Jan 14, 2024, 11:34 IST

ଆଜି ସନ୍ଧ୍ୟା ପରଠୁ ଓଡ଼ିଶା ରେ ଆସିବ ଭୀଷଣ ବର୍ଷା, ୧୪୦ କିମି ବେଗରେ ରେ ବହିପାରେ ପବନ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପୂର୍ବ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପାଗ ଶୁଷ୍କ ରହିଥିଲା। ରାତିରେ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ମଧ୍ୟ ହ୍ରାସ ଘଟିଛି।
Special Report
ଏଭଳି କି ଏହି କିଛିଦିନ ହେବ କୁହୁଡି ମଧ୍ୟ ଲାଗି ରହିଛି। ରାଉରକେଲା, ସୁନ୍ଦରଗଡ଼, ମୟୂରଭଞ୍ଜ , କେନ୍ଦୁଝର ରେ ୧୦ ଡିଗ୍ରୀ ସେଲସିୟସ ରହିଛି। ହିଲ୍ ପଏଣ୍ଟ କୋରାପୁଟ ରେ ୯ ଡିଗ୍ରୀ ସେଲସିୟସ ରହିଛି।
ଭୁବନେଶ୍ୱର ର ୧୫.୫ ଡିଗ୍ରୀ ସେଲସିୟସ ରହିଛି। ଆଗକୁ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ସବୁ ଜିଲ୍ଲା ମାନଙ୍କରେ ଏଭଳି ହିଁ ପାଣିପାଗ ରହିବାକୁ ଯାଉଛି।୧୭ ,୧୮ ଓ ୧୯ ତାରିଖରେ ଗୋଟେ ଦୁଇଟା ସ୍ଥାନ ମାନଙ୍କରେ ହାଲୁକା
ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଭଳି କି ଆଗକୁ ଖୁବ୍ କୁହୁଡି ମଧ୍ୟ ହେବାକୁ ଯାଉଛି। କନ୍ଧମାଳ , କଳାହାଣ୍ଡି , ନୟାଗଡ଼ ,କୋରାପୁଟ , ସୁନ୍ଦରଗଡ଼ , କେନ୍ଦୁଝର,ମୟୂରଭଞ୍ଜ ଅନୁଗୁଳ,କଟକ ଏହି ସ୍ଥାନ ମାନଙ୍କରେ ମଧ୍ୟ କୁହୁଡି ପାଗ ରହିଛି।
Special Report
ଭୁବନେଶ୍ବରରେ ମଧ୍ୟ ସେହି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ର ଆଖ ପାଖ ହିଁ ରହିବ। ଏଭଳି କି କୁହୁଡି ମଧ୍ୟ ହେବାରେ ସମ୍ଭାବନା ରହିଛି।
ଆପଣ ମାନେ ଜାଣିଥିବେ କି ଏହି ପାଣିପାଗ କୁ ନେଇ ଲୋକମାନେ ଖୁବ ଚିନ୍ତିତ ଥାନ୍ତି। କାରଣ ଯେହେତୁ ଏହା ଚାଷ ଉତ୍ପାଦନର ସମୟ ସେଥିପାଇଁ ପାଣିପାଗ କଣ ହେବ କଣ ନାହିଁ ଏନେଇ ଲୋକମାନେ ଖୁବ୍ ଚିନ୍ତାରେ ରହି ଥାଆନ୍ତି।
ଚାଷୀ ମାନେ ମଧ୍ୟ ଏହି ପାଣିପାଗ ପ୍ରତି ଖୁବ ସଜାଗ ରହି ଥାଆନ୍ତି। ପ୍ରତି ସମୟରେ ସେ ପାଣିପାଗ ସମ୍ପର୍କରେ ଜାଣିବାକୁ ଚାହିଁ ଥାଆନ୍ତି। ଏବେ ପାଣିପାଗ ବିଭାଗ ତରଫରୁ ଯାହା ସୁଚନା ମିଳିଛି କି ଚାଷ ପ୍ରତି ଏବେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି।
ଆଉ ଏହା ଚାଷୀ ମାନଙ୍କୁ ଅସ୍ଵସ୍ଥି ପ୍ରଦାନ କରିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement