Jan 26, 2024, 12:26 IST

ଅମ୍ବାନୀ ଙ୍କ ଠାରୁ ୧୦ ଗୁଣା ଟଙ୍କା ଦାନ ଦେଲେ ଅକ୍ଷୟ କୁମାର, ଲୋକେ କହିଲେ ଯାହା ହେଉ ପ୍ରକୃତ ହିରୋ ଆମ ଅକ୍ଷୟ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଚର୍ଚ୍ଚାର ବିଷୟ ଏହାକି ରାମ ମନ୍ଦିର କୁ କେତେ ଟଙ୍କା ଦାନ କଲେ ଅଭିନେତା ଅକ୍ଷୟ କୁମାର୍। ଅକ୍ଷୟ କୁମାର୍ ଙ୍କ ଦାନ ଦେବା କଥାରେ ସେ ଏମିତି କଣ କହିଲେ ଯେ ତାଙ୍କୁ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ।
Special report
ସେପଟେ ଅକ୍ଷୟ କହିଥିଲେ କି ସେତ ସବୁକିଛି ଆମକୁ ଦେଉଛନ୍ତି ଆମେ ଆଉ କଣ ତାଙ୍କୁ ଦେବା। ରାମ ମନ୍ଦିର ଅଯୋଧ୍ୟାରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା।
ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ମାନେ ସେଠାକୁ ଆସିଥିଲେ। ଆଧ୍ୟାତ୍ମିକ ପରିବେଶ ରେ ବୁଡି ରହିଥିଲା ଅଯୋଧ୍ୟା ନଗରୀ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ ୭ ହଜାର ରୁ ଅଧିକ ଅତିଥି।
୫୦୦ ରୁ ଅଧିକ ଥିଲେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି। କ୍ରିକେଟର ମାନଙ୍କ ସହ ଅନେକ ବଲିଉଡ ତାରକା ମାନେ ମଧ୍ୟ ଆସି ପହଞ୍ଚି ଥିଲେ। ସେମାନେ ମଧ୍ୟ ନିଜ ନିଜ କ୍ଷମତା ଅନୁସାରେ ସେଠାରେ ଅର୍ପଣ କରିଥିଲେ।
Special report
ହେଲେ ଆପଣ ମାନେ ଜାଣିଛନ୍ତି କି ସୁପରଷ୍ଟାର ମାନେ କେତେ ଅର୍ଥ ଦାନ କରିଛନ୍ତି? ଏବେ କିଏ କେତେ ଅର୍ଥ ଦାନ କରିଛନ୍ତି ତାହା ସମ୍ପର୍କରେ ଏବେ ଚର୍ଚ୍ଚା ହେବାରେ ଲାଗିଛି।
ଅନେକ କଳାକାର କେତେ ଦାନ କରିଛନ୍ତି ବୋଲି କହିଥିବା ବେଳେ ଅନେକ କଳାକାର ମାନେ କେତେ ଅର୍ଥ ଦାନ କରିଛନ୍ତି ତାହା ସେ ଗୁପ୍ତ ରଖିଛନ୍ତି। ଅକ୍ଷୟ କୁମାର ମଧ୍ୟ ତାଙ୍କର ରୋଜଗାର ରୁ କିଛି ଅଂଶ ରାମ ମନ୍ଦିର କୁ ଦାନ କରିଛନ୍ତି।
ଆଉ ଶୁଭ ମୂହୁର୍ତ୍ତ ପାଇଁ ସେ ଅର୍ଥ ରାଶି ଦାନ କରିଥିବା କଥା କୁହା ଯାଉଛି। ଅକ୍ଷୟ କୁମାର ଯାହା ଅର୍ଥ ରାଶି ଦାନ କରିଛନ୍ତି ସେହି ସମ୍ପର୍କରେ କେହି ହେଲେ ମଧ୍ଯ ଜାଣି ନାହାଁନ୍ତି। ନିଜର ଦାନ ରାଶି କୁ ସେ ସମ୍ପୁର୍ଣ୍ଣ ଭାବରେ ଗୋପନୀୟ ରଖିଛନ୍ତି।
ବଲିଉଡ ର କଳାକାର ମାନେ ମଧ୍ୟ ଦାନ କରିଥିବା ଅର୍ଥ ରାଶି କୁ ସଂପୂର୍ଣ୍ଣ ଭାବରେ ଗୋପନୀୟ ରଖିଛନ୍ତି। ଅକ୍ଷୟ କୁମାର କହିଥିଲେ କି ଯାହା ଦାନ କଲେ ତାହା ଯଦି ସେ କହିବେ ତେବେ ଦାନ ର ମୂଲ୍ୟ କିଛି ନାହିଁ।

Advertisement