Jan 15, 2024, 11:37 IST

ଅମ୍ବାନୀ ଙ୍କ ପତ୍ନୀ ନିତା ଙ୍କ ଶାଢ଼ୀ ର ମୂଲ୍ୟ ଯେତିକି , ସେଇ ପଇସା ରେ ଓଡ଼ିଶା ର ୧୦ ମନ୍ତ୍ରୀ କିଣି ହୋଇଯିବ..

Special Report

ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅମୀର ଖାଁ ଙ୍କୁ ଜାଣି ଥିବେ।ତାଙ୍କ ଫିଲ୍ମ ଗୁଡ଼ିକ ଦର୍ଶକ ମାନଙ୍କୁ ଖୁବ୍ ଭଲ ଲାଗେ।ତାଙ୍କର ପ୍ରତ୍ୟେକ ଫିଲ୍ମ ରେ କିଛି ଶିକ୍ଷଣୀୟ କଥା ମଧ୍ୟ ଥାଏ।ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।ନିକଟରେ ତାଙ୍କ ବଡ ଝିଅ ଇରା ଖାଁ ଙ୍କ ବିବାହ ହୋଇଛି।
ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଆଜି ଆମେ ତାଙ୍କ ଝିଅ ର ବିବାହ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଥିରେ ବହୁ ନାମୀ ଦାମୀ ଲୋକ ମାନେ ଯୋଗ ଦେଇଥିଲେ।ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଚି।
Special Report
ସୂଚନା ଅନୁସାରେ ଅମୀର ଖାଁ ତାଙ୍କ ଝିଅ ର ବିବାହ ଉଦୟପୁର ର ଏକ ନାମୀଦାମୀ ହୋଟେଲ ରେ କରିଥିଲେ।ଏଥିରେ ତାଙ୍କ ଝିଅ ଇରା ଖାଁ ତାଙ୍କ ଜୀମ ପ୍ରଶିକ୍ଷକ ନୁପୁର ଶିଖରେ ଙ୍କୁ ବିବାହ କରିଥିଲେ।ଏହି ବିବାହ କୁ ଯେ କେହି ଦେଖୁଚି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଉଛି।
ଏହା ପରେ ତାଙ୍କ ଝିଅ ର ବିବାହ ଭୋଜି ମୁମ୍ବାଇ ଠାରେ ଆୟୋଜନ କରିଥିଲେ।ଏଥିରେ ସେ ବହୁ ମାନ୍ୟଗଣ୍ୟ ଲୋକଙ୍କୁ ନିୟନ୍ତ୍ରଣ କରିଥିଲେ।ବଲିଉଡ ର ବଡ ବଡ କଳାକାର ଙ୍କ ଠାରୁ ଆରମ୍ଭ କରି ମୁକେଶ ଅମ୍ବାନୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ବିବାହ ରେ ଉପସ୍ଥିତ ଥିଲେ।
ଏହି ବିବାହ ଉତ୍ସବ କୁ ମୁକେଶ ଅମ୍ବାନୀ ଙ୍କ ପତ୍ନୀ ନିତା ଅମ୍ବାନୀ ମଧ୍ୟ ଆସିଥିଲେ।ତାଙ୍କୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କାରଣ ସେ ଯେଉଁ ଶାଢ଼ୀ ପିନ୍ଧି ବିବାହ ଉତ୍ସବ କୁ ଆସିଥିଲେ ତାହାର ମୂଲ୍ୟ ବହୁତ ଅଧିକ ଥିଲା।
Special Report
ଆପଣ ମାନେ ସମସ୍ତେ ଜାଣି ଥିବେ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଏବେ ସେ ଯେଉଁ ଶାଢ଼ୀ ପିନ୍ଧି ଛନ୍ତି ତାହା ହଜାରେ କି ଦୁଇ ହଜାର ଟଙ୍କା ର ନୁହେଁ ତାହା ହେଉଚି ଏକ ଲକ୍ଷ ଟଙ୍କା ରୁ ଅଧିକ।ତେଣୁ ଯେ କେହି ଏହି ଶାଢୀ କୁ ପ୍ରଥମେ ଦେଖିଚି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି।
ଆଜି ଆମେ ନିତା ଅମ୍ବାନୀ ଙ୍କ ଶାଢ଼ୀ ବିଷୟ ରେ କଥା ହେବାକୁ ଯାଉଛୁ। ସେ ଯେଉଁ ଶାଢ଼ୀ ପିନ୍ଧି ଅମୀର ଖାଁ ଙ୍କ ଝିଅ ର ବିବାହ ଉତ୍ସବ ରେ ଯୋଗ ଦେଇଥିଲେ ତାହାର ମୂଲ୍ୟ ପାଖାପାଖି ୪୦ ଲକ୍ଷ ରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ହେବ।
ସେ ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖା ଯାଇଥିଲେ।ତାଙ୍କ ଛଡା ଏଥିରେ ବଲିଉଡ ର ଅନ୍ୟ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ।ସେମାନେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଥିଲେ।

Advertisement