Jun 18, 2024, 18:57 IST

ବିଜେଡି ପରେ ବିଜେପିରେ ଯୋଗ ଦେଇ ମୁଁହ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ ଦେଖନ୍ତୁ କଣ କହିଲେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ଯାହା ରାଜନୀତିକୁ ନେଇ ଆସିଛି ତାହା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ବିଜେପି ନେତା ପ୍ରସନ୍ନ ପାଟଶାଣୀଙ୍କୁ ଜାଣିଥିବେ । ଏହି ବ୍ୟକ୍ତି ଜଣକ ଏବେ ଯାହା କହିଛନ୍ତି ଆପଣ ଏହି ଭିଡିଓରେ ଜାଣିପାରିବେ ।
ଏହି ନେତା ଜଣକ ପୂର୍ବତନ ସାଂସଦ ଥିଲେ । ଆଉ ଏହି ନେତା ଜଣକ ଏବେ ବିଜେପି ଦଳରେ ମିଶି ଯାଇଛନ୍ତି । ସେ ଆନୁଷ୍ଠାନିକ ଭାବରେ ବିଜେପି ଦଳରେ ମିଶିଯିବା ପରେ ଅନେକ କଥା କହିଛନ୍ତି ।
ଏବେ ବିଜେପି ନେତା ପ୍ରସନ୍ନ ପାଟଶାଣୀ କହିଛନ୍ତି, ଦେଶ ପାଇଁ କାମ କରିବାର ଇଚ୍ଛା ଥିଲେ ଯେଉଁ ଦଳରେ ମିଶିଲେ ବି କାମ କରିବ । ସେଥିପାଇଁ ସେ ଦଳ ଛାଡ଼ି ଆଉ ଏକ ଦଳରେ ମିଶି ଦେଶର ସେବା କରୁଛନ୍ତି । ଯାହାର କାମ କରିବାର ଇଚ୍ଛା ଅଛି ସେ ଯେଉଁଠିକି ଗଲେ କାମ କରିବ ।
Special report
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଭାଷା ମଧ୍ୟ କହୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ରାଜ୍ୟକୁ ନେଇ ଅନେକ କଥା କହିଛନ୍ତି । ଆଉ ସେ ଅନେକ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥ କହୁଥିଲେ ।
ଓଡ଼ିଶା ରାଜ୍ୟ କଥା ନେଇ ମୋଦୀ ସବୁବେଳେ କହିଥାନ୍ତି । ଜଣେ ମହିଳା ନେତ୍ରୀଙ୍କୁ ନେଇ ସେ ଅନେକ କଥା କହିଛନ୍ତି । ପାଣ୍ଡିଆନ ଅନେକ କଥା କହିଛନ୍ତି । ପାଣ୍ଡିଆନ ଓଡ଼ିଶାକୁ ନେଇ ଅନେକ କିଛି କହିଥିଲେ । ସେ ଭବିଷ୍ୟତରେ କଣ ହେବେ ଏକଥା ନେଇ ସେ ଦଳରେ ମିଶି ନାହାଁନ୍ତି ।
ସେ ପୂର୍ବରୁ ବିଜେଡି ଦଳରେ ଥିଲେ । ଆଉ ସେ ବିଜୁ ପଟ୍ଟନାୟକଙ୍କ ସହିତ ମଧ୍ୟ କାମ କରିଛନ୍ତି । ଏହାପରେ ସେ ନବୀନ ପଟ୍ଟନାୟକଙ୍କ ସହିତ କାମ କରିଥିଲେ । ଏବେ ଜନସାଧାରଣ କ୍ଷୁବ୍ଧ ହୋଇ ଯାଇଛନ୍ତି ।
ଯେତେବେଳେ ନେତା ପ୍ରସନ୍ନ ପାଟଶାଣୀ ବିଜେଡି ଦଳରେ ଥିଲେ ସେ ଅନେକ କିଛି କାମ କରିଛନ୍ତି । ଆଉ ଦଳ ସେତେବେଳେ ବହୁତ ଉନ୍ନତି କରିଛି । ଏବେ ଦଳରେ ପାଣ୍ଡିଆନ ବାବୁ ମିଶିବା ପରେ ଦଳର ଅବସ୍ଥା ଏଭଳି ହୋଇଛି । ସେ ଏଭଳି କାମ କରିବାକୁ ନେଇ ଅନେକ କଥା କହିଛନ୍ତି ପ୍ରସନ୍ନ ପାଟଶାଣୀ ।

Advertisement