ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଜାଣି ଥିବେ।ସେ ହେଉଛନ୍ତି ଭାରତ ତ ଏକ ନମ୍ବର କୋଟି ପତି।ତାଙ୍କୁ ବର୍ତ୍ତମାନ ସମୟ ରେ କିଏ ବା ନ ଜାଣେ।ସେ ଭାରତ ର ଜଣେ ବହୁତ ବଡ ବ୍ୟବସାୟୀ ରୂପେ ପରିଚିତ।ସେ ଆଜି ଯାହା ବି କିଛି ହୋଇଛନ୍ତି ନିଜ କଠିନ ପରିଶ୍ରମ ବଳ ରେ।
ଏଥିପାଇଁ ତାଙ୍କୁ କେହି ବି ସାହାର୍ଯ୍ୟ କରି ନାହାନ୍ତି।ତାଙ୍କର ଏଭଳି କାମ ପାଇଁ ଆଜି ସେ ସାରା ଭାରତ ରେ ନିଜ ନାମ କୁ ରଖିଛନ୍ତି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ତାଙ୍କୁ ଜାଣିଛନ୍ତି।ତାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।ତାଙ୍କୁ ଲୋକ ମାନେ ବହୁତ ସମ୍ମାନ ଦିଅନ୍ତି।
ଆଜି ଆମେ ଆପଣ ମାନଙ୍କୁ ମୁକେଶ ଅମ୍ବାନୀ ନୁହନ୍ତି ତାଙ୍କ ପଡୋଶୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ମୁକେଶ ଅମ୍ବାନୀ ଙ୍କ ଠାରୁ ମଧ୍ୟ କୋଟି ପତି।ସେ ମୁକେଶ ଅମ୍ବାନୀ ଙ୍କ ଘର ସାମ୍ନା ରେ ରୁହନ୍ତି।ତାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।
ତାଙ୍କ ଘର କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ସେ ଘର ଭିତରକୁ ପ୍ରବେଶ କଲା ମାତ୍ରେ ଆପଣ ଙ୍କୁ ଯେପରି ସ୍ବର୍ଗ ସୁଖ ମିଳି ଗଲା ଭଳି ଲାଗିବ।ଚାରି ଆଡେ଼ ଘର ର ଭିତର ପାଖ କାଚ ଲାଗିଛି।ଏହା ଛଡା ଅନେକ ନୂତନ ଧରଣ ର ଜିନିଷ ଏହି ଘର ଭିତରେ ଦେଖିବାକୁ ମିଳେ।
ସୂଚନା ଅନୁସାରେ ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁକେଶ ଅମ୍ବାନୀ ଙ୍କ ପଡୋଶୀ ମୋତିଲାଲ ଓସ୍ବଲ୍।ତାଙ୍କ ପାଖରେ ଆଜି କୌଣସି ଜିନିଷ ର ଅଭାବ ନାହିଁ।ସେ ମଧ୍ୟ ମୁକେଶ ଅମ୍ବାନୀ ଙ୍କ ପରି କୋଟି କୋଟି ଟଙ୍କାର ମାଲିକ।ତାଙ୍କ ପାଖରେ ଏବେ ବହୁତ ଦାମୀ ଦାମୀ କମ୍ପାନୀର ଗାଡ଼ି ରହିଛି।
ଏହା ଛଡା ରେ ସେ ଏବେ ୧୩ ୪୦୦ କୋଟି ଟଙ୍କାର ମାଲିକ।ତାଙ୍କ ପାଖରେ ଏବେ ଟଙ୍କା ର ଅଭାବ ନାହିଁ।ସେଥିପାଇଁ ସେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ଓ ଲୋକ ମାନଙ୍କୁ ମଧ୍ୟ ସେ ବହୁତ ପ୍ରକାର ସାହାର୍ଯ୍ୟ କରନ୍ତି।
ମୋତିଲାଲ ଭାରତ ର ଏପରି ଜଣେ ବ୍ୟପାରି ଯାହାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।ତାଙ୍କ ନିଜର ଗୋଟିଏ ପ୍ରାଇଭେଟ୍ ଜେଟ୍ ବି ରହିଛି।ଯାହାକୁ ନେଇ ସେ ବିଦେଶ ଭ୍ରମଣ ରେ ଯାଆନ୍ତି।
ତାଙ୍କ ବିଷୟ ରେ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଚି।ମୁକେଶ ଅମ୍ବାନୀ ଙ୍କ ପରିବାର ପରି ତାଙ୍କ ପରିବାର ମଧ୍ୟ ଖୁବ୍ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।