Sep 11, 2023, 10:45 IST

ଦେଖୁଥିଲା ସାରା ବିଶ୍ବ ହେଲେ ଅଚାନକ ଚମକାଇ ଦେଲେ ମୋଦୀ ଦେଖନ୍ତୁ ଦେଲେ ବଡ ଦାୟିତ୍ଵ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେଆମ ଦେଶକୁ ନେଇ ଆସୁଥିବା ଖବର ତ ଜାଣୁଥିବେ ।
Special report
ଆପଣମାନେ ସମସ୍ତେ ଆମ ଦେଶରେ ଭ୍ଲ ବ୍ୟବସ୍ଥା ଆଉ ସବୁକିଛି କାମ ଠିକରେ ହେବା ପାଇଁ ଅନେକ ସମ୍ମିଳନୀ ହୋଇଥାଏ । ସେହି ବିଷୟରେ ମଧ୍ୟ ଅନେକ ତଥ୍ୟ ସୋସିଆଲ ମିଡିଆ ଦ୍ଵାରା ଜଣା ପଡ଼ିଥାଏ । 
ଏବେ ଏଭଳି ଏକ ସମ୍ମିଳନୀ ବିଷୟରେ କଣ ସବୁ ନିଷ୍ପତ୍ତି ନିଆଗଲା ଆଉ କଣ ସବୁ ହେଲା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ସଫଳତାର ସହିତ ସମାପ୍ତ ହେଲା ଜି ୨୦ ସମ୍ମିଳନୀ । ଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ କଥା ସବୁ ଆଲୋଚନା ହୋଇଛି ।
Special report
ବିଶ୍ୱର ଅନେକ ନେତା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଆଉ ଅନେକ ନେତା ମତ ବିମର୍ଶ ବି କରିଛନ୍ତି । ଅନେକ ନେତା ଅନେକ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିସବୁ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଜି ୨୦ ର ପରବର୍ତ୍ତୀ ଅଧ୍ୟକ୍ଷତାକୁ ବ୍ରାଜିଲକୁ ପ୍ରଦାନ କରିଛି ଭାରତ । ଇତିହାସରେ ଏହି ଗୌରବମୟ ଅଧ୍ୟାୟ ଯୋଡ଼ି ହେଲା । ବିଶ୍ବ ନେତାଙ୍କ ହୃଦୟ ଜିତିଲା ଭାରତର ଆତିଥ୍ୟ । ଭାରତର ଭିଜନକୁ ପ୍ରଶଂସା କରିଲେ ଜି ୨୦ ଲିଡର । ରାଜଘାଟଠାରେ ରାମଧୁନ ଶୁଣି ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ।
Special report
ଦୁଇଦିନର ଏହି ମାରାଥନ କାର୍ଯ୍ୟକ୍ରମ ଚାଲିଥିଲା । ବିଶ୍ଵ ବିକାଶ ସହିତ ଭବିଷ୍ୟତ ପାଇଁ ମାନସ ମନ୍ଥନ କରାଗଲା । ଏହି ସମ୍ମିଳନୀରେ ବିଭିନ୍ନ ପ୍ରକାରର କଥା ହୋଇଥିଲା । ଆଉ ଏହା ଅନେକ ଦୃଷ୍ଟି ଆକର୍ଷଣ କରିଛି ।
ଭାରତକୁ ଏହି ସମ୍ମିଳନୀରେ ସମସ୍ତେ ପ୍ରଶଂସା କରିଛନ୍ତି । ସମସ୍ତ ନେତା ଭାରତକୁ ନେଇ ଅନେକ କଥା କହିବା ସହ ଭାରତର ପ୍ରଶଂସା କରିଛନ୍ତି । ସବୁ ରାଷ୍ଟ୍ର ମୁଖ୍ୟଙ୍କୁ ମୋଦୀ ଖଦି ବସ୍ତ୍ର ଦେଇ ରାଜଘାଟ ଠାରେ ସ୍ବାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲର ନେତା ଏବଂ ଇଣ୍ଡୋନେସିଆର ନେତା ଗୋଟିଏ ଗଛ ଚାରା ପ୍ରଦାନ କରିଥିଲେ ।
ଜି ୨୦ ସମ୍ମିଳନୀ ସରିଯାଇଛି ସତ କିନ୍ତୁ ଭାରତ ଏହି ସମ୍ମିଳନୀର ଆୟୋଜନ ମାଧ୍ୟମରେ ଭାରତ ଯେଉଁ ମନ୍ତ୍ର ସାରା ବିଶ୍ୱକୁ ଦେଇଛି ତାହା କେହି କେବେ ଭୁଲିପାରିବେ ନାହିଁ ।ନେତୃତ୍ୱ ଆଉ ଆତିଥ୍ୟକୁ ନେଇ ଭାରତ ସବୁ ଦେଶର ମନ ଜିତିଛି ।

Advertisement