Dec 20, 2023, 10:51 IST

ଅମ୍ବାନୀ ଙ୍କ ପତ୍ନୀ ନିତା ଙ୍କ ପର୍ଶ ର ମୂଲ୍ୟ ଦେଢ଼ କୋଟି, ଲାଗିଥିବା ଗୋଟେ ଗୋଟେ ହୀରା ର ମୂଲ୍ୟ ୧୦ ଲକ୍ଷ

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମିଡ଼ିଆ ରେ ନିତା ଅମ୍ବାନୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ହେଉଛନ୍ତି ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ।
ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି ନିତା ଅମ୍ବାନୀ।ଦିନ କୁ କୋଟି କୋଟି ଟଙ୍କା ସେ ଖର୍ଚ୍ଚ କରି ଦିଅନ୍ତି କେବଳ ନିଜ ଇଛା କୁ ପୂରଣ କରିବା ପାଇଁ।ଏଥିରୁ ଆପଣ ମାନେ ଜାଣି ପାରୁ ଥିବେ ସେ କେତେ ବଡ ଧନୀ ହୋଇ ଥିବେ।
Special Report
ଆଜି ଆମେ ସେହି ନିତା ଅମ୍ବାନୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ସେ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ଯେତିକି ଟଙ୍କା ଦିନ କୁ ରୋଜଗାର କରନ୍ତି।
ତା ଠାରୁ ଅଧିକ ଟଙ୍କା ସେ ଖର୍ଚ୍ଚ କରନ୍ତି।ସେ ପିନ୍ଧିଥିବା ପ୍ରତିଟି ଜିନିଷ ର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା।ନିକଟରେ ତାଙ୍କ ବିଷୟ ରେ ଅନ୍ୟ ଏକ ଖବର ଶୁଣିବାକୁ ମିଳିଛି।ତାଙ୍କ ପର୍ସ କୁ ଧରିବା ପାଇଁ ସେ ଜଣେ ବ୍ୟକ୍ତି ଙ୍କୁ ନିଯୁକ୍ତି କରିଛନ୍ତି।
ଯାହା କୁ କି ସେ ମାସ କୁ ଏକ ଲକ୍ଷ ଟଙ୍କା ଦେଇଥାନ୍ତି।ଆପଣ ମାନେ ଥରେ ଭାବନ୍ତୁ ପର୍ସ କୁ ଧରୁ ଥିବା ବ୍ୟକ୍ତି ଙ୍କୁ ସେ ଲକ୍ଷ ଟଙ୍କା ଦେଉଛନ୍ତି।ତେବେ ସେ ପର୍ଶ ର ମୂଲ୍ୟ କେତେ ଟଙ୍କା ହୋଇ ଥିବ।
Special Report
ସୂଚନା ଅନୁସାରେ ନିତା ଅମ୍ବାନୀ ଧରୁଥିବା ପର୍ଶ ର ମୂଲ୍ୟ ୨୦ ଲକ୍ଷ ଟଙ୍କା।ତାହା ମଧ୍ୟରେ ହୀରା ମଧ୍ୟ ଲାଗି ରହିଛି।ଏତେ ଟଙ୍କା ର ପର୍ସ କେବଳ ଜଣେ ଧନୀ ବ୍ୟକ୍ତି ହିଁ ଧରି ପାରିବ।ତାଙ୍କର ଏହି ପର୍ସ ଟି ବିଦେଶ ରୁ ଆସି ଥାଏ।
ନିକଟରେ ସେ କୌଣସି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିଲେ।ଏହି ସମୟ ରେ ତାଙ୍କ ହାତ ରେ ଥିବା ପର୍ସ କୁ ସେ ଜଣେ ବ୍ୟକ୍ତି ଙ୍କୁ ଧରାଇ ଦେଇଥିଲେ।
ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଅନେକ କଥା କହୁଥିଲେ।ସେ ଯାହା ବି ହେଉ ନିତା ଅମ୍ବାନୀ ହେଉଛନ୍ତି ବହୁତ ଭଲ ମଣିଷ।ସେଥିପାଇଁ ତାଙ୍କ ବିଷୟରେ ଗଣ ମାଧ୍ୟମ ରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।

Advertisement