Jan 14, 2024, 12:07 IST

ଅମୀର ଖାଁ ଙ୍କ ଜ୍ବାଇଁ କଣ ଏମିତି କରନ୍ତି କି ଅମୀର ତାଙ୍କୁ ଦେଖିଲେ ମୂଷା ପାଲଟିଯାନ୍ତି, ମତେ ଯାହା କହୁଛ କୁହ ମୋ ଜ୍ବାଇଁ ଭଳିଆ କୋଉ ଟୋକା ଦୁନିଆ ରେ ନାହିଁ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବଲିଉଡ ସୁପରଷ୍ଟାର ଅମୀର ଖାଁଙ୍କ ଝିଅ ନିକଟ ରେ ବିବାହ କରିଥିଲେ।ତାଙ୍କ ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ କଥା ଶୁଣା ଯାଇ ଥିଲା।ଏହି ବିବାହ ରେ ଏକ ସ୍ବତନ୍ତ୍ର ପ୍ରକାର ର ହୋଇ ଥିଲା।
Special Report
ଯେଉଁଥିରେ ତାଙ୍କ ଜ୍ବାଇଁ ଗୋଟିଏ ଗଞ୍ଜୀ ପିନ୍ଧି ବିବାହ କରିବାକୁ ଆସି ଥିଲେ।ତେବେ ଅମୀର ଖାଁ ଙ୍କ ଝିଅ ର ଏଭଳି ବିବାହ କୁ କିଛି ଲୋକ ପସନ୍ଦ କରି ନାହାନ୍ତି।ଲୋକ ଙ୍କ କହିବା ଅନୁଯାୟୀ ବଲିଉଡ ର ଆଗ ଧାଡ଼ି ର ଅଭିନେତା ଅମୀର ଖାଁ ଙ୍କ ଝିଅ ଏଭଳି ବିବାହ କରିବେ ଏ କଥା କେହି ବିଶ୍ବାସ କରି ନ ଥିଲେ।
ସୂଚନା ଅନୁସାରେ ତାଙ୍କ ଝିଅ ନାମ ହେଉଚି ଇରା ଖାଁ।ଯିଏ କି ନୁପୁର ଶିଖାରେ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଛନ୍ତି।ଏହି ବିବାହ ରେ ଅମୀର ଙ୍କ ପୂର୍ବତନ ଦୁଇ ପତ୍ନୀ ଉପସ୍ଥିତ ଥିଲେ।ନୁପୁର ସିଖାରେ ଜଣେ ଫିଟନେସ ପ୍ରଶିକ୍ଷକ ଅଟନ୍ତି।ତାଙ୍କ ପାଖକୁ ଫିଟନେସ ଶିକ୍ଷା ନେବା ପାଇଁ ଅମୀର ଖାଁ ଓ ତାଙ୍କ ଝିଅ ଆସି ଥିଲେ।
ଏହା ପରେ ଇରା ନୁପୁର ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।ସେ ଜଣେ ପ୍ରଶିକ୍ଷକ ହେବା ସହିତ ଭଲ ନୃତ୍ୟ କରନ୍ତି।ଉଭୟ ଇରା ଓ ନୁପୁର ୨୦୨୦ ମସିହା ରେ ପ୍ରେମ ସଂପର୍କ ରେ ବାନ୍ଧି ହୋଇ ଥିଲେ।ପ୍ରଥମେ ପ୍ରଥମେ ଏ ବିଷୟ ରେ ସେମାନେ କାହାକୁ ଜଣାଇ ନ ଥିଲେ।
Special Report
କିନ୍ତୁ ୨୦୨୧ ମସିହା ଜାନୁଆରି ମାସ ରେ ସେ ତାଙ୍କ ପ୍ରେମ ସଂପର୍କ କୁ ସମସ୍ତଙ୍କ ନିକଟ ରେ ପ୍ରକାଶ କରୁଥିଲେ।ଇରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଇରା ଙ୍କ ସହିତ କିଛି ଫଟୋ ସେୟାର କରି ଥିଲେ।ଯାହାକୁ ତାଙ୍କ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରୁଥିଲେ।
ଖୁବ୍ ଶୀଘ୍ର ସେମାନେ ବିବାହ କରିବେ ବୋଲି ସେମାନେ ସୂଚନା ଦେଇଥିଲେ।କିନ୍ତୁ ବର୍ତ୍ତମାନ ସମୟ ରେ ସେମାନଙ୍କ ବିବାହ ବଡ ଧୁମ୍ ଧାମରେ ରେ ଅନୁଷ୍ଠିତ ହୋଇଛି।ଏଥିରେ ଅମୀର ଖାଁ ଙ୍କ କିଛି ନିଜ ଲୋକ ଉପସ୍ଥିତ ଥିଲେ।ଏହା ସହିତ ତାଙ୍କର ଦୁଇ ପୂର୍ବତନ ପତ୍ନୀ ଏହି ବିବାହ ରେ ଯୋଗ ଦେଇଥିଲେ।
ବଲିଉଡ କଳାକାର ମାନଙ୍କୁ ନୁପୁର ସବୁଦିନ ଫିଟନେସ ଶିକ୍ଷା ଦେଇ ଥାନ୍ତି।ହେଲେ ନୁପୁର ଏତେ ବଡ ପ୍ରଶିକ୍ଷକ ହୋଇ ମଧ୍ୟ ଗଣ ମାଧ୍ୟମ ଠାରୁ ସବୁବେଳେ ଦୂର ରେ ରହିବା ପାଇଁ ପସନ୍ଦ କରନ୍ତି।
ସେ ତାଙ୍କର ଅଧିକାଂଶ ସମୟ ନିଜ ପରିବାର ସହିତ କଟାଇ ଥାଆନ୍ତି।ଏବେ ସେ ଇରା ଖାଁ ଙ୍କୁ ବିବାହ କରି ସମସ୍ତଙ୍କ ସାମନା କୁ ଆସୁଛନ୍ତି।ତାଙ୍କ ବିବାହ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement