Feb 16, 2024, 11:14 IST

ଅନୁଭବ ଙ୍କ ଦୁଃଖ ରେ ଦୁଃଖୀ ହେଲେ ବୈଜୟନ୍ତ ପଣ୍ଡା : ବ୍ୟସ୍ତ ହୁଅନି ମୁ ଅଛି

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ କାଲି ବିଜେଡି ସାଂସଦ ଅନୁଭବ ମହାନ୍ତି ଙ୍କ ବାପା ଅଭୟ ମହାନ୍ତି ଙ୍କ ପର ଲୋକ ହୋଇ ଯାଇଛି।୭୪ ବର୍ଷ ବୟସ ରେ କଟକ ନନ୍ଦୀ ସାହି ସ୍ଥିତ ବାସ ଭବନ ରେ ତାଙ୍କ ପର ଲୋକ ହୋଇ ଯାଇଚି।
Special report
ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା କରା ଯାଇଛି ସମସ୍ତ ଆଖି ରେ ଏବେ ଲୁହ ଭରି ରହିଛି।ଅନୁଭବ ମହାନ୍ତି କାନ୍ଦି କାନ୍ଦି ବାପା ଙ୍କ ଶେଷ କୃତ୍ୟ ସଂପନ୍ନ କରିଛନ୍ତି।ଶେଷ ଥର ପାଇଁ ବାପା ଙ୍କୁ ଦେଖି ଖୁବ୍ କାନ୍ଦି ଥିଲେ ଅନୁଭବ ମହାନ୍ତି।ଆଖିରେ ଲୁହ କୁ ପୋଛି ମୁଖାଗ୍ନି ଦେଇ ଥିଲେ ଅନୁଭବ ମହାନ୍ତି।
ସୂଚନା ଅନୁସାରେ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ପର ଲୋକ ହୋଇ ଯାଉଚି।ଏହି ସମୟ ରେ ବିଜେପି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୟୁଇଟ କରି ଅନୁଭବ ଙ୍କ ପରିବାର ପ୍ରତି ସମବେଦନା ଜଣାଇ ଥିଲେ।ସେ ଲେଖି ଥିଲେ କି ଭଗବାନ ଆପଣଙ୍କ ପରିବାର କୁ ଏଭଳି ଦୁଃଖ ସହିତ ଲଢ଼ିବା ପାଇଁ ସାହାସ ଦିଅନ୍ତୁ।
ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସାହାସ ଦେବା ପାଇଁ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରିଛନ୍ତି।ଏହାକୁ ଦେଖି ସମସ୍ତେ କାନ୍ଦି ପକାଇ ଥିଲେ।ଅନୁଭବ ଙ୍କୁ ଭଗବାନ ଏହି ଦୁଃଖ ସହିତ ଲଢ଼ିବା ପାଇଁ ସାହାସ ଦିଅନ୍ତୁ।
Special report
ସୂଚନା ଅନୁସାରେ ଅନୁଭବ ଙ୍କ ବାପା ଦୀର୍ଘ ଦିନ ହେବ କିଡନୀ ରୋଗ ରେ ପୀଡ଼ିତ ଥିଲେ।ତାଙ୍କୁ ଅନୁଭବ ମହାନ୍ତି ଅନେକ ବଡ ବଡ ମେଡିକାଲ ରେ ଦେଖାଇ ଥିଲେ।ହେଲେ ହଟାତ ଏଭଳି କିଛି ଘଟଣା ଘଟି ଯିବ ବୋଲି କେହି ବିଶ୍ଵାସ କରି ନ ଥିଲେ।ତାଙ୍କ ବାପା ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି।
ଲୁହ ଭରି ରହିଛି ଅନୁଭବ ଙ୍କ ଆଖିରେ।ନିକଟ ରେ ତାଙ୍କୁ ବର୍ଷା ପ୍ରିୟଦର୍ଶିନୀ ଙ୍କ ଠାରୁ ଛାଡ ପତ୍ର ମିଳି ଥିଲା।ଏହି ସମୟ ରେ ସେ ବହୁତ ଖୁସି ଥିଲେ।ହେଲେ ପୁଣି ଥରେ ତାଙ୍କ ଜୀବନ କୁ ଗୋଟିଏ ବଡ ଦୁଃଖ ଆସିଚି।
ଏଥିରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ି ଛନ୍ତି।ବାପା ଙ୍କୁ ସେ ବହୁତ ଭଲ ପାଉ ଥିଲେ।ସେ ସୁସ୍ଥ ହୋଇ ଯାଆନ୍ତୁ ବୋଲି ସେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁ ଥିଲେ।
ହେଲେ ଏଭଳି କିଛି ଘଟିବ ସେ କେବେ ବି ଭାବି ନ ଥିଲେ।ଏଭଳି ପରିସ୍ଥିତି ରେ ତାଙ୍କ ପରିବାର କୁ ଭଗବାନ ସାହାସ ଦିଅନ୍ତୁ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

Advertisement