Updated: Feb 16, 2024, 09:58 IST

ଅଯୋଧ୍ୟା ରୁ ଫେରି ନିଜ ଘରେ ରାମ ମନ୍ଦିର କରି ଦେଖେଇ ହେଲେ ଅମିତାଭ : ମୁ ଭାଗ୍ୟବାନ , ମୋ ଘରେ ରାମ ଅଛନ୍ତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ୍ ଜଗତର ଜଣେ ସୁପରଷ୍ଟାର।ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି
Special report
ଏବଂ ସମସ୍ତେ ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରନ୍ତି। ତାଙ୍କର ଚଳଚିତ୍ର ସମ୍ପର୍କରେ ଗଣ ମାଧ୍ୟମରେ ଖୁବ୍ ଆଲୋଚନା କରାଯାଇ ଥାଏ। ହେଲେ ଏବେ କୁହା ଯାଉଛି କି ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି।
କାରଣ ନିକଟରେ ଏହା ଦେଖିବାକୁ ମିଳିଛି ଅମିତାଭ ବଚ୍ଚନ ଙ୍କ ଘରର ମନ୍ଦୀର ଦେଖିବାକୁ ଖୁବ୍ ସୁନ୍ଦର ଅଟେ। ଏହାକୁ ଯେ କେହି ମଧ୍ୟ ଦେଖୁଛି ତାର ଆଖି ଲାଖି ରହୁଛି।
ଆଜି ଆମେ ଆପଣଙ୍କୁ ସେହି ସମ୍ପର୍କରେ କହିବାକୁ ଯାଉଛୁ।ଅମିତାଭ ବଚ୍ଚନ ପ୍ରତିଦିନ ଏହି ମନ୍ଦିରରେ ପୂଜା କରନ୍ତି |ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି।ଏହାକୁ ଦେଖି ଲୋକମାନେ ଏହା ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି।
Special report
ତାଙ୍କ ଘରେ ଥିବା ମନ୍ଦିର ବହୁତ ସୁନ୍ଦର, ଯେଉଁଥିପାଇଁ ସମସ୍ତେ ତାଙ୍କ ମନ୍ଦିର ଦେଖିବା ପରେ ତାଙ୍କୁ ପ୍ରଶଂସା କରିବା ବନ୍ଦ କରି ପାରି ନାହାଁନ୍ତି। ଏହି ମନ୍ଦିରରେ ମହାଦେବ ଶିବ ଙ୍କୁ ପୁଜା କରାଯାଉଅଛି।
ଆଉ ଅନେକ ଦେବା ଦେବୀ ମାନଙ୍କୁ ମଧ୍ୟ ପୂଜା କରାଯାଉଛି। ସେ ତାଙ୍କ ମନ୍ଦୀର ରେ ପ୍ରତ୍ୟେକ ଦିନ ରାମ, ଲକ୍ଷ୍ମଣ ଓ ସୀତା ଙ୍କୁ ପୂଜା କରୁଥିବା କଥା କୁହାଯାଏ। ଏଥି ସହ ତାଙ୍କ ମନ୍ଦୀର ଖୁବ୍ ସୁନ୍ଦର୍ ସଜା ଯାଇଛି।
ତାଙ୍କ ମନ୍ଦିରରେ ସୁବର୍ଣ୍ଣ ରଙ୍ଗର ଘଣ୍ଟି ଲାଗିଛି। ଯାହା ଦେଖିବାକୁ ଖୁବ ସୁନ୍ଦର୍ ମଧ୍ୟ ଦେଖା ଯାଉଛି। ସେ ତାଙ୍କର ମନ୍ଦିର କୁ ଖୁବ୍ ସୁନ୍ଦର ଭାବରେ ସଜାଇଛନ୍ତି। ଏହି ମନ୍ଦିର ର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଅନେକ ଲୋକ ମାନେ ଏହାକୁ ଦେଖି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଏହି ମନ୍ଦିର ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement