Feb 7, 2024, 15:13 IST

ଅମ୍ବାନୀ ଙ୍କ ପୁଅ ବାହାଘର ରେ ଆଲିଆ ଭଟ୍ଟ ଆଉ ରଣବୀର କପୂର୍ ଙ୍କୁ ଡାକରା , ତମେ ଦୁଇ ଜଣ ଆସି ଆମ ମନୋରଞ୍ଜନ କରିବ ହେଲା..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ଚଳିତ ବର୍ଷ ରେ ସେ ବିବାହ କରିବେ ବୋଲି କୁହା ଯାଉଚି।ଦୀର୍ଘ ଦିନ ର ପ୍ରେମିକା ରାଧିକା ମର୍ଚାଣ୍ଟ ଙ୍କୁ ସେ ବିବାହ କରିବା ପାଇଁ ଯାଉଛନ୍ତି।
Special report
ଉଭୟ ପରସ୍ପର କୁ ଖୁବ୍ ଭଲ ପାଉ ଥିଲେ।ଉଭୟ ପରିବାର ର ସହମତି ରେ ଏହି ବିବାହ ବଡ ଧୁମ୍ ଧାମ ରେ ଅନୁଷ୍ଠିତ ହେବ ବୋଲି ଶୁଣା ଯାଉଛି।ଏହା ପୂର୍ବ ରୁ ୨୦୨୩ ମସିହା ରେ ସେମାନଙ୍କ ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇ ଥିଲା।ହେଲେ ଏବେ ସେମାନେ ବିବାହ କରିବା ପାଇଁ ରାଜି ହୋଇଛନ୍ତି।
ସେମାନଙ୍କ ବିବାହ କୁ ନେଇ ସେ ସମୟ ରେ ଅନେକ କଥା ଶୁଣିବାକୁ ମିଳି ଥିଲା।ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କ ବିବାହ ବିଷୟ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ତେବେ ଚଳିତ ବର୍ଷ ଏମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି କୁହା ଯାଉଛି।ଏଥିରେ ଦୁଇ ପରିବାର ଖୁବ୍ ଖୁସୀ ହେଉ ଥିବାର ସୂଚନା ମିଳୁଚି।
ତେବେ ଏହି ବିବାହ ରେ ମୁଖ୍ୟ ଆକର୍ଷଣ ସାଜିବେ ଆଲିଆ ଭଟ୍ଟ ଓ ତାଙ୍କ ସ୍ଵାମୀ ରଣବୀର କପୁର।ଏଥିରେ ସେମାନେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିବେ।ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଅନେକ କଥା ଭାଇରାଲ ହେଉଛି।
Special report
ଶୁଣିବାକୁ ମିଳୁଚି କି ଅନନ୍ତ ଚଳିତ ବର୍ଷ ମାର୍ଚ୍ଚ ମାସ ରେ ବିବାହ କରିବା ପାଇଁ ଯାଉଛନ୍ତି।ଏହି ବିବାହ ପାଇଁ ଏବେ ଅମ୍ବାନୀ ପରିବାର ରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଚି।ଏଥିରେ ରାଧିକା ଓ ତାଙ୍କ ହେବାକୁ ଥିବା ସ୍ଵାମୀ ଅନନ୍ତ ଖୁବ୍ ଖୁସି ଥିବାର ନଜର ଆସି ଥିଲେ।
ସେମାନଙ୍କ ବିବାହ ର ପ୍ରି ୱେଡ଼ିଂ ସେରିମନି ମାର୍ଚ୍ଚ ୮ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିବ।ଏହି ବିବାହ ବଡ ଧୁମ୍ ଧାମରେ ଅମ୍ବାନୀ ପରିବାର ରେ ଅନୁଷ୍ଠିତ ହେବ।ଏହାର କାରଣ ହେଉଛି ଏହା ହେଉଚି ଅମ୍ବାନୀ ପରିବାର ର ଶେଷ ବିବାହ।ଏହା ପୂର୍ବ ରୁ ମଧ୍ୟ ମୁକେଶ ଅମ୍ବାନୀ ଙ୍କ ଝିଅ ର ବିବାହ ହୋଇ ଥିଲା।
ଏବେ ନିକଟରେ ଆକାଶ ଅମ୍ବାନୀ ଙ୍କୁ ତାଙ୍କ ଘନିଷ୍ଟ ବନ୍ଧୁ ରଣବୀର କପୁର ଓ ଆଲିଆ ଭଟ୍ଟ ଙ୍କ ସହିତ ଦେଖିବାକୁ ମିଳି ଥିଲା।ଏଥିରେ ସେମାନେ ନାଚ ଅଭ୍ୟାସ କରୁଥଲେ।ଖୁବ୍ ଶୀଘ୍ର ସେମାନଙ୍କ ନାଚ ଦେଖିବାକୁ ମିଳିବ।
ଏବେ ଦେଖିବାକୁ ବାକି ରହିଲା କେବେ ଅନନ୍ତ ଅମ୍ବାନୀ ଓ ତାଙ୍କ ପ୍ରେମିକା ରାଧିକା ଙ୍କ ବିବାହ ସମ୍ପନ୍ନ ହେଉଚି।ଏହାକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି

Advertisement