Dec 25, 2023, 09:31 IST

ସତରେ କଣ ଏଇ ଖବର ସତ ! ଗୋଟେ ଦିନ ପାଇଁ ଏକାଠି ରହିବେ ଅନୁଭବ - ବର୍ଷା ???

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଟ ରେ ଶେଷ ଥର ପାଇଁ ଦେଖା ହେବେ ବର୍ଷା ଓ ଅନୁଭବ ମହାନ୍ତି। ତାଙ୍କର ଏହି ଦେଖା ଜିବାବର ଶେଷ ଦେଖା ହେବା ପାଇଁ ଯାଉଛି।
Special Report
ସାତ ଜନ୍ମ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ମାତ୍ର ଗୋଟେ ଜନ୍ମରେ ହିଁ ଦୁହେଁ ଦୁହିଁଙ୍କୁ ଭୁଲି ଯାଇଥିଲେ। ଦୁହିଁକୁ ପ୍ରେମର ପ୍ରତୀକ କୁହା ଯାଉଥିଲା। ଆଉ ଅନେକ ସମୟରେ ତାଙ୍କ ପ୍ରେମର ଖୁବ ଉଦାହରଣ ମଧ୍ୟ ଦିଆ ଯାଉଥିଲା।
ହେଲେ ତାଙ୍କର ଏହି ପ୍ରେମ ବେଶୀ ଦିନ ପର୍ଯ୍ୟନ୍ତ ଆଉ ତିଷ୍ଟି ରହି ପାରିଲା ନାହିଁ। ଦୁହିଁଙ୍କ ମଧ୍ୟରେ ବିବାଦ ଏଭଳି ବଢ଼ିଗଲା ଯେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଗଲେ।
ଦୁହିଁଙ୍କ ଯୋଡ଼ି ଏତେ ସୁନ୍ଦର୍ ଥିଲା ଯେ ତାହାକୁ ଯେ କେହି ମଧ୍ୟ ଦେଖୁଥିଲା ସେ ଖୁବ୍ ଈର୍ଷା ମଧ୍ୟ କରୁଥିଲା। ଅନେକ ପ୍ରେମ ପକ୍ଷୀ ତାଙ୍କ ଭଳି ହେବାକୁ ଚାହୁଁଥିଲେ। କାରଣ ତାଙ୍କ ପ୍ରେମ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଥିଲା।
Special Report
ହେଲେ ବୋଧ ହୁଏ ତାଙ୍କ ଉପରେ କାହାର ନଜର ଲାଗି ଯାଇଥିଲା। ଯାହା ଫଳରେ କି ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ମଧ୍ୟ ନେଇ ଯାଇଥିଲେ। ତାଙ୍କୁ ଦେଖି ଅନେକ ପ୍ରେମୀ ଯୁଗଳ ମଧ୍ୟ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ସେମାନେ ଏହି କଥାକୁ ବିଶ୍ଵାସ ମଧ୍ୟ କରି ପାରୁ ନାହାଁନ୍ତି।
ଶେଷ ଥର ପାଇଁ ଏଥର କୋର୍ଟ ରେ ଦେଖା ହେବାକୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। ଅନେକ ଦିନ ଧରି ଉଠିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।
ଏଥିପାଇଁ ଦୁହିଁଙ୍କ ଫ୍ୟାନ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାରଣ ତାଙ୍କର ଏହା ଆଶା ଥିଲା କି ଦୁହେଁ ବୋଧ ହୁଏ ଏତେ ବିବାଦ ପରେ ମଧ୍ୟ ଏକାଠି ହୋଇ ପାରନ୍ତି ମାତ୍ର ଏସବୁ ଏବେ ସବୁ ମିଛ ପ୍ରମାଣିତ ହୋଇ ଯାଇଛି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଥିଲା ବେଳେ ଦୁହେଁ ଏବେ ସାରା ଜୀବନ ଅଲଗା ହେବାକୁ ଯାଉଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement