ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ଜାଣି ଥିବେ।ସେ ବଙ୍ଗଳା ଫିଲ୍ମ ରେ ଅଭିନୟ କରିବା ସହିତ ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କ ଫିଲ୍ମ କୁ ଦେଖିବା ପାଇଁ ସେ ସମୟ ରେ ଦର୍ଶକ ମାନଙ୍କ ଭିତରେ ଭିଡ ଜମି ରହୁ ଥିଲା।
ଲୋକ ମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।ହେଲେ ଆପଣ ମାନେ ଜାଣିଛନ୍ତି କି ତାଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନା କୁ ଆସିଚି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଏବେ ଅସୁସ୍ଥ ଅଛନ୍ତି।

ସେ ଜଣେ ଭଲ ଅଭିନେତା ହେବା ସହିତ ରାଜନୀତି ରେ ମଧ୍ୟ ସକ୍ରୀୟ ଭୂମିକା ଗ୍ରହଣ କରି ଥିଲେ।ଆଜି ମଧ୍ୟ ତାଙ୍କ ପ୍ରଶଂସକ ମାନେ ତାଙ୍କ ଫିଲ୍ମ କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।ହେଲେ ଏବେ ସେ ଆଉ ଫିଲ୍ମ ରେ ଅଭିନୟ କରୁ ନାହାନ୍ତି।ତାଙ୍କ ବୟସ ଏବେ ୭୫ ବର୍ଷ ରୁ ଅଧିକ।
ତଥାପି ସେ ନିଜେ ନିଜେ ଯିବା ଆସିବ କରିଛନ୍ତି।ତେବେ ଆଜି ସକାଳେ ଏକ ବଡ ଖବର ସାମ୍ନା କୁ ଆସିଚି।ଗତ କାଲି ରାତି ରେ ତାଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ଏକ ହସ୍ପିଟାଲ୍ ରେ ଭର୍ତି କରା ଯାଇ ଥିଲା।
ଏବେ ସେ ସୁସ୍ଥ ଅଛନ୍ତି।ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣିବା ପରେ କାନ୍ଦି ପକାଇ ଥିଲେ।ତେବେ ସୂଚନା ଅନୁସାରେ ଗତ କାଲି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ଛାତି ରେ ସାମାନ୍ୟ ଯନ୍ତ୍ରଣା ହେଉ ଥିଲା।ସେ ଠିକ୍ ସେ ନିଃଶ୍ୱାସ ନେଇ ପାରୁ ନ ଥିଲେ।

ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ ରେ ଭର୍ତି କରି ଥିଲେ।ତେବେ ତାଙ୍କ ପରିବାର ତରଫ ରୁ ଏ ନେଇ କୌଣସି ସୂଚନା ମିଳି ପାରି ନାହିଁ।ସମସ୍ତେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
ଏହି ଖବର ତାଙ୍କ ପ୍ରଶଂସକ ମାନଙ୍କ ନିକଟ ରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ୍ ରେ ଭିଡ ଜମାଇ ଥିଲେ।ତେବେ ବର୍ତ୍ତମାନ ସମୟ ରେ ଖବର ଆସୁଛି କି ସେ ସୁସ୍ଥ ଅଛନ୍ତି।
ଏହା ଶୁଣିବା ପରେ ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।ମିଥୁନ ଚକ୍ରବର୍ତ୍ତୀ ଏଭଳି ଜଣେ ଅଭିନେତା ଯାହାକୁ କେବେ କେହି ଭୁଲି ପାରିବେ ନାହିଁ।ଲୋକ ମାନଙ୍କୁ ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ଖୁବ୍ ଭଲ ଲାଗି ଥାଏ।