Updated: Apr 28, 2024, 15:42 IST

କିଛି ରହିଲାନି ଅଲ୍କାନ୍ତ ପରିଶ୍ରମର ମୂଲ୍ୟ ଦେଖନ୍ତୁ ମିଟୁ ମିଥୁନଙ୍କୁ ଚିହ୍ନିପାରିଲେନି ଅଲୁ ଅର୍ଜୁନ - Exclusive Puspa 2

Hy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଜଗତକୁ ନେଇ ଆସୁଥିବା ଖବର ସମ୍ପର୍କରେ ଜାଣି ପାରୁଛନ୍ତି । ଆପଣମାନେ ଓଲିଉଡ ଜଗତର ଅଭିନେତା ମିଟୁ ମିଥୁନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଥିଲେ ବୋଲି ଜଣା ପଡିଥିଲା ।
Yu
ଏହି ଅଭିନେତା ପୁଷ୍ପା ୨ରେ ଅଭିନୟ କରିଥିଲେ ଆଉ ଏହାକୁ ନେଇ ସେ ବହୁତ ଖୁସିରେ ଥିଲେ । କିନ୍ତୁ ଏବେ ତାଙ୍କର ସିନ କାଟି ଦିଆଯାଇଛି ବୋଲି ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରୁ କେହି କଲ୍ କରି କହିଥିଲେ ।
ଆଉ ଏହି କଥା ତ ଆପଣମାନେ ସମସ୍ତେ ଶୁଣିଥିବେ । ଆଉ ଜଣେ ଓଡ଼ିଆ ଅଭିନେତା ମଧ୍ୟ ପୁଷ୍ପା ୨ରେ ଫିଲ୍ମ୍ କରିଥିଲେ । ଏହି ଅଭିନେତା ଜଣକ ହେଉଛନ୍ତି ମାନସ । ମିଟୁ ମିଥୁନ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଦୂର ସେଲୁନକୁ ଯାଇ ଚୁଟି କାଟିଥିଲେ । 
ଅଭିନେତା ମିଟୁ ମିଥୁନ ଏବେ ମର୍ମାହତ ହୋଇ ପଡିଛନ୍ତି । ତାଙ୍କ ସିନ ପୁଷ୍ପା ୨ ଫିଲ୍ମର କାଟି ଦିଆଯାଇଛି । ସେ ପୁଷ୍ପା ୨ ପାଇଁ ଅନେକ ପରିଶ୍ରମ କରିଥିଲେ । ଆଉ ସେ ପାହାଡ ଚଢିଥିଲେ । ମାଲକାନଗିରି ଜିଲ୍ଲାରେ ପୁଷ୍ପା ୨ ଫିଲ୍ମର ସୁଟିଂ ହେଉଥିଲା ।
Gh
ଅଭିନେତା ଆଲ୍ଲୁ ଅର୍ଜୁନ ଯେତେବେଳେ ଚନ୍ଦନ କାଠ ଚୋରି କରିଥିଲେ ସେତେବେଳେ ସେଠାରେ ପହଞ୍ଚି ଯାଇଥିଲେ ମିଟୁ ମିଥୁନ ଆଉ ସେ ଏକ ସୁନ୍ଦର ଡାଇଲଗ ବି କହିଥିଲେ । ଏହାକୁ ନେଇ ସେ ଖୁସିରେ ଥିଲେ ଏବଂ ତାଙ୍କର ଫ୍ୟାନ୍ସମାନେ ଏହାକୁ ନେଇ ଖୁସିଥିଲେ ।
କିନ୍ତୁ ହୁଏତ ତାଙ୍କର ଅଭିନୟ ଆଉ ଦେଖିବାକୁ ମିଳିବ ନାହିଁ ଏହି ଫିଲ୍ମରେ । ଅଭିନେତା ଆଲ୍ଲୁ ଅର୍ଜୁନ ଅଭିନେତା ମିଟୁ ମିଥୁନଙ୍କ ୨୫ ବର୍ଷର ଅଭିନୟକୁ ଚିହ୍ନି ପାରିଲେ ନାହିଁ । ଆଉ ଏବେ ମିଟୁ ମିଥୁନଙ୍କୁ କିଛି କଥା କହିଛନ୍ତି ଅଭିନେତା ମାନସ । 
ଆଉ ଏହି ଅଭିନେତା ଜଣକ ଅନେକ କଥା କହିବା ସହ ଆଉ କିଛି କହିଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଅଭିନେତା ମିଟୁ ମିଥୁନ ଏନେଇ ବହୁତ ଦୁଃଖରେ ଅଛନ୍ତି । ଅଭିନେତା ମିଟୁ ମିଥୁନ ତେଲୁଗୁ ଅଭିନେତା ରାମଚରଣଙ୍କ ସହିତ ଫିଲ୍ମ୍ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି ।

Advertisement