Updated: Feb 16, 2024, 10:00 IST

ଆଖି ଛଳଛଳ କରି ଶେଷରେ ବାପା ଙ୍କୁ ଅନ୍ତିମ ବିଦାୟ ଦେଲେ ଅନୁଭବ : ବାପା ତୁମକୁ ବହୁତ୍ ଭଲ ପାଏ

Special report

ନମସ୍କାର ପାଠକ ବନ୍ଧୁ।ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତି ଙ୍କ ବାପା ଅଭୟ ମହାନ୍ତି।ଦୀର୍ଘ ଦିନ ଧରି ରୋଗ ସହ ଲଢ଼ି ଲଢି ଶେଷ ରେ ପ୍ରାଣ ହରାଇଛନ୍ତି ଅନୁଭବ ଙ୍କ ବାପା।ଯେ କେହି ଏ କଥା ଶୁଣିଛି ଆଖିରୁ ଲୁହ ଆସି ଯାଉଛି।
Special report
ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଅନୁଭବ ମହାନ୍ତି ଓ ତାଙ୍କ ବାପା।ମୃ-ତ୍ୟୁ ବେଳେ ତାଙ୍କ ବାପା ଙ୍କୁ ୭୫ବର୍ଷ ହୋଇ ଥିଲା।ଅନୁଭବ ମହାନ୍ତି ଗତ କିଛି ଦିନ ହେବ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ ପତ୍ର ନେଇ ଚିନ୍ତା ରେ ରହୁଥିଲେ।ଏହି ବର୍ଷ ତାଙ୍କୁ ଛାଡ ପତ୍ର ମିଳି ଯାଇ ଥିଲା।
ଏଥିପାଇଁ ସେ ବହୁତ ଖୁସି ଥିଲେ।ହେଲେ ହଟାତ ତାଙ୍କ ଉପରେ ଏତେ ବଡ ଦୁଃଖ ଆସି ଗଲା।ତାଙ୍କ ବାପା ତାଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି।ଅନୁଭବ ତାଙ୍କ ବାପା ଙ୍କୁ ଖୁବ୍ ଭଲ ପାଉ ଥିଲେ।ଟିକେ ସମୟ ମିଳିଲେ ସେ ବାପା ଙ୍କ ସେବା ରେ ଲାଗି ଯାଉ ଥିଲେ।
ତାଙ୍କୁ ଖାଦ୍ୟ ଖୁଆଇ ଦେବା ସହିତ ତାଙ୍କ ଗୋଡ ମୋଡି ଦେଉ ଥିଲେ।ହେଲେ ହଟାତ ବାପା ଙ୍କ ର ଏମିତି ବିୟୋଗ ରେ ଆଖି ଛଳ ଛଳ ହୋଇ ଯାଉଚି ଅନୁଭବ ମହାନ୍ତି ଙ୍କ ର।ବିଶ୍ଵାସ ହେଉ ନ ଥିଲେ ମଧ୍ୟ ସତ।ନିଜ ବାପା ଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଅନୁଭବ ମହାନ୍ତି।
Special report
ରାମ ନାମ ସତ୍ୟ ହେ ହରି ରାମ ସତ୍ୟ ହେ ଶବ୍ଦ ରେ ଫାଟି ପଡ଼ୁଚି ପୁରା କଟକ ସହର।ଗତ କାଲି ଅନୁଭବ ମହାନ୍ତି ଙ୍କ ବାପା ଙ୍କ ବି-ୟୋ-ଗ ହୋଇ ଯାଇଛି।ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ସେଠାରେ ପହଞ୍ଚି ଯାଇଛନ୍ତି ଓଲିଉଡ ର ଅନେକ କଳାକାର ମାନେ।
ଏହି ସମୟ ରେ ସାଂସଦ ଅନୁଭବ ମହାନ୍ତି ନିଜ କୋହ କୁ ସମ୍ଭାଳି ପାରି ନ ଥିଲେ।ଭୋ ଭୋ କରି କାନ୍ଦି ପକାଇ ଥିଲେ।ତାଙ୍କ କାନ୍ଦ କୁ ଦେଖି ସମସ୍ତେ କାନ୍ଦି ପକାଇ ଥିଲେ।ଅନେକ ଦିନ ଧରି ସେ ରୋଗ ରେ ପୀଡ଼ିତ ଥିଲେ।ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କ ମୃ-ତ୍ୟୁ ହୋଇ ଯାଇଚି।
ଯାହାକୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା।ଅଭୟ ମହାନ୍ତି ଙ୍କ ଦୁଇଟି ପୁଅ ରହିଛି।ବଡ ପୁଅ ଅନୁଭବ ମହାନ୍ତି ଓ ସାନ ପୁଅ ଅନୁପ୍ରାସ ମହାନ୍ତି।ଶେଷ ରେ ଅଭୟ ମହାନ୍ତି ଙ୍କ ଶେଷ କୃତ୍ୟ ସତୀ ଚଉରା ଠାରେ କରା ଯାଇଚି।
ଆଖି ରେ ସମସ୍ତ ଙ୍କ ଲୁହ ଭରି ରହିଛି।ସମସ୍ତେ କହୁଛନ୍ତି କି ଅଭୟ ମହାନ୍ତି ଙ୍କ ଭଳି ଭଲ ମଣିଷ ଆଉ ମିଳିବେ ନାହିଁ।ସେ ତାଙ୍କ ପିଲା ମାନଙ୍କୁ ଭଲ ଶିକ୍ଷା ଦେଇଛନ୍ତି।ତାଙ୍କ ମୃ-ତ୍ୟୁ ରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

Advertisement