May 2, 2024, 09:29 IST

ଅଭିନେତ୍ରୀ ପରିନୀତି ଙ୍କ ଦୁଃଖ ମୋ ସ୍ବାମୀ ଅନ୍ଧ ହୋଇଯିବେ, ବଞ୍ଚାଇ ଦିଅ..

Bb

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଆପ ନେତା ରାଘବ ଚଡ଼ା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ହେଉଛନ୍ତି ଅଭିନେତ୍ରୀ ପରିନିତି ଚୋପ୍ରା ଙ୍କ ସ୍ଵାମୀ।ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ରହିଛି।ଯେଉଁଥିପାଇଁ ସେ ଚିକିତ୍ସିତ ହେଉ ଥିବାର ଜଣା ପଡିଚି।
ସେ ଜଣେ ଭଲ ନେତା ରୂପେ ସାରା ଦେଶ ରେ ପରିଚିତ।ଏବେ ସାରା ଦେଶ ରେ ନିର୍ବାଚନ ପାଇଁ ପ୍ରଚାର ଜୋର୍ ସୋର ରେ ଚାଲିଛି।ଏହି ପରିସ୍ଥିତି ରେ ରାଘବ ଙ୍କ ର ଏଭଳି ହେବା ପରେ ସମସ୍ତେ ଚକିତ ହୋଇ ଯାଉଛନ୍ତି।
Hh
ସୂଚନା ଅନୁସାରେ ରାଘବ ଗତ କିଛି ଦିନ ହେବ ଆଖି ଜନିତ ସମସ୍ୟା ର ସମ୍ମୁଖୀନ ହେଉ ଥିଲେ।ତାଙ୍କ ରେ ପରିନିତି ଚୋପ୍ରା ଙ୍କ ସହିତ ବିବାହ ହେବା ପରେ ସେ କିଛି ଦିନ ପାଇଁ ରାଜନୀତି ଠାରୁ ଦୂରେଇ ରହି ଥିଲେ।
ଏହା ପରେ ସେ ଏବେ ନିର୍ବାଚନ ପାଇଁ ଯାଇ ଥିଲେ।ହେଲେ ଏହି ସମୟ ରେ ଖବର ଆସୁଛି କି ରାଘବ ଙ୍କ ଆଖି ଅଧିକ ରୁ ଅଧିକ ଖରାପ ହେବାରେ ଲାଗୁଚି।ତାଙ୍କ ସ୍ତ୍ରୀ ଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି।ଉଭୟ ସ୍ବାମୀ ସ୍ତ୍ରୀ ଏବେ ବ୍ରିଟେନ ରେ ଅଛନ୍ତି।
ସେଠାରେ ରାଘବ ଙ୍କ ର ଅପରେସନ ହେବାର ସମ୍ଭାବନା ରହିଛି।ତାଙ୍କ ଆଖି ଆଗରୁ ଖରାପ ଥିଲା।ଏବେ ଡାକ୍ତରମାନେ କହୁଛନ୍ତି କି ଅପରେସନ ଯଦି ସଫଳ ନ ହେଲା ତାହାଲେ ତାଙ୍କ ଆଗକୁ ଆଉ ଦେଖା ଯିବ ନାହିଁ।
Hh
ସେ ସବୁଦିନ ପାଇଁ ଅନ୍ଧ ହୋଇ ଯିବେ ବୋଲି କୁହା ଯାଉଛି।ତାଙ୍କ ପତ୍ନୀ ତାଙ୍କର ବହୁତ ସେବା କରିଛନ୍ତି ବୋଲି ଜଣେ ଆପ ନେତା କହିଛନ୍ତି।ନିର୍ବାଚନ ଠାରୁ ତାଙ୍କୁ ତାଙ୍କ ଦେହ ର ଯତ୍ନ ନେବା ବେଶୀ ଗୁରୁତ୍ଵ ପୂର୍ଣ୍ଣ।ଆଉ ଅଳ୍ପ ଦିନ ଭିତରେ ସେ ଭାରତ ଫେରିବେ ବୋଲି ସୂଚନା ରହିଛି।
ପରିନିତି ମଧ୍ୟ ତାଙ୍କର ଦେଖା ଶୁଣା ଏବେ କରୁଛନ୍ତି।ତାଙ୍କ ପ୍ରଶଂସକ ମାନେ କହିଛନ୍ତି କି ବହୁତ ଜଲଦି ତାଙ୍କ ଆଖି ଭଲ ହେଇ ଯାଉ।ଏତିକି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି।
ତେବେ ଆପଣ ମାନେ ଜାଣି ଥିବେ ବିବାହ ପରେ ପରିନିତି ଏବେ ସିନେମା ଜଗତ ରୁ ଦୂରେଇ ଯାଇଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement