Updated: Feb 10, 2024, 07:23 IST

ଅଚାନକ ଚାଲିଥିଲା Live ଆଉ ହଠାତ୍ ବାଜିଲା ଗୁଳି ଆଉ ତା ପରେ ସାଙ୍ଗେ ସାଙ୍ଗେ ଚାଲିଗଲା ଜୀବନ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଅନେକ ପ୍ରକାରର ସୋସିଆଲ ମିଡ଼ିଆ ଆପ ଅଛି ।
Special report
ସେଥିମଧ୍ୟରୁ ଫେସବୁକ୍ ଆପ ଅନ୍ୟତମ । ଅନେକ ଲୋକ ଫେସବୁକ୍ ବ୍ୟବହାର କରିଥାନ୍ତି । ଆଉ ଏଥିରେ ଅନେକ ଲୋକ ଜଡ଼ିତ ହୋଇଥାନ୍ତି । ଏବେ ଏହି ଫେସବୁକକୁ ନେଇ କିଛି ଖବର ଆସିଛି । 
ଫେସବୁକରେ ଲୋକମାନେ ଲାଇଭ ମଧ୍ୟ ଯାଇଥାନ୍ତି । ଏବେ ଜଣେ ବ୍ୟକ୍ତି ଫେସବୁକରେ ଲାଇଭ ଯାଇଥିଲେ ଆଉ ତାଙ୍କ ସହ କିଛି ଅଘଟଣ ଘଟିଯାଇଛି । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ ।
Special report
ଲାଇଭ ସମୟରେ ଲାଇଭ କରୁଥିବା ବ୍ୟକ୍ତି ହିଁ ନେତାଙ୍କୁ ଗୁଳି ମାଡ କରିଛି । ଶିବ ସେନା ନେତା ଲାଇଭରେ ଭାଷଣ ଦେଉଥିଲେ ଆଉ ସେହି ସମୟରେ ସେ ପେଟକୁ ଧରି ଗଳି ପଡ଼ିଲେ । ଏମିତି ବି ମୃ-ତ୍ୟୁ ଆସେ ସେକଥା କିଏ ବା ଜାଣିଥିଲା । 
ଫେସବୁକ୍ ଲାଇଭ ତାଙ୍କ ପାଇଁ ଶେଷ ଦିନ ହୋଇଗଲା । କିଏ ଜାଣିଥିଲା ଏଭଳି ଘଟଣା ଘଟିବ ବୋଲି । ଫେସବୁକ୍ ଲାଇଭ ସମୟରେ ହିଁ ନେତାଙ୍କ ଉପରେ ହେଲା ଗୁଳିମାଡ । ଆଉ ନେତା ଜଣକ ସେହି ଠାରେ ଟଳି ପଡ଼ିଥିଲେ ।
Special report
ଯେଉଁ ବ୍ୟକ୍ତି ଜଣକ ନେତାଙ୍କର ଲାଇଭ ଭିଡିଓ କରୁଥିଲେ ସେ ହିଁ ତାଙ୍କୁ ଗୁଳି ମାଡ କରିଥିଲେ । ଏହି ଶିବସେନାର ନେତା ଏଭଳି ମୃତ୍ୟୁବରଣ କରିବେ ସେକଥା କିଏ ବା ଜାଣିଥିଲା । ଗୁଳି ନେତାଙ୍କ ପେଟରେ ବାଜିଥିଲା । ଆଉ ସେ ସେଠାରେ ଚିତ୍କାର କରିଥିଲେ ।
Special report
ଗତକାଲି ସନ୍ଧ୍ୟାରେ ମୁମ୍ବାଇର ଧଇଁଶର ଅଞ୍ଚଳରେ ଏହି ଘଟଣା ଘଟିଛି । ନେତା ଅଭିଷେକ ଗୋଷାଳକଲ ମୃତ୍ୟୁବରଣ କରିଛନ୍ତି । ଏହି ବ୍ୟକ୍ତି ଜଣକ ତାଙ୍କୁ ଏଭଳି ଗୁଳି କରିବାର ପୂର୍ବ ଶତ୍ରୁତା ବୋଲି ଜଣାପଡିଛି ।
ଗୁଳି କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁରଲୀ ନେଉରିଆ । ଅଭିଯୁକ୍ତ ଜଣଙ୍କୁ ପୋଲିସ ଏବେ ଚିହ୍ନଟ କରିଛି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ଏବେ ଏହ ଘଟଣା ସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Advertisement