Feb 25, 2024, 20:40 IST

ଅଘୋରୀ ମହିଳାଙ୍କ ଶବ ସହ କରନ୍ତି ଏଭଳି କାମ !! ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଘୋରୀ ବାବାଙ୍କ ବିଷୟରେ କିଛି ଖବର ଜାଣିପାରିବେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଘୋରୀଙ୍କ ବିଷୟରେ କିଛି ରହସ୍ୟମୟ କଥା ଜାଣିପାରିବେ । ଅଘୋରିମାନେ ତପସ୍ୟା କରିବା ସମୟରେ ତପସ୍ୟା ଭଙ୍ଗ କରିଲେ କଣ ହୁଏ ଏହା କଣ ଆପଣ ଜାଣିଛନ୍ତି କି ? 
ଅଘୋରୀମାନେ ତନ୍ତ୍ର ସାଧନ କରିବା ସମୟରେ ତାଙ୍କ ତନ୍ତ୍ରରେ ବାଧା ସୃଷ୍ଟି କରାଯାଏ ନାହିଁ । ଅଘୋରୀଙ୍କ ଜୀବନ ଶୈଳୀ ଏବଂ କାହାଣୀକୁ ନେଇ ଆଜିବି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଅଘୋରୀ ମହିଳାଙ୍କ ଶବ ସହ ରଖନ୍ତି ଶା-ରି-ରୀ-କ ସମ୍ପର୍କ ।
Special report
ଅର୍ଦ୍ଧ ପୋଡ଼ା ଦେହକୁ ଅଘୋରୀ ଖାଇ ନିଅନ୍ତି କାହିଁକି ? ମଶାଣିରେ ବସି ଆଘୋରୀ ତପସ୍ୟା କରିଥାନ୍ତି । ସେମାନେ ରାତିସାରା ମଶାଣିରେ ବସି ତନ୍ତ୍ର ବିଦ୍ୟା କରିଥାନ୍ତି । ଶବ ଉପରେ ମଧ୍ୟ ବସି ସାଧନା କରନ୍ତି ।
ସନାତନ ଧର୍ମରେ ସାଧୁମାନେ ତପସ୍ୟା କରିଥାନ୍ତି । ଅନେକ ପ୍ରକାରର ସାଧୁ ସନ୍ଥ ଆପଣମାନେ ଦେଖିଥିବେ । ଆଉ ଏହି ସାଧୁ ସନ୍ଥମାନଙ୍କର ତପସ୍ୟା କରିବା ଶୈଳୀ ମଧ୍ୟ ଅଲଗା ଅଲଗା । ଆଉ ଏବେ ଅଘୋରୀଙ୍କ ଜୀବନ ଶୈଳୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଅଘୋରୀମାନେ ବଣ ଜଙ୍ଗଲ, ପର୍ବତ ଆଉ ଗୁମ୍ଫାରେ ରହିଥାନ୍ତି । କୁମ୍ଭ, ମହାକୁମ୍ଭ ମେଳାଦିରେ ସେମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି ପୁଣି ଚାଲି ଯାଆନ୍ତି । ଅଘୋରୀ ବାବା ସାଧୁ ସନ୍ଥଙ୍କ ଠାରୁ ପୁରା ଅଲଗା । 
Special report
ସେମାନେ ରାତିରେ ତନ୍ତ୍ର ସାଧନା କରନ୍ତି ଆଉ ମହିଳାଙ୍କ ଶବ ସହ ଶା-ରୀ-ରି-କ ସଂପର୍କ ରଖିଥାନ୍ତି । ଭଗବାନ ଶିବଙ୍କ ପାଞ୍ଚୋଟି ରୂପ ମଧ୍ୟରୁ ଗୋଟିଏ ହେଉଛି ଅଘୋରୀ । ଅଘୋରୀମାନେ ତିନି ପ୍ରକାରର ଶିବ ତପସ୍ୟା କରିଥାନ୍ତି । ପ୍ରଥମରେ ଭଗବାନ ଶିବଙ୍କୁ ମାଂସ ଆଉ ମଦ ଭୋଗ ଲଗାଇ ଥାଆନ୍ତି ।
ଆଉ ଦ୍ଵିତୀୟ ପୂଜା ହେଉଛି ଶବ ଉପରେ ଗୋଟେ ଗୋଡ଼ରେ ଛିଡ଼ା ହୋଇ ତପସ୍ୟା କରିବା ଆଉ ତୃତୀୟ ପୂଜା ହେଉଛି ଶ୍ମଶାନରେ ଯଜ୍ଞ କରାଯାଏ । ଏଭଳି ଅନେକ କଥାକୁ ନେଇ ସମାଜରେ ଅଘୋରୀଙ୍କୁ ନେଇ ଆଲୋଚନା କରାଯାଇଥାଏ । ସମାଜରେ ଏହା ଚର୍ଚ୍ଚା ହେଉଛି କିନ୍ତୁ ଏହାର ପ୍ରମାଣୀକତା ମିଳି ନାହିଁ ।

Advertisement