Feb 20, 2024, 16:17 IST

ହାର୍ଟ ଆଟାକରେ ଚାଲିଗଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ କିଏ ଜାଣିଲେ ଭୋ ଭୋ ହେଇ କାନ୍ଦିବେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣିବା ସହ ଅନେକ କିଛି କଥା ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀ ଏବଂ ତାଙ୍କର ପରିବାର ବିଷୟରେ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଜାଣି ପାରୁଛନ୍ତି ।
ଏବେ ପୁଣି ସିନେମା ଜଗତକୁ ନେଇ ଏକ ଦୁଃଖଦ ଖବର ଆସିଛି । ଦୁଃଖରେ ଭାଙ୍ଗି ପଡିଛନ୍ତି ସମସ୍ତ କଳାକାର । ଆମ ଦେଶ ଭାରତ ହେଉଛି କଳାକାରମାନଙ୍କ ଦେଶ । ଆମ ଦେଶରେ ଅନେକ କଳାକାର ଅଛନ୍ତି ।
Special report
ସାଧାରଣ ମଣିଷ ଚାଲିଗଲେ ତାଙ୍କର ପରିବାର ଆଉ ସହଜନ କାନ୍ଦି ଥାଆନ୍ତି । କିନ୍ତୁ ଯଦି ଜଣେ ଅଭିନେତା ବା ଅଭିନେତ୍ରୀ ଚାଲି ଯାଆନ୍ତି ସାରା ସିନେମା ଜଗତ ଆଉ ତାଙ୍କର ପ୍ରଂଶସକମାନେ କାନ୍ଦି ଥାଆନ୍ତି । 
ଏବେ କିଛି ଖବର ଆସିଛି ଏଭଳି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ । ଧାରାବାହିକରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କର ପରଲୋକ ହୋଇଛି । ଚଳଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ।
Special report
ଅନେକ ଦିନ ଧରି ଏହି ଅଭିନେତ୍ରୀ ଜଣକ କର୍କଟ ରୋଗରେ ପୀଡିତ ଥିଲେ । ଆଉ ସେ ଏନେଇ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ଆଜି ପରଲୋକ ହୋଇଛି । ଏହି ଅଭିନେତ୍ରୀ ଜଣକ ୬୭ ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି । 
ଅଭିନେତ୍ରୀ ଜଣକ ୮୦ ଶତକରୁ ଅଭିନୟ କରି ଆସୁଛନ୍ତି । ଅଭିନେତ୍ରୀ କବିତାଙ୍କର ମୃ-ତ୍ୟୁରେ ସାରା ସିନେମା ଜଗତ ଆଜି ଦୁଃଖ ପ୍ରକାଶ କରିଛି । ତାଙ୍କର ପ୍ରଂସଶକମାନେ ଏନେଇ ଦୁଃଖ ପ୍ରକାଶ କରିଛନ୍ତି ।
ତାଙ୍କର ହାର୍ଟ ଆଟାକ୍ ହୋଇଥିଲା । ଆଉ ଏହି ରୋଗ ପରେ ସେ ଭଲ ହୋଇଯିବେ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ତାଙ୍କର ଦେହାନ୍ତ ଘଟିଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି କବିତା ଚୌଧୁରୀ । ଅଭିନେତ୍ରୀ ଜଣଙ୍କର ମୃ-ତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି ।

Advertisement