Updated: Apr 5, 2024, 09:17 IST

ମୃ-ତ୍ୟୁର ୬ ଦିନ ପରେ ଘରକୁ ଫେରି ଆସିଲେ ଯବାନ ଦେଖନ୍ତୁ କେମିତି !!

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତେ ସବୁ ଅଞ୍ଚଳର ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଜଣେ ଯବାନଙ୍କୁ ନେଇ ଆସୁଥିବା ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।
Hh
ଏହି ଖବର ଜଣେ ଯବାନଙ୍କୁ ନେଇ ଆସିଛି । ଯବାନ ଜଣଙ୍କର କାର ଦୁର୍ଘଟଣା ହୋଇଥିଲା । ଆଉ ଏହି କାର ଦୁର୍ଘଟଣାର ଛଅ ଦିନ ପରେ ଯବାନ ଜଣକ ଘରକୁ ଫେରିଥିଲେ । ଏହି ଯବାନ ଜଣଙ୍କର ବୟସ ୨୬ ବର୍ଷ ।
ଆଉ ଏହି ଯବାନ ଜଣଙ୍କର ନାମ ହେଉଛି ବିକାଶ ଭାସ୍କର । ଏହି ଯବାନ ଜଣଙ୍କର କାର ଦୁର୍ଘଟଣା ହେବା ପରେ ଏହି ଯବାନ ଜଣଙ୍କ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଏହାପରେ ସୋମବାର ଦିନ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । 
ଏହି ଯବାନ ଜଣଙ୍କ ମୃତ୍ୟୁବରଣ କରିବାର ଛଅ ଦିନ ପରେ ତାଙ୍କ ଶରୀର ଘରେ ପହଞ୍ଚିଥିଲା । ଝୁନଝୁନ୍ ଜିଲ୍ଲାର କନଭରପୁର ଗ୍ରାମର ବାସିନ୍ଦା ହେଉଛନ୍ତି ଏହି ବ୍ୟକ୍ତି ଜଣକ । ଏକ କାର ଦୁର୍ଘଟଣାରେ ଏହି ଯବାନ ଜଣଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।
Hh
ଆଉ ଏହି ଖବର ଆସିବା ପରେ ଯବାନ ଜଣକର ପରିବାର ଏହି ଖବର ପାଇବା ପରେ ତାଙ୍କର ଶେଷକୃତ୍ୟ କରି ଦେଇଥିଲେ । ଆଉ ଏହାପରେ ସେ ଅଛନ୍ତି ବୋଲି ଜଣା ପଡିଥିଲା ଏବଂ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।ଏହାପରେ ଚିକିତ୍ସା ସମୟରେ ୟଙ୍କସେ ଦେହାନ୍ତ ହୋଇଥିଲା ବୋଲି ଜଣାପଡିଛି ।
ଏହି ଯବାନ ଜଣକ ଅଭିନୟ କରୁଥିଲେ ବୋଲି ଜଣେ ଯବାନ କହିଥିଲେ । ଏହାପରେ ଏହି ଯବାନ ଜଣକୁ ଦେଖିବାକୁ ପୋଲିସ ଆସିଥିଲେ । ଆଉ ଏହି ଯବାନ ଜଣକ ଅସୁସ୍ଥ ଥିବାର ସେ ଜାଣିପାରିଲେ । ଯବାନ ଜଣଙ୍କର ଅବସ୍ଥା ଖରାପ ଥିବାରୁ ତାଙ୍କୁ ମେଡ଼ିକାଲକୁ ନେଇଥିଲେ ।
ଏହାପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ଯାଇଥିଲା ।ଏହି ଯବାନ ଜଣଙ୍କୁ କେହି ଜଣେ ମାରି ଦେଇଛନ୍ତି ବୋଲି ଷଡ଼ଯନ୍ତ୍ର କରାଯାଇଥିଲା । ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଏହି ଘଟଣା ଦୁର୍ଘଟଣା ନା ପ୍ଲାନ୍ କରାଯାଇଥିଲା ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement