Feb 9, 2024, 16:33 IST

ଅଚାନକ ମୃ-ତ୍ୟୁ ବରଣ କଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ କେଉଁ କାରଣ ପାଇଁ ହେଲା ପରଲୋକ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଏବଂ ଏହାସହ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ସବୁ ପ୍ରକାରର ଖବର ସୋସିଆଲ ମିଡ଼ିଆ ଦ୍ଵାରା ପାଇ ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଜାଣିପାରିବେ । ଆପଣମାନେ ଅନେକ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଜାଣିଥିବେ। ଏବେ ଜଣେ କଳାକାରଙ୍କୁ ନେଇ ଆସିଛି କିଛି ଖବର। 
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିପାରିବେ । ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି । ଏହି ଖବର ସମସ୍ତଙ୍କ ମନରେ ଦୁଃଖ ଦେଇଛି ।
Special report
ଆଜିକାଲି ଦୁନିଆରେ ଲୋକମାନେ ମଦ ପିଇ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବନ୍ତି ନାହିଁ । ଏବେ ଏଭଳି କିଛି କାମ କରିଛି ମଦୁଆ ପୁଅ ।
ମଦୁଆ ପୁଅ ଜଣକ ମଦ ପିଇ ଜଣେ ଅଭିନେତ୍ରୀ ଯିଏ କି ତାର ମାଆ ହେବେ ତାଙ୍କୁ ପିଟି ପିଟି ମାରିଦେଇଛି । ପିଟି ପିଟି ନିଜ ମାକୁ ମାରିଦେଇଛି ପୁଅ । ଏହି ଖବର ଏବେ ସିନେମା ଜଗତରେ ହଇଚଇ ସୃଷ୍ଟି କରିଛି ।
Special report
ସିନେମା ଜଗତରେ ଏହି ଖବର ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ମଦୁଆ ପୁଅ ଜଣକ ମାକୁ ମଦ ପିଇବାକୁ ଟଙ୍କା ମାଗିଥିଲେ । ଆଉ ତାଙ୍କ ମା ଟଙ୍କା ଦେବାକୁ ନାହିଁ କରିବାରୁ ଏଭଳି କାମ କରିଥିଲେ ପୁଅ । 
ଏହାପରେ ପୁଅ ଜଣକ ରାଗି ଯାଇ ଘରେ ପଡ଼ିଥିବା କାଠ ଫାଳିଆରେ ତାର ମାକୁ ମାରି ଦେଇଛି । ପିଟି ପିଟି ମାଆକୁ ମାରିଦେଲା ପୁଅ । ଏହି ମା ଜଣକ ହେଉଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଅଭିନେତ୍ରୀ ଜଣଙ୍କର ନାମ ହେଉଛି କାଶିଆ ମଲ୍ଲ । ତାଙ୍କୁ ୭୪ ବର୍ଷ ହୋଇଥିଲା ।
ତାମିଲ ଫିଲ୍ମ୍ ଜଗତର ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଏବେ ଏହି ଅଭିନେତ୍ରୀ ଜଣଙ୍କର ମୃ-ତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି । ତାମିଲ ସିନେମା ଜଗତରେ ଦୁଃଖର ବାତାବରଣ ଖେଳିଯାଇଛି ।

Advertisement