Jan 16, 2024, 11:27 IST

ଜବରଦସ୍ତି ରାତି କ ଭିତରେ ୧୪ କୋଟି ଫୋପାଡି ଅଯୋଧ୍ୟା ରେ ଘର କିଣି ରହିବାକୁ ଗଲେ ଅମିତାଭ...

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଚି ବଲିଉଡ ର ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟା ରେ ପ୍ଲଟ କିଣି ଛନ୍ତି।ଆପଣ ମାନେ ସମସ୍ତେ ଅମିତାଭ ବଚ୍ଚନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
Special Report
ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଅଯୋଧ୍ୟା ରେ ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୨ ତାରିଖ ରେ ପ୍ରତିଷ୍ଠା ହେବାକୁ ଯାଉଛି।ଏହି ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଦୀର୍ଘ ଶହ ଶହ ବର୍ଷ ଧରି ଲୋକ ଙ୍କ ମନ ରେ ଆଶା ରହିଥିଲା।
ଶେଷ ରେ ସମସ୍ତଙ୍କ ମନ ର ଆଶା ପୁରଣ ହେବାକୁ ଯାଉଛି।ଏହି ମନ୍ଦିର ପ୍ରତିଷ୍ଠା ହୋଇ ସାରିବା ପରେ ଉତ୍ତରପ୍ରଦେଶ ର ଅଯୋଧ୍ୟା ଗୋଟିଏ ବଡ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ ହେବ।ଲୋକ ମାନେ ପ୍ରାୟ ସବୁ ବେଳେ ଏହି ସ୍ଥାନ କୁ ବୁଲାବୁଲି କରିବା ପାଇଁ ଆସିବେ।
ଏହା କୁ ଦୃଷ୍ଟି ରେ ରଖି ଅମିତାଭ ବଚ୍ଚନ ସେଠାରେ ଏକ ପ୍ଲଟ କିଣୁଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହି ପ୍ଲଟ ର ମୂଲ୍ୟ ହେଉଚି ପାଖାପାଖି ୧୪ କୋଟି ଟଙ୍କାରୁ ଅଧିକ।ତେବେ ଆପଣ ମାନେ ମଧ୍ୟ ଏହି ସ୍ଥାନ କୁ ବୁଲି ବାକୁ ଆସି ସେ ସ୍ଥାନ ଦେଖି ପାରିବେ।
Special Report
ଅମିତାଭ ବଚ୍ଚନ ଏହି ପ୍ଲଟ କୁ ମୁମ୍ବାଇ ର ଏକ ବଡ ଜମି କମ୍ପାନୀ ଠାରୁ କିଣି ଛନ୍ତି।ସେ ଏହି ପ୍ଲଟ କିଣି ବହୁତ ଖୁସି ହୋଇ ଯାଇଛନ୍ତି।ସେ କହିଛନ୍ତି କି ଅଯୋଧ୍ୟା ର ରାମ ମନ୍ଦିର ମୋ ହୃଦୟ ରେ ଏକ ସ୍ବତନ୍ତ୍ର ସ୍ଥାନ କରିଛି।ମୁଁ ଯାହାକୁ କେବେ ବି ଭୁଲି ପାରିବି ନାହିଁ।
ଅଯୋଧ୍ୟା ର ଅସ୍ଥାୟୀ ଆଧ୍ୟାମିକତା ଓ ସାଂସ୍କୃତିକ ଉତ୍ସବ ମୋ ହୃଦୟ ରେ ଏକ ଭାବନା ଜାଗ୍ରତ କରିଛି।ମୁଁ ଏହି ଅଯୋଧ୍ୟା କୁ ଯିବା ପାଇଁ ବହୁତ ଖୁସି ଅଛି।ଏହା ହେଉଚି ରାମ ଙ୍କ ସ୍ଥାନ ଯେଉଁ ଠାରେ ପ୍ରତ୍ୟେକ ଲୋକ ଙ୍କୁ ଶାନ୍ତି ମିଳିବ।
ତାଙ୍କର ଏହି କଥା କୁ ଶୁଣି ସମସ୍ତେ ବହୁତ ଖୁସି ହୋଇ ଯାଇଥିଲେ।କୁହା ଯାଉଚି ଯେ ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର ସେହି ସ୍ଥାନରେ ଏକ ଗୃହ ନିର୍ମାଣ କରିବେ।ସେଠାରେ ଏବେ ଠାରୁ ବିଭିନ୍ନ ହୋଟେଲ ଲଜ୍ ତିଆରି ହେବା ଆରମ୍ଭ ହୋଇ ଗଲାଣି।
ପର୍ଯ୍ୟଟକ ମାନେ ଆସି ସେଠାରେ ରହିବେ।ସେହି ମନ୍ଦିର ବୁଲାବୁଲି କରିବେ।ସରକାର ମଧ୍ୟ ଲୋକ ଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତ କୁ ନେଇଛନ୍ତି।ବର୍ତ୍ତମାନ ସମୟ ରେ ଅଯୋଧ୍ୟା ସାରା ବିଶ୍ବ ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

Advertisement