Feb 5, 2024, 14:39 IST

ଆଡଭାନୀ ଙ୍କୁ ମିଳିବ ଭାରତ ରତ୍ନ ଉପାଧି, ଲୋକେ କହିଲେ ମୋଦୀ ଦେଇ ଦେଲେ ଗୁରୁ ଦକ୍ଷିଣା..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତ ରତ୍ନ ପୁରସ୍କାର ବିଷୟ ରେ ଜାଣି ଥିବେ। କଳା ବିଜ୍ଞାନ ଓ ଜନ ସେବା କ୍ଷେତ୍ର ରେ ବିକାଶ କରାଇ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହି ପୁରସ୍କାର ଦିଆ ଯାଇ ଥାଏ।ଏହା ଭାରତ ର ସର୍ବୋଚ୍ଚ ଉପାଧି।
Special report
ଏହାକୁ ପ୍ରଥମେ ୧୯୫୪ ମସିହା ରେ ଆରମ୍ଭ କରା ଯାଇ ଥିଲା।ସେ ସମୟ ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କୁ ପ୍ରଦାନ କରା ଯାଇ ଥିଲା।ଏହା ହେଉଛି ଭାରତ ର ସର୍ବୋଚ୍ଚ ସମ୍ମାନ।ଏହାକୁ ଯେ କୌଣସି ବ୍ୟକ୍ତି ଙ୍କୁ ଦିଆ ଯାଇ ପାରିବ ନାହିଁ।
ତେବେ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଶୁଣିବାକୁ ମିଳୁଚି।ଲାଲ କୃଷ୍ଣ ଆଡଭାନୀ ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରା ଯିବାକୁ ମନୋନୀତ କରା ଯାଇଛି।ଯାହାକୁ ଶୁଣି ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଟୁଇଟ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ଲାଲ କୃଷ୍ଣ ଆଡଭାନୀ ଙ୍କୁ ଏହି ଭାରତ ରତ୍ନ ରେ ସମ୍ମାନିତ କରିବା ଖବର ଶୁଣି ମୁଁ ବହୁତ ଖୁସି ହୋଇ ଯାଇଚି।ତାଙ୍କ ଭଳି ଲୋକ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ।
Special report
ମୁଁ ମଧ୍ୟ ତାଙ୍କ ସହିତ କାଠ ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛି।ଭାରତ ର ବିକାଶ ରେ ତାଙ୍କ ଅବଦାନ ଅତୁଳନୀୟ।ରାଜନେତା ରୂପେ ସେ ଅନେକ ଲୋକ ଙ୍କ ସେବା କରିଛନ୍ତି।ଲୋକ ଙ୍କ ଭଲ ମନ୍ଦ ବୁଝିଚନ୍ତି। ସେ ଗୃହ ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ରୂପେ ନିଜ ପରିଚୟ ସୃଷ୍ଟି କରିଛନ୍ତି।
ଜାତୀୟ ଏକତା ଓ ସାଂସ୍କୃତିକ ଏକତା ଆଣିବା ଦିଗ ରେ ତାଙ୍କର ଅବଦାନ ବହୁତ ବେଶି ରହିଛି।ଏଥିରେ ଆମେ ସମସ୍ତେ ଖୁସି ହେବା ଦରକାର କି ତାଙ୍କୁ ଭାରତ ର ସର୍ବୋଚ୍ଚ ସମ୍ମାନ ମିଳିବାକୁ ଯାଉଛି।ମୁଁ ଏଥିରେ ବହୁତ ଖୁସି ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି କି ମୋତେ ଲାଲ କୃଷ୍ଣ ଆଡଭାନୀ ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଚି।ଏହା ମୋର ଭାଗ୍ୟ କି ମୁ ତାଙ୍କ ଠାରୁ ଅନେକ କଥା ଶିଖିଚି।
ତାଙ୍କ ଭଳି ଲୋକ ଙ୍କୁ ବର୍ତ୍ତମାନ ସମୟ ରେ ମିଳିବା ବହୁତ କଷ୍ଟ।ସେ ଭାରତ ର ବିକାଶ ପାଇଁ ଅନେକ କିଛି କରିଛନ୍ତି।ସେ ଏହି ସମ୍ମାନ ପାଇଁ ମନୋନୀତ ହେବା ପରେ ମୁଁ ବହୁତ ଖୁସି ଅଛି ବୋଲି କହିଛନ୍ତି।

Advertisement