Dec 24, 2023, 12:40 IST

ଅମ୍ବାନୀ କୋଟିପତି ହୋଇକରି ବି ଶେଷ ରେ ଏବେ ବି ଦୁଃଖିତ , ମୋ ବାପା ଙ୍କୁ ପୁରୁଣା ଗାଡ଼ି ମୁଁ କିଣି ପାରିଲିନି, ଧିକ୍ ମୋ ଜୀବନ...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ସାରା ଭାରତ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ସେ ହେଉଛନ୍ତି ଭାରତ ର ଏକ ନମ୍ବର ଧନୀ।
ଯିଏ କି ଖୁବ୍ କମ୍ ସମୟ ମଧ୍ୟରେ ଏତେ ବଡ ପଦବୀ ହାସଲ କରିଛନ୍ତି।ଆଜି ତାଙ୍କୁ କିଏ ବା ଜାଣି ନାହାନ୍ତି।ଲୋକ ମାନେ ତାଙ୍କୁ ଭଲ ପାଆନ୍ତି ଓ ତାଙ୍କ ପ୍ରତି ସମ୍ମାନ ଦେଖାଇ ଥାଆନ୍ତି।ତାଙ୍କ ବ୍ୟବହାର ମଧ୍ୟ ଲୋକ ଙ୍କ ପ୍ରତି ବହୁତ ଭଲ।
ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ତାଙ୍କୁ ଅଧିକ ଦାମୀ ଓ ନୂଆ ଡିଜାଇନ୍ ର କାର ପାଖରେ ରଖିବାକୁ ବହୁତ ଭଲ ଲାଗେ।ଏବେ ତାଙ୍କ ପାଖରେ ଅନେକ ଗୁଡ଼ିଏ କାର ରହିଛି।ସେ ନିଜ କାର ଗୁଡ଼ିକୁ ବହୁତ ଯତ୍ନ କରନ୍ତି।ସେଥିପାଇଁ ସେ ତାଙ୍କ ଘରେ ଗୋଟିଏ ବଡ ଗ୍ୟାରେଜ କରି ଦେଇଛନ୍ତି।
Special Report
ସେହି ଗ୍ୟାରେଜ ଭିତରେ ଅନେକ ଦାମୀ ଦାମୀ କାର ରହିଛି।ହେଲେ ଆପଣ ମାନେ ଜାଣିଛନ୍ତି କି ମୁକେଶ ଅମ୍ବାନୀ ଙ୍କ ପାଖରେ ଏବେ ତାଙ୍କ ବାପା ଚଳାଉ ଥିବା ଗାଡ଼ି ଟି ନାହିଁ।ତାଙ୍କ ବାପା ହେଉଛନ୍ତି ଧିରୁ ଭାଇ ଅମ୍ବାନୀ।
ସେ ଚଳାଉ ଥିବା କାର ଟି ଏବେ ଅନ୍ୟ ଜଣେ ବ୍ୟକ୍ତି ଙ୍କ ପାଖରେ ରହିଛି।ତାହାକୁ ମୁକେଶ ଅମ୍ବାନୀ ମଧ୍ୟ ନିଜ ପାଖକୁ ଆଣି ନାହାନ୍ତି।ସେହି ବ୍ୟକ୍ତି ଜଣକ ହେଉଛନ୍ତି ମାଲାୟଲମ୍ ଫିଲ୍ମ ର ପ୍ରସିଦ୍ଧ ଅଭିନେତା ମୋହନ ଲାଲ।
ଯିଏ କି ଏବେ ସେହି କାର କୁ ରଖିଛନ୍ତି।ଏହି ଗାଡ଼ି ଟି ବହୁତ ପୁରୁଣା ହୋଇ ଯାଇଥିଲା।ସେଥିପାଇଁ ମୋହନ ଲାଲ ଏହି ଗାଡ଼ି କୁ ଆଉ ଥରେ ଭଲ ସେ ସଜାଡି ଦେଇଛନ୍ତି।ହେଲେ ଏହି ଗାଡ଼ି ଟି ତାଙ୍କ ପାଖକୁ ଆସିଲା କିପରି।
ଆମେ ଏ କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଗାଡ଼ି ଟି ମୋହନ ଲାଲ ଙ୍କ ଶ୍ୱଶୁର ବାଲାଜୀ କିଣି ଥିଲେ।ସେ ଏହାକୁ ମୋହନ ଲାଲ ଙ୍କୁ ଦେଇ ଦେଇ ଥିଲେ। ଯାହାକି ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଛି।ସେ ଏହି ଗାଡ଼ି ର ଖୁବ୍ ଯତ୍ନ ନିଅନ୍ତି।
ଯେଉଁ ସମୟ ରେ ଏହି ଗାଡ଼ି ଟି ବିକ୍ରୀ ହୋଇ ଥିଲା।ସେ ସମୟ ରେ ଲୋକ ମାନେ ଏହାକୁ ଖୁବ୍ ପସନ୍ଦ କରୁଥିଲେ।ହେଲେ ଏବେ ଏହି ଗାଡ଼ି କୁ କେହି ପସନ୍ଦ କରୁ ନାହାନ୍ତି।

Advertisement