Updated: Feb 20, 2024, 16:34 IST

ଆମେରିକାରୁ ଆସି ପୁରୀରେ ଚା ବିକିଲେ ଏହି ବିଦେଶୀ ଦେଖନ୍ତୁ କଣ ଅଛି ଏହା ପଛରେ ମୁଖ୍ୟ କାରଣ

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁରୀ ବେଳାଭୂମି ରେ ଚା ବିକୁଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ।ଆମେରିକା ରୁ ଆସି ଥିବା ଏହି ଯୁବକ ଜଣକ ଏବେ ବେଳାଭୂମି ରେ ଚା ବିକୁଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
Special report
ଆପଣ ମାନେ ସମସ୍ତେ ଜାଣି ଥିବେ ପୁରୀ କୁ ପ୍ରାୟ ପ୍ରତିଦିନ ଅନେକ ଲୋକ ବୁଲିବାକୁ ଆସି ଥାଆନ୍ତି।ସେମାନଙ୍କ ମଧ୍ୟରୁ ବିଦେଶୀ ମାନଙ୍କ ସଂଖ୍ୟା ଅଧିକ ଥାଏ।ସେମାନେ ପୁରୀ କୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବୁଲାବୁଲି କରି ଥାଆନ୍ତି।
ହେଲେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ବିଦେଶୀ ପର୍ଯ୍ୟଟକ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଗତ କାଲି ପୁରୀ ଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି ଆମେରିକା ରୁ ଆସି ପୁରୀ ବେଳାଭୂମି ରେ ଚା ବିକୁଛନ୍ତି।ସେ ପୁରୀ କୁ ବୁଲିବା ପାଇଁ ଆସି ଥିଲେ।
Special report
ସେଠାରେ ତାଙ୍କ ପାଖରେ ଟଙ୍କା ନ ଥିଲା।ସେଥିପାଇଁ ସେ ଚା ବିକିବା ଆରମ୍ଭ କରି ଦେଇଛନ୍ତି।ପ୍ରତିଦିନ ଅନେକ ଲୋକ ତାଙ୍କ ପାଖକୁ ଚା ପିଇବା ପାଇଁ ଆସୁଛନ୍ତି।ତାଙ୍କ ସହିତ ଫୋନ୍ ରେ ସେଲଫି ନେଇ ଥିଲେ।ତାଙ୍କୁ ସମସ୍ତେ ଦେଖି ବହୁତ ଖୁସି ହୋଇ ଯାଇଛନ୍ତି।
ସୂଚନା ଅନୁସାରେ ପୁରୀ ବେଳାଭୂମି ରେ ଚା ବିକ୍ରୀ କରୁଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ।ତାଙ୍କ ନାମ ହେଉଚି ଜନ। ସେ ଆମେରିକା ରୁ ଆସିଛନ୍ତି।ତାଙ୍କୁ ଏ ବିଷୟ ରେ ପଚରା ଯିବାରୁ ସେ କହି ଥିଲେ କି ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦେଖିବା ପାଇଁ ଓଡ଼ିଶା ଆସି ଥିଲି।
Special report
ମୋ ପାଖରେ ଟଙ୍କା ର ଅଭାବ ରହିଛି।ସେଥିପାଇଁ ମୁଁ ଚା ବିକ୍ରୀ କରିବାକୁ ଆରମ୍ଭ କରିଛି।ଏଥିରେ ମୁଁ କିଛି ଟଙ୍କା ରୋଜଗାର କରି ପାରିବି।ମୋତେ ଏହି କାମ ଟି ବହୁତ ଖୁସି ଦେଉଛି।ବିଭିନ୍ନ ପ୍ରକାର ଲୋକ ମାନେ ପ୍ରତିଦିନ ମୋ ପାଖକୁ ଆସୁଛନ୍ତି।
Special report
ସେହିପରି କିଛି ଲୋକ ମାନଙ୍କୁ ମଧ୍ୟ ଏ ବିଷୟ ରେ ପଚରା ଯାଇ ଥିଲା।ସେମାନେ କହି ଥିଲେ କି ଜନ ଙ୍କ ଚା ଆମ ସମସ୍ତ ଙ୍କୁ ଖୁବ୍ ପସନ୍ଦ ଲାଗୁଛି।
ସକାଳ ହେବା ସମୟ ରେ ଲୋକ ମାନେ ଚା ପିଇବା ପାଇଁ ଭିଡ ଜମାଉ ଛନ୍ତି।ତାଙ୍କର ଏହି ଚା ଦୋକାନ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ଲୋକ ମାନେ ତାଙ୍କ ପାଖକୁ ଆସି ଫଟୋ ଉଠାଉଛନ୍ତି।

Advertisement