Updated: Jan 24, 2024, 08:35 IST

ଅମ୍ବାନୀ ଆଦାନୀଙ୍କୁ ପଛରେ ପକାଇଲେ ଏହି ବ୍ୟକ୍ତି ଦେଖନ୍ତୁ ଦେଲେ ଏତେ ଦାନ ସାରା ଭାରତ ଆଶ୍ଚର୍ୟ୍ଯ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ରକ ମନ୍ଦିରକୁ ନେଇ ଅନେକ ଖବର ଆସୁଛି । ଆଉ ଏହି ଖବର ବିଷୟରେ ଆପଣମାନେ ସମସ୍ତେ ଜାଣିପାରିବେ ।
Special report
୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇ ସାରିଛି । ଆଉ ଏବେ କଥା ଆସୁଛି କି କିଏ କେତେ ଟଙ୍କା ବା କଣ ସବୁ ପ୍ରଭୁ ରାମଙ୍କୁ ଦେଇଛନ୍ତି । ମଝିରେ କିଛିଦିନ ହେବ ମୁରାଲୀ ବାବାଙ୍କ କଥା ଆସୁଥିଲା ।
ସେ ୧୧ କୋଟିରୁ ଅଧିକ ଟଙ୍କା ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାସହ ଅମ୍ବାନୀ ଆଉ ଆଦାନୀଙ୍କ କଥା ଆସିଥିଲା । ଅନେକ ଲୋକ ଅନେକ ଟଙ୍କା ବା ସୁନା ଆଦି ଭଗବାନଙ୍କ ପାଇଁ ଦାନ କରିଛନ୍ତି । ଅନେକ ଶ୍ରଦ୍ଧାଳୁ ଅନେକ ଟଙ୍କା କି ଅନ୍ୟାନ୍ୟ ଜିନିଷ ଦାନ କରିଛନ୍ତି ।
Special report
କୋଟି କୋଟି ଟଙ୍କା ଦାନ କରିଛନ୍ତି ଶ୍ରଦ୍ଧାଳୁ । ରାମ ଭକ୍ତଙ୍କ ଦାନ ଅର୍ଥରେ ଏହି ମନ୍ଦିର ତିଆରି ହୋଇଛି । ଏବେ ଏଭଳି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯିଏ କି ଅଧିକ ଟଙ୍କା ଦାନ ଦେଇଛନ୍ତି । 
ବିଶ୍ବର ଧନୀ ତାଲିକାରେ ଅନେକ ଲୋକ ଅଛନ୍ତି ଆଉ ସେମାନଙ୍କ ନାଁ ଏବେ ଏହି ବ୍ୟକ୍ତି ଜଣକ ପଛରେ ପକାଇଛନ୍ତି । ଏହି ବ୍ୟକ୍ତି ଜଣକ ୧୦୧ କେଜି ସୁନା ଦାନ ଦେଇଛନ୍ତି ।
Special report
ସୂଚନା ଅନୁସାରେ ସୁରଟର ହୀରା ବେପାରୀ ଦିଲୀପ କୁମାର ନିଲାକ୍ଷୀ ଏବଂ ତାଙ୍କ ପରିବାର ଅଯୋଧ୍ୟାର ରାମ ମନ୍ଦିର ପାଇଁ ସବୁଠାରୁ ଅଧିକ ଦାନ କରିଛନ୍ତି । ବର୍ତ୍ତମାନ ସୁନାର ଦର ବହୁତ ଅଧିକ ରହିଛି । ସୁନାର ଦର ଆପଣମାନେ ସମସ୍ତେ ତ ଜାଣିଥିବେ । ଏହା ବହୁତ ମୂଲ୍ୟବାନ ଅଟେ । 
୧୦ ଗ୍ରାମ ସୁନା ଦର ୬୮ ହଜାର ଟଙ୍କା ଅଛି । ଆଉ ଏହି ମହଙ୍ଗା ବଜାରରେ ଏହି ବ୍ୟକ୍ତି ଜଣକ ୧୦୧ କେଜି ସୁନା ଭଗବାନ ରାମଙ୍କୁ ଦାନ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୬୮ କୋଟି ଟଙ୍କା ହେବ । ଆପଣମାନେ ଶୁଣିଥିବେ କି ଅଯୋଧ୍ୟା ରାମ ମନ୍ଦିରରେ ସୁନାର କବାଟ ଲାଗିଛି ।
ଆଉ ଏହି ବ୍ୟକ୍ତି ଜଣକ ଦେଇଥିବା ସୁନାରେ ଏହା ତିଆରି ହୋଇଛି। ଏହାସହ ଅନେକ କିଛି ମଧ୍ୟ ତିଆରି ହୋଇଛି । ତ୍ରିଶୂଳ, ଡମ୍ବରୁ ଆଦି ଅନେକ ଜିନିଷ ସୁନାରେ ତିଆରି କରାଯାଇଛି । ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisement