Apr 30, 2024, 18:15 IST

ଅଭିନୟ ଛାଡ଼ି ଏଥର ଦହିବରା ଦୋକାନ ଖୋଲିବେ ଅଭିନେତା ମିଟୁ ମିଥୁନ ଦେଖନ୍ତୁ ଆସିଲା ବଡ ଖବର - Exclusive

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଓଲିଉଡ, ବଲିଉଡ ଏବଂ ସିନେମା
ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ଓଲିଉଡ ଜଗତର ଅଭିନେତା ମିଟୁ ମିଥୁନଙ୍କୁ ତ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଏହି ଅଭିନେତା ଜଣଙ୍କୁ ନେଇ ଅନେକ କଥା ଆସୁଛି ।
Hh
ଅଭିନେତା ମିଟୁ ମିଥୁନ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ତାଙ୍କର କିଛି ସିନ ଥିଲା କିନ୍ତୁ ଏବେ ଖବର ଆସିଛି କି ଅଭିନେତା ମିଟୁ ମିଥୁନଙ୍କ ସିନ ପୁଷ୍ପା ୨ରୁ କାଟି ଦିଆଯାଇଛି । ଏବେ ଏହି ଖବରକୁ ନେଇ ଅନେକ ଚର୍ଚ୍ଚା ହେଉଛି ।
ମିଟୁ ମିଥୁନ ୨୫ ବର୍ଷ ହେଲା ଅଭିନୟ କରିଲେଣି କିନ୍ତୁ ତାଙ୍କ ଅଭିନୟକୁ ଚିହ୍ନି ପାରିଲେ ନାହିଁ ଅଭିନେତା ଅଲ୍ଲୁ ଅର୍ଜୁନ । ଏହି ଅଭିନେତା ଜଣଙ୍କୁ ଏବେ ଅଭିନେତା ମାନସ କିଛି କଥା କହିଛନ୍ତି । ଅଭିନେତା ମିଟୁ ମିଥୁନଙ୍କୁ ଏବେ ନୂଆ ନୂଆ ଆଇଡ଼ିଆ ଦେଉଛନ୍ତି ମାନସ । 
ମାନସ ପୁଷ୍ପା ୨ ଫିଲ୍ମରୁ ୫୦ ଲକ୍ଷ ଟଙ୍କା ପାଇଲେ ଆଉ ଏହି ଟଙ୍କାରେ ଏବେ ସୁନା କିଣି ବୁଲୁଛନ୍ତି । ଆଉ ମିଟୁ ମିଥୁନଙ୍କୁ ଅନେକ କଥା କହୁଛନ୍ତି । ସେ କହିଛନ୍ତି ମିଟୁ ମିଥୁନ ତମେ ଫିଲ୍ମରେ ଆସି ନାହଁ କି ଆସିବ ନାହିଁ । ଆଉ ଏବେ ତୁମେ କଟକରେ ଦହିବରା ଆଳୁଦମ୍ ଦୋକାନ ଦିଅ ।
Jh
ସେ ସେହି ଦୋକାନକୁ ଯାଇ ଖାଇବେ । ୨୫ ବର୍ଷର ଅଭିଜ୍ଞତା ଥିବା ଅଭିନେତା ଏବଂ ସେ ଫିନାଇଲ କମ୍ପାନୀର ମାଲିକ । ଅଭିନେତା ମିଟୁ ମିଥୁନ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଥିଲେ ଆଉ ସେ ସେହି ଫିଲ୍ମରେ କନେଷ୍ଟବଳ ଭୂମିକାରେ ଅଭିନୟ କରୁଥିଲେ । 
ଆଉ ଏହାପରେ ତାଙ୍କର ସିନ କଟା ଯାଇଥିଲା ବୋଲି ଏବେ ସୂଚନା ମିଳୁଛି । ଏପଟେ ମିଟୁ ମିଥୁନଙ୍କ ସିନ କଟି ଯାଇଛି ସତରେ ସିନ ଅଛି ନା କଟି ଯାଇଛି ଏହାକୁ ନେଇ ଏବେ ଚିନ୍ତାରେ ମିଟୁ ମିଥୁନ । ଆଉ ଏପଟେ ମାନସ ତାଙ୍କୁ ଆଳୁ ଦହିବରା ବିକ୍ରି କରିବାକୁ କହୁଛନ୍ତି ।
ଏବେ ଚିନ୍ତାରେ ମିଟୁ ମିଥୁନ ଥିବା ବେଳେ ତାଙ୍କୁ ନେଇ କଥା କେତେ ବାଟ ଗଲାଣି ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସେ ଫିଲ୍ମରେ ସିନ କରିବା ପୂର୍ବରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ମିଳିଥିଲା ଆଉ ଏହି ଟଙ୍କାରେ ସେ ଫିନାଇଲ କମ୍ପାନୀ କରିଛନ୍ତି ବୋଲି କହିଛନ୍ତି ।

Advertisement