Jan 3, 2024, 11:48 IST

ସକାଳୁ ସକାଳୁ ଅମ୍ବାନୀ ଙ୍କ ଘରେ ଘଟିଗଲା ବହୁତ୍ ବଡ଼ ଦୁଃଖ ଦାୟକ ଘଟଣା : କାନ୍ଦିଲେ ଅମ୍ବାନୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମୁକେଶ ଅମ୍ବାନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ମୁକେଶ ଅମ୍ବାନୀ ଙ୍କ ପରିବାର କୁ ସବୁଠାରୁ ଧନୀ ପରିବାର ଭାବରେ ଗଣା ଯାଇଥାଏ।
ତାଙ୍କର ସମ୍ପର୍କରେ କେବଳ ଭାରତରେ ଚର୍ଚ୍ଚା ନୁହେଁ ବରଂ ସାରା ବିଶ୍ବରେ ମଧ୍ୟ ତାଙ୍କର ଖୁବ ନା ରହିଛି। ସେ ତାଙ୍କର ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ଖୁବ୍ ଚର୍ଚ୍ଚାରେ ରହି ଥାଆନ୍ତି। ହେଲେ ଏବେ ଅମ୍ବାନୀ ଙ୍କ ପରିବାର ଖୁବ ଚର୍ଚ୍ଚାରେ ରହିଛନ୍ତି।
Special Report
କାରଣ କୁହା ଯାଉଛି କି ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ତେବେ ଆପଣ ମାନେ ଜାଣିଥିବେ କି ଅମ୍ବାନୀ ପରିବାର ନିକଟରେ ଏତେ ମାତ୍ରାରେ ଧନ ଅଛି ଯେ ସେ ଯେତେବେଳେ ଯାହା ଚାହିଁବେ ତାହା ସେ କିଣି ପାରିବେ।
ଆପଣ ମାନେ ଏହା ଜାଣିଥିବେ କି ମୁକେଶ ଅମ୍ବାନୀ ଙ୍କ ଏକ ଭାଇ ମଧ୍ଯ ଅଛନ୍ତି ଯାହାର ନାମ ହେଉଛି ଅନିଲ ଅମ୍ବାନୀ।ମୁକେଶ ଅମ୍ବାନୀଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ସମ୍ପର୍କରେ ଏକ ଖବର ଆସିଛି।
ଯାହା ପରେ ଅନିଲ ଅମ୍ବାନୀ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବଂ ଅନିଲ ଅମ୍ବାନୀ ସହିତ ତାଙ୍କ ପରିବାର ଲୋକମାନେ ମଧ୍ୟ ସେଠାରେ ଅଛନ୍ତି। ଅନିଲ ଅମ୍ବାନୀଙ୍କ ଏଭଳି କଷ୍ଟ ସମୟରେ ମଧ୍ୟ ତାଙ୍କ ବଡ଼ ଭାଇ ମୁକେଶ ଅମ୍ବାନୀ ମଧ୍ୟ ତାଙ୍କ ସହ ନାହାଁନ୍ତି।
ଅନିଲ ଅମ୍ବାନୀଙ୍କ ଅନ୍ୟ ଏକ କମ୍ପାନୀ ବିଡ୍ କରିବାକୁ ଯାଉଛି ଯାହାକୁ କେବଳ ଭାରତ ସରକାର କିଣି ପାରିବେ। ଗତ କିଛି ବର୍ଷ ମଧ୍ୟରେ ଅନିଲ ଅମ୍ବାନୀ ସବୁକିଛି ହରାଇଛନ୍ତି କିନ୍ତୁ ତାଙ୍କ ବଡ ଭାଇ ମୁକେଶ ଅମ୍ବାନୀ ଏହି କଷ୍ଟ ସମୟରେ ସାହାଯ୍ୟ କରିନାହାଁନ୍ତି।
Special Report
ଅନିଲ ଅମ୍ବାନୀଙ୍କ ଏହି କମ୍ପାନୀର ନାମ ହେଉଛି ରିଲାଏନ୍ସ ପାୱାର ଯାହା ଅନିଲ ଅମ୍ବାନୀଙ୍କୁ ବିକ୍ରି କରିବାକୁ ପଡିବ। ଏଥିପାଇଁ ଅନିଲ ଅମ୍ବାନୀ ଙ୍କ ପରିବାର ରେ ଏବେ ଦୁଃଖର ମାହୋଲ ଚାଲିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି।
ନିଜ ସାନ ଭାଇର ଅସୁବିଧା ସମୟରେ ବଡ଼ ଭାଇ ମୁକେଶ ଅମ୍ବାନୀ ଛିଡ଼ା ହୋଇ ନାହାଁନ୍ତି ବୋଲି ମୁକେଶ ଅମ୍ବାନୀ ଙ୍କୁ ଲୋକ ମାନେ ଅନେକ କଥା କହିଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement