Apr 8, 2024, 19:45 IST

ଗୁଗଲରେ ସର୍ଚ୍ଚ କରି ସ୍ତ୍ରୀକୁ ୨୨୪ ଖଣ୍ଡ କଲା ସ୍ଵାମୀ ଦେଖନ୍ତୁ ଆସିଲା ବହୁତ୍ ବଡ ଦୁଃଖ ଖବର

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଜଣେ ସ୍ବାମୀ ତାର ସ୍ତ୍ରୀକୁ ଗୁଗଲରେ ସର୍ଚ୍ଚ କରିଲା । ଆଉ ଏହାପରେ ସେ ତାକୁ ଜୀବନରୁ ମାରିଦେଲା । ଏହି ଯୁବକ ଜଣକ ତାର ସ୍ତ୍ରୀକୁ ୨୨୪ ଖଣ୍ଡ କରିଦେଲା ।
Bb
ଏହି ସ୍ବାମୀ ଜଣକ ଏହି ହତ୍ୟା କରିଲେ ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏହି ଜଘନ୍ୟ ହ-ତ୍ୟାକାଣ୍ଡ ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ।
ଏହି ସ୍ବାମୀ ଜଣକ ତାର ସ୍ତ୍ରୀକୁ ହ-ତ୍ୟା କରିବା ପରେ ତାର ମାଂସକୁ ଯାହା ସେ ଖଣ୍ଡ ଖଣ୍ଡ କରିଥିଲା ତାକୁ ନଦୀ ନାଳରେ ଫିଙ୍ଗି ଦେଉଥିଲା । ସ୍ତ୍ରୀକୁ ହ-ତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ସ୍ବାମୀ । ସ୍ତ୍ରୀକୁ ମାରି ତାର ଶରୀରକୁ ଖଣ୍ଡ ଖଣ୍ଡ କରି ପଲଥିନରେ ପୁରାଇଲା ।
ଏହି ଜଘନ୍ୟ ହ-ତ୍ୟାକାଣ୍ଡ ବିଷୟରେ ଶୁଣିଲେ ଭୟ ଲାଗିବ । ଏମିତି ଜଣେ ସ୍ବାମୀ ଏତେ ନିଷ୍ଠୁର ହୋଇପାରେ ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ନୃଶଂସ ସ୍ଵାମୀ ଜଣକ ତାର ସ୍ତ୍ରୀର ଶରୀରକୁ ୨୨୪ ଖଣ୍ଡ କରିଛି ।
Yh
ଏହି ସ୍ବାମୀ ଜଣକ ତା ସ୍ତ୍ରୀର ମୃ-ତଦେହକୁ କେଉଁଠାରେ ରଖିବ ଆଉ କିଭଳି ରଖିବ ଏହି ସବୁ କଥା ସେ ପୂର୍ବରୁ ପ୍ଲାନ୍ କରିଥିଲା । ଏହି ସ୍ବାମୀ ଜଣକ ପ୍ରିପ୍ଲାନ କରି ମର୍ଡର କରିଛି । ମାସ ମାସ ଧରି ସେ ଗୁଗଲରେ ଏହିସବୁ ସର୍ଚ୍ଚ କରୁଥିଲା ।
ପୁରା ସବୁ କଥା ଜାଣିବା ପରେ କାମ କରିଥିଲା । ସ୍ତ୍ରୀକୁ ମାରିବା ପାଇଁ ଅସ୍ତ୍ର ଆଣିଥିଲା ଆଉ ତାର ଶରୀରକୁ ରଖିବା ପାଇଁ ବଡ ଫ୍ରିଜ ଆଣିଥିଲା । ଏହି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ । ୨୦୨୩ ମସିହା ମାର୍ଚ୍ଚ ମାସର ଘଟଣା । ଦୀର୍ଘ ବର୍ଷେ ପରେ ସ୍ବାମୀ ଜଣକ ତାଙ୍କ ଦୋଷ ସ୍ଵୀକାର କରିଥିଲେ ଆଉ ଏବେ ସେ ଜେଲରେ ଅଛନ୍ତି ।
ଏହି ସ୍ତ୍ରୀ ଜଣକ ହେଉଛନ୍ତି ହୋଲି ପ୍ରେବଲି । ହ-ତ୍ୟାର ଦେଢ଼ ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ଆଉ ସବୁବେଳେ କଳହ ହେଉଥିଲା । ଆଉ ଏଥିପାଇଁ ସ୍ବାମୀ ଜଣକ ଏଭଳି କରିଥିଲେ ।

Advertisement