ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବଡ଼ ଖବର ଆସି ପହଞ୍ଚିଛି କି ଭାରତୀୟ ଜନତା ପାର୍ଟି ର ନେତା ବୈଜୟନ୍ତ ପଣ୍ଡା ଙ୍କୁ ମିଳିଛି ହ-ତ୍ୟା ଧମକ। ଆଉ ତାଙ୍କୁ ମଧ୍ଯ ଫୋନ କଲ୍ ଦ୍ବାରା ଏହି ଧମକ ମିଳିଥିବା
ସେ ପୋଲିସ୍ ରେ ଅଭିଯୋଗ କରିଛନ୍ତି। ଏକ ଫୋନ କଲ କୁ ବୈଜୟନ୍ତ ରିଶିଭ କରିଥିବା ବେଳେ କଲର ଜଣକ କହିଥିଲେ କି ନବ ଦାସ୍ ଙ୍କ ଭଳି ମଧ୍ୟ ବୈଜୟନ୍ତ ସମାନ ଦଶା ଭୋଗିବେ ବୋଲି ସେ କହିଥିଲେ।
ଏନେଇ ବୈଜୟନ୍ତ ପଣ୍ଡା ଦିଲ୍ଲୀ ପୋଲିସ ନିକଟରେ ଏକ ଏତଲା ଦାୟର କରିଛନ୍ତି। ଏହା ଏକ ସତ ଫୋନ କଲ୍ କି ପ୍ରାଙ୍କ କଲ୍ ଥିଲା ତାହା ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ।
ଏନେଇ ମଧ୍ୟ ଦିଲ୍ଲୀ ପୋଲିସ ତଦନ୍ତ କରିଛନ୍ତି ବୋଲି ବୈଜୟନ୍ତ ଙ୍କ ପକ୍ଷରୁ ଏହା ସୁଚନା ମିଳିଛି। ଏହା ନିଶ୍ଚିତ ଭାବରେ ଏକ ବଡ଼ ଖବର ସତ ଆଶ୍ଚର୍ଯ୍ୟ ଚକିତ କରୁଥିବା ଖବର ମଧ୍ୟ ଅଟେ। ଭାରତୀୟ ଜନତା ପାର୍ଟୀ ର ସେ ହେଉଛନ୍ତି ଉପ ସଭାପତି।
ଆଉ ତାଙ୍କୁ ଏବେ ଏଭଳି ଫୋନ କଲ୍ ଆସିବା ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତାଙ୍କର ସହଯୋଗୀ ଏହି କଲ୍ କୁ ରିଶିଭ୍ କରିଥିଲେ। ହେଲେ ଏହି କଲ୍ ସମ୍ପର୍କରେ କୌଣସି ବି ତଥ୍ୟ ଜଣା ପଡି ନଥିଲା।
ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି କି ବାସ୍ତବରେ ଏହି ଫୋନ କଲ୍ କିଏ କରିଛି। ଏହି ସଂପର୍କରେ ଏବେ ସାରା ରାଜ୍ୟରେ ଖୁବ ଚର୍ଚ୍ଚା ହେବା ସହ ବୈଜୟନ୍ତ ପଣ୍ଡା ଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କୁହା ଯାଇଛି।
କାରଣ କଲ୍ ଯୋଗେଁ ହିଁ ତାଙ୍କୁ ହ-ତ୍ୟା ଧମକ ମିଳିଛି ଏଭଳି ପୁର୍ବରୁ କେବେ ହେଲେ ମଧ୍ୟ ହୋଇ ନଥିଲା। ଏହା ନିଶ୍ଚିତ ଭାବରେ ଏକ ଚିନ୍ତା ଜନଜ ବିଷୟ ଅଟେ କାରଣ ସେ ଏବେ ରାଷ୍ଟ୍ରୀୟ ସଭାପତି ଥିବା ବେଳେ
ତାଙ୍କର ଜୀବନ ପ୍ରତି ଆସିଥିବା ଏହି ବିପଦ ଏବେ ସମସ୍ତଙ୍କ ଚିନ୍ତା କୁ ବଢାଇ ଦେଇଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।