ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କାହିଁକି ବିବାହ କରି ନଥିଲେ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି। ସବୁବେଳେ ଧଳା ଶାଢ଼ୀ ପିନ୍ଧି ଥାଆନ୍ତି ମମତା ବାନାର୍ଜୀ।
ଦେଶରେ ଏବେ ଏକ ଭିନ୍ନ ପ୍ରକାରର ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ବଙ୍ଗରେ ମଧ୍ଯ ଏବେ ଏକ ଭିନ୍ନ ପ୍ରକାରର ରାଜନୀତି ଚାଲି ଥିବାର ଦେଖିବାକୁ ମିଳିଛି।
ବିଭିନ୍ନ କାରଣ କୁ ନେଇ ମମତା ବାନାର୍ଜୀ ଖୁବ ଚର୍ଚ୍ଚା କୁ ମଧ୍ଯ ଆସି ଥାଆନ୍ତି। ମମତା ବାନାର୍ଜୀ ଙ୍କୁ ରାଜନୈତିକ ବିଶେଷଜ୍ଞ ମାନେ ତାଙ୍କୁ ୨୦୨୪ ର ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦୀ ଭାବରେ ଦେଖୁଛନ୍ତି।
ଯଦି ଆମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସମ୍ପର୍କରେ କହିବା ତେବେ ବଙ୍ଗଳା ର ମହିଳା ମାନେ ତାଙ୍କୁ ଦେବୀ ଭାବରେ ପରିଗଣିତ କରନ୍ତି। ମମତା ବାନାର୍ଜୀ ୪୦ ବର୍ଷରୁ ଅଧିକ ସମୟ ଧରି ରାଜନୀତି ରେ ତାଙ୍କର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।
ମମତା ବାନାର୍ଜୀ କାହିଁକି ବାହା ହୋଇ ନାହାନ୍ତି ବୋଲି ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ବାସ୍ତବରେ ମମତା ବାନାର୍ଜୀ ସମାଜ ପାଇଁ କିଛି କରିବାକୁ ଚାହୁଁ ଥିଲେ। ଆରମ୍ଭରୁ ତାଙ୍କ ମନରେ ସେବା କରିବାର ମନୋଭାବ ଥିଲା।
ଏହି କାରଣରୁ ମମତା ବାନାର୍ଜୀ କେବେ ହେଲେ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ନଥିଲେ। ସେ ଚାହୁଁ ନଥିଲେ କି କୌଣସି ପ୍ରକାରର ବନ୍ଧନ ତାଙ୍କୁ ବାନ୍ଧି ରଖୁ। କିମ୍ବା ସମାଜର ସେବା କରିବାରେ କୌଣସି ପ୍ରକାରର ବନ୍ଧନ ବାଧା ସୃଷ୍ଟି କରୁ।
ସେଥିପାଇଁ ମମତା ବାନାର୍ଜୀ କେବେ ହେଲେ ମଧ୍ୟ ବିବାହ କରି ନଥିଲେ ଏବଂ ସେ ସାରା ଜୀବନ ପାଇଁ ଅବିବାହିତ ଭାବରେ ରହି ଯାଇଥିଲେ। ରାଜ୍ୟ ସରକାର ଭାବରେ ମମତା ବାନାର୍ଜୀ ଦୀର୍ଘ ସମୟ ଧରି ସେ ତାଙ୍କର ଶାସନ ଗାଦିରେ ମଧ୍ୟ ରହିଛନ୍ତି।
ଆଉ ଏବେ ମଧ୍ୟ ତାଙ୍କ ରାଜ୍ ପଶ୍ଚିମ ବଙ୍ଗରେ ଚାଲୁଛି। ତେବେ ମମତା ବାନାର୍ଜୀ ଙ୍କ ସମ୍ପର୍କରେ ଏହା ଶୁଣିବା ପରେ ଆପଣଙ୍କୁ ଜଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।