Dec 8, 2023, 19:10 IST

ଅଧା ରହିଗଲା ସୁନାର ସଂସାର ଦେଖନ୍ତୁ ଶଶୁର ମରିଗଲେ ବୋଲି ବୋହୁସହ କରିଦେଲେ ଏମିତି ଭୟଙ୍କର କାଣ୍ଡ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣମାନେ ବଧୂ ହ-ତ୍ୟା ଆଉ ବଧୂ ନି-ର୍ଯା-ତ-ନା ଭଳି ଅନେକ ଘଟଣା ଜାଣିବାକୁ ପଉଥିବେ। ତେବେ ବନ୍ଧୁଗଣ ପୁଣି ଆସିଛି ଆଉ ଏକ ବଧୂ ହ-ତ୍ୟାର ଅଭିଯୋଗ।
Special Report
ତେବେ ଶଶୁରଙ୍କ ମୃ-ତ୍ୟୁ ହେଲା, ହେଲେ ବୋହୂ ଉପରେ ସବୁ ସନ୍ଦେହ ହେଲା। ସନ୍ଦେହ ହିଁ ବୋହୂକୁ ନି-ର୍ଯା-ତ-ନା ଆଉ ବୋହୂ ହ-ତ୍ୟାର କାରଣ ପାଲୋଟି ଗଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାରବଙ୍ଗ ଥାନା ଅଧୀନ ଏରୋଡା ଗ୍ରାମରେ। 
ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସାନମଇତାପୁରର ଗେଡିମଣି ମହାନ୍ତିଙ୍କ ଝିଅକୁ ଭଦ୍ରକ ଜିଲ୍ଲା ଏରୋଡା ଗ୍ରାମରେ ମଳୟ ପାତ୍ର ବୈଦିକ ରୀତିନୀତିରେ ବିବାହ କରିଥିଲେ।
Special Report
ବିବାହକୁ ଦଶବର୍ଷ ବିତି ଯାଇଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗତ ୮ ତାରିଖରେ ମଳୟଙ୍କ ବାପା ଶୋଇଥିବା ବେଳେ କୌଣସି କାରଣ ବଶତଃ ଲୁଙ୍ଗିରେ ନିଆଁ ଲାଗିଯାଇଥିଲା। 
ଆଉ ଶରୀରରେ ନିଆଁ ଲଗାଯାଇଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ଆଉ ଶେଷରେ ଘରକୁ ଆଣିବା ପରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା। ମଳୟଙ୍କ ବାପା ମୃ-ତ୍ୟୁ ପରଠାରୁ ବୋହୂକୁ ଶା-ରି-ରୀ-କ ଯ-ନ୍ତ୍ର-ଣା ମାନସିକ ନି-ର୍ଯା-ତ-ନା ଦେଇ ଆସୁଥିଲେ ଶାଶୂଘର ଲୋକେ।
Special Report
ଯାହାକି ଫୋନ କରି ନିଜ ମାଆଙ୍କୁ କହୁଥିଲେ ବୋହୂ ସୁପ୍ରିୟା। ଆଉ ତାଙ୍କ ମା ଅଭିଯୋଗ କରିଛନ୍ତି ଯେ ଶାଶୁ ଘର ଲୋକେ ଶଶୁରକୁ ମାରି ଦେଇଥିବା ସନ୍ଦେହ କରି ତାଙ୍କ ଝିଅକୁ ମାରି ଦେଲେ। 
ତେବେ ଝିଅର ମୃ-ତ୍ୟୁ ପରେ ଶଶୁର ଘର ଲୋକେ ଫୋନ କରି କହିଥିଲା ମାଆଙ୍କୁ ଯେ ତାଙ୍କ ଝିଅ ଜୀବନ ହାରିଦେଇଛନ୍ତି। ଏହାପରେ ଖବର ପାଇଁ ଝିଅର ମାଆ ସଙ୍ଗେ ସଙ୍ଗେ ଝିଅକୁ ଦେଖିବା ପାଇଁ ଯାଇଥିଲେ।
ଏବଂ ଏହାପରେ ଝିଅର ମା ଥାନାରେ ଯାଇ ଏତଲା ଦେଇଥିଲେ ଯେ ତାଙ୍କ ଝିଅକୁ ଶାଶୁଘର ଲୋକେ ନି-ର୍ଯା-ତ-ନା ଦେଇ ଜୀବନରୁ ମାରିଦେଲେ ବୋଲି। ତେବେ ବନ୍ଧୁଗଣ ଦେଖିବାକୁ ବାକି ରହିଲା ପୋଲିସ ତଦନ୍ତ କଲା ପରେ କଣ ତଥ୍ୟ ସାମ୍ନାକୁ ଆସୁଛି।

Advertisement