍ତି। ଏଚ୍ ଆର ମାନଙ୍କ ଡିଏ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରା ଯାଉଛି।
କେନ୍ଦ୍ର ସରକାର ହୋଲି ଉତ୍ସବ ପାଇଁ ଏଭଳି ଏକ ବଡ ଘୋଷଣା କରିଛନ୍ତି।ଏହି ଘୋଷଣା ରେ ସେ ଡିଏ ବୃଦ୍ଧି କରି କର୍ମଚାରି ମାନଙ୍କ ପାଇଁ ବମ୍ଫର୍ ଅଫର୍ ଦେଇଛନ୍ତି।
ଏହା ପ୍ରତି ଛ ମାସ ରେ ଧରା ଯାଇ ଥାଏ। କର୍ମଚାରି ଙ୍କ ବେସିକ ଦରମା ରେ ଏହା ମିଶି ଥାଏ। ହୋଲି ପୂର୍ବ ରୁ ଏଭଳି ଏକ ବଡ ଖବର ସରକାର ଦେଇଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।