Apr 4, 2024, 16:39 IST

ନିଜ ପରିଶ୍ରମ ଟଙ୍କାରେ ସୁନ୍ଦର ଘରଟିଏ କିଣିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କଲେ ଘର ପ୍ରତିଷ୍ଠା

Hhh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ମଧ୍ୟ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯାତ୍ରା ଜଗତ ବିଷୟରେ ଆସୁଥିବା ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । 
Gh
ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ବହୁତ ସୁନ୍ଦର ହୋଇଥାଏ । ଆପଣମାନେ ତ ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।
ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଦର୍ଶକମାନଙ୍କର ଭିଡ ଲାଗିଥାଏ । ଅଭିନେତ୍ରୀ ଜଣକ ଯାତ୍ରା ମାଧ୍ୟମରେ ଲୋକଙ୍କ ଭଲପାଇବା ଜିତିଛନ୍ତି । ସେ ଜଣେ ମହାନ୍ କଳାକାର ବୋଲି ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ହୋଇଥାଏ । 
ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଅଭିନେତ୍ରୀ ଜଣକ ଏବେ ନୂଆ ଘରେ ବସିଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଜଣକ ନୂଆ ଘରେ ପୂଜା କରୁଥିବାର ନଜର ଆସିଛନ୍ତି ।
Hh
ଏହି ନୂଆ ଘର ସେ କିଣିଛନ୍ତି ବୋଲି ନଜର ଆସିଛି । ଏହି ଅଭିନେତ୍ରୀ ଜଣକ ଏବେ ଗୋଟିଏ ଘର ପୂଜା କରୁଛନ୍ତି । ଆଉ ଏହି ଘରେ ସେ ପୂଜା କରୁଥିବା ବେଳେ କିଛି ଭିଡିଓ ଆଉ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋ ମାଧ୍ୟମରେ ଆପଣମାନେ ଦେଖିପାରିବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ।
ଅଭିନେତ୍ରୀ ରାଣୀ ପଣ୍ଡା ଘରେ ହୋମ କରୁଥିବାର ନଜର ଆସିଛନ୍ତି । ଆଉ ଏହି ଅଭିନେତ୍ରୀ ଜଣକ ଆଜି ଘର ପ୍ରତିଷ୍ଠା କରିଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ନିଜ ଟଙ୍କାରେ ଏହି ଘର କିଣି ଛନ୍ତି ବୋଲି ସେ କହିଛନ୍ତି ।
Nn
ଏହି ଅଭିନେତ୍ରୀ ଜଣକ ଶାଢ଼ୀ ପିନ୍ଧି ହୋମରେ ବସି ଘର ପ୍ରତିଷ୍ଠା କରୁଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ଏହି ଫଟୋ ମାଧ୍ୟମରେ ପୂଜା କରୁଥିବାର ନଜର ଆସିଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Advertisement