Mar 31, 2024, 13:29 IST

ନିଜ ପୁଅ ପାଇଁ କୋଟି କୋଟି ଟଙ୍କା ରଖି ଯାଇଚି ମୁକ୍ତାର...୩୦ ବର୍ଷ ଧରି ଗରିବ ଙ୍କୁ ଲୁଟି ଆସିଥିଲା ଆଉ ଶେଷରେ ଜେ-ଲ୍ ରେ ମଲା

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ। ଦବଙ୍ଗଗିରି ର ସଉକ, ମନ୍ ମାନିର ଜିଦ୍। ଗାଜିପୁର ର ପ୍ରତିଷ୍ଠିତ ଘରୁ ମାଫିଆ ଦୁନିଆର ଚର୍ଚ୍ଚିତ ନାମ। ମୁଖତାର୍ ଅଂସାରିର ମାଫିଆ ଡନ ହେବାର କାହାଣୀ ଅନେକ ଲୋକ ଜାଣି ନଥିବେ।
ଲଗଜରି କାର ର କଲେକ୍ସନ ଏବଂ ସମ୍ପତି ତାଲିକା ଜାଣିଲେ ଆପଣ ମାନଙ୍କର ହୋଶ ଉଡ଼ିଜୀବ।ମୋଟା ନିଶ,ପାଟି ଶୁଣିଲେ ଥରି ଉଠୁଥିଲେ ବଡ଼ ବଡ଼ ଲୋକ।ଚାହାଣି ଏପରି ଯେ ସାମ୍ନାରେ ଥିବା ଲୋକ ଭୟ ରେ କମ୍ପୁଥିଲା।
Vggg
ଯେ ପର୍ଯ୍ୟନ୍ତ ସରକାର ର ସାଥ ଥିଲା ସବୁ ଠିକ୍ ଥିଲା। ଯେବେ ସରକାର ବଦଳିଲା, ଆରମ୍ଭ ହୋଇଗଲା ଦୁର୍ଦ୍ଦିନ। ମୁଲାୟମ ମାୟାବତୀ ଏବଂ ଅଖିଳେଶ ସରକାର ରେ ସାମ୍ରାଜ୍ୟ ବଢିଲା।
ଯୋଗୀ ସରକାର ରେ ମାଫିଆ ଡ଼ନ ମୁଖତାର୍ ମାଟି କାମୁଡ଼ିଲା।୧୯ ବର୍ଷ ଯାଏଁ ୟୁ ପି ଏବଂ ପଞ୍ଝାବ ରୁ ଏ ଜେଲ୍ ରୁ ସେ ଜେଲ ହେଉଥିବା ମୁଖତାର୍ ନାମ ଶୁଣିଲେ ଲୋକମାନେ ଭୟ କରୁଥିଲେ ସତ କିନ୍ତୁ ମୁଖତାର୍ ଙ୍କୁ ବି ଥିଲା ମୃ-ତ୍ୟୁ ର ଭୟ।
Bb
ଭୟ ଏପରି ଯେ ଜେଲ ଭିତରେ ବି ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ବାହାରୁ ଥିଲେ। ଦିନେ ଗାଜି ପୁର ଜେଲ ରେ ଫ୍ରେସ ମାଛ ଖାଇବା ପାଇଁ ପୋଖରୀ ଖୋଳିଥିବା ମାଫିଆ ମୁଖତାର୍ ଅସୁସ୍ଥ ହେଲେ।
ଏହାପରେ ଗୁରୁବାର ଦିନ ହସ୍ପିଟାଲ ରେ ହାର୍ଟ ଆଟାକ ରେ ମୃ-ତ୍ୟୁ ହେଲା।ମୃ-ତ୍ୟୁ ପରେ ମୁଖତାର୍ ର ମାଫିଆ କାହାଣୀ, ରାଜନୀତି, ବାହୁବଳ ଏବଂ ସମ୍ପତି କୁ ନେଇ ଚର୍ଚ୍ଚା।ମୁଖତାର୍ ଙ୍କ ବିରୁଦ୍ଧ ରେ ୬୦ ରୁ ଅଧିକ ଅପରାଧିକ ମାମଲା ରହିଥିଲା।
୮୦ ଦଶନ୍ଧି ରେ ୟୁପି ଏବଂ ବିହାର ରାଜନୀତି ର ଅପରାଧ ବଢ଼ିବାରେ ଲାଗିଥିଲା।ସଚ୍ଚିଦାନନ୍ଦ ରାୟ ର ହ-ତ୍ୟା ରେ ପ୍ରଥମ ଥର ପାଇଁ ମୁଖତାର୍ ଙ୍କ ନାମ ଆସିଥିଲା।ଏହାପରେ ଅନେକ ଅପରାଧ ରେ ମୁଖତାର୍ ସାମିଲ ଥିଲେ।
ମୁଖତାର ଶେଷ ଥର ପାଇଁ ୨୦୧୭ ରେ ଵୀଧାନସଭା ନିର୍ବାଚନ ଲଢ଼ିଥିଲେ।ମାଫିଆ ଡ଼ନ ପାଖରେ ୨୧.୮୮ କୋଟି ଟଙ୍କା ର ସମ୍ପତି ରହିଛି।୭୨.୫୦ ଲକ୍ଷ ଟଙ୍କା ର ସୁନା ହୀରା ଏବଂ ରୂପା ଅଳଂକାର ରହିଛି।

Advertisement