Dec 18, 2023, 09:59 IST

ଆଲ୍ଲୁ ଅର୍ଜୁନ ଙ୍କ ଠାରୁ ବଲିଉଡ୍ ହିରୋ ଙ୍କୁ କିଛି ଶିଖିବା ଉଚିତ୍, ୧୦ କୋଟି ର ଗୁଟଖା ଅଫର୍ କୁ ଆଡେଇ ଦେଲେ ଅଲ୍ଲୁ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଦ ଓ ଗୁଟକା ପାଇଁ ୧୦ କୋଟି ର ବିଜ୍ଞାପନ ଅଫର୍ ମିଳିଥିଲା। ଆଉ ଏହି ଅଫର୍ କୁ ମନା କରିଥିଲେ ଅଲ୍ଲୁ ଅର୍ଜୁନ। ନିଜ ଫ୍ୟାନ ମାନଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଛନ୍ତି ଅଭିନେତା।
Special Report
ଅଲ୍ଲୁ ଅର୍ଜୁନ ଙ୍କୁ ନେଇ ଏବେ ଚାରିଆଡ଼େ ମଧ୍ଯ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ରିଲ ନୁହେଁ ବରଂ ସେ ରୀୟଲ ଲାଇଫ ରେ ମଧ୍ଯ ସେ ଲୋକ ମାନଙ୍କ ହୃଦୟକୁ କିଣି ନେଇଛନ୍ତି। ନିକଟରେ ଏକ ବଡ଼ ମଦ ଓ ଗୁଟକା କମ୍ପାନୀ ର,
ବ୍ରାଣ୍ଡ ଆମ୍ବାସେଡର୍ ହେବା ପାଇଁ ତାଙ୍କୁ ଏକ ବଡ଼ ଅଫର ମଧ୍ୟ ମିଳିଥିଲା। ମାତ୍ର ଏହାକୁ ସଫା ସଫା ଅଭିନେତା ଅଲ୍ଲୁ ଅର୍ଜୁନ ମନା କରି ଦେଇଛନ୍ତି। ନିଜେ ମଦ ଓ ଗୁଟକା ସେବନ କରୁ ନଥିବା ବେଳେ
ସେଥିପାଇଁ ସେ ତାଙ୍କ ଫ୍ୟାନ ଙ୍କୁ ମଧ୍ଯ ଏଥିପାଇଁ ପ୍ରବର୍ତାଇବା ମୁଡ୍ ରେ ନାହାଁନ୍ତି। ଏଥିପାଇଁ ସେ ଦଶ କୋଟି ଟଙ୍କାର ଅଫର୍ କୁ ମଧ୍ଯ ବାରଣ କରି ଦେଇଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
Special Report
ଅଲ୍ଲୁ ଅର୍ଜୁନ ଫିଲ୍ମ୍ ପୁଷ୍ପା ବକ୍ସ ଅଫିସରେ ଖୁବ ଧମାକା କରିଥିଲା। ଆଉ ତାର ସଫଳତା କୁ ଦେଖିବା ପରେ ଏବେ ପୁଷ୍ପା ୨ ର ସୁଟିଂ ମଧ୍ଯ ଆରମ୍ଭ ହୋଇ ସାରିଛି। ଏହି ଫିଲ୍ମ୍ ମଧ୍ଯ ବକ୍ସ ଅଫିସରେ ସୁପରହିଟ ହେବ ବୋଲି ଏବେ ଏଥିପାଇଁ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତାଙ୍କ ଫିଲ୍ମ ରେ ଏକ ବ୍ରାଣ୍ଡ ର ପ୍ରମୋଶନ କରିବା ପାଇଁ ଅଫର୍ ଦିଆ ଯାଇଥିଲା। ଆଉ ତାହା ଥିଲା ଏକ ମଦ ଓ ଗୁଟକା ବ୍ରାଣ୍ଡ ଯାହାକୁ ସେ ମନା କରି ଦେଇଥିଲେ।
ଆଉ ଏହାକୁ ମନା କରିବା ପରେ ଅଲ୍ଲୁ ଅର୍ଜୁନ ଏବେ ଖୁବ୍ ଚର୍ଚ୍ଚା ରେ ରହିଛନ୍ତି। ତାଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଏବେ ସୋସିଆଲ ମିଡ଼ିଆରେ ଚାରିଆଡ଼େ ଅଲ୍ଲୁ ଅର୍ଜୁନ ଙ୍କୁ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି। ତେବେ ଏହା ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement