Oct 18, 2023, 10:56 IST

ଅଥୟ ଅନୁଭବ ହାଇକୋର୍ଟ ରେ କଲେ ପୁଣି ଥରେ ଅପିଲ, ଆଜ୍ଞା ଏସବୁ କଣ ହେଉଛି? ସେ କଣ ମତେ ଏମିତି କରୁଥିବ ନା କଣ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଶୁଣି ଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ବିବାହ ବିଚ୍ଛେଦ ବିଷୟ ରେ।ଉଭୟ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଛାଇ ରହିଛନ୍ତି।
Special report
ଉଭୟ ଙ୍କ ବିବାଦ କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି।ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ଙ୍କ ବିରୋଧ ରେ ପ୍ରାୟ ସବୁଦିନ ଏକ ନୂଆ ନୂଆ ଭିଡିଓ ଅପଲୋଡ଼ କରୁଛନ୍ତି।ଏଥିରେ ସେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଚରିତ୍ର କୁ ଅନେକ କଥା କହୁଛନ୍ତି।ହେଲେ ଏଗୁଡ଼ିକ ସବୁ ମିଛ ବୋଲି ବର୍ଷା ଙ୍କ ଓକିଲ କହିଛନ୍ତି।
ଅନୁଭବ ମହାନ୍ତି କହୁଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ନାହାନ୍ତି।ଯେତେବେଳେ ସେ ବର୍ଷା ଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ସେତେବେଳେ ବର୍ଷା ସମୟ ମାଗିଛନ୍ତି।ତାଙ୍କ ଠାରୁ ସବୁବେଳେ ଦୂରେଇ ରହିଛନ୍ତି।
ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଶା-ରୀ-ରି-କ ସମ୍ପର୍କ ରହିବା ନିତାନ୍ତ ଜରୁରୀ।ତେବେ ଏଭଳି କ୍ଷେତ୍ର ରେ ସେ କିପରି ବର୍ଷା ଙ୍କ ପାଖରେ ରହିବେ ବୋଲି କହିଥିଲେ।କିନ୍ତୁ ଏବେ ଅନୁଭବ ଙ୍କ ଏହି କଥା ସବୁ ମିଛ ବୋଲି କୁହା ଯାଉଛି।
Special report
ଏହାର କାରଣ ହେଉଛି ଅନୁଭବ କୋର୍ଟ କୁ ଦେଇଥିବା ତଥ୍ୟ ରେ ଲେଖା ଯାଇଛି କି ବର୍ଷା ଙ୍କ ଶା-ରୀ-ରି-କ ସଂପର୍କ ରେ ଅନୁଭବ ଖୁସି ନାହାନ୍ତି।ତେବେ ଜଣା ପଡିଚି ବର୍ଷା ତାଙ୍କ ସହିତ ସମ୍ପର୍କ ରଖିଥିଲେ।ପ୍ରତି ମୁହୂର୍ତ୍ତ ରେ ଅନୁଭବ ମିଛ କହୁ ଛନ୍ତି।ନିକଟ ରେ ଏକ ଭିଡିଓ ସେ ପୋଷ୍ଟ କରିଥିଲେ।
ଯେଉଁ ଥିରେ ସେ ବର୍ଷା ଙ୍କ ପାଖରେ ଗୁହାରି କରିଥିଲେ।ଓ କହି ଥିଲେ କି ମୋ ବାପା ଙ୍କ ଦେହ ବହୁତ ଖରାପ ହୋଇ ଯାଉଛି।ତମେ ଦୟାକରି ମୋତେ ଛାଡ଼ ପତ୍ର ଦେଇ ଦିଅ।ହେଲେ ଏହାର କିଛି ସମୟ ପରେ ଭିଡିଓ ଟି କାଟି ଦିଆ ଯାଇଥିଲା।
କଟକ ପାରିବାରିକ କୋର୍ଟ ଏହି ମାମଲା କୁ ଖାରଜ କରି ଦେଇଥିଲେ।ଏହା ପରେ ଏବେ ଅନୁଭବ ମହାନ୍ତି ହାଇ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି। ଏବଂ ନିଜକୁ ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି।ସେ ନିଜେ ଜଣେ ସାଂସଦ ହୋଇ ଏପରି କରିବା ଠିକ୍ ନୁହେଁ ବୋଲି ତାଙ୍କ ପ୍ରଶଂସକ ମାନେ କହିଛନ୍ତି।

Advertisement