Updated: Feb 27, 2024, 18:18 IST

ଆଧାର କାର୍ଡକୁ ନେଇ ଆସିଲା ବଡ ଖବର ଦେଖନ୍ତୁ ଏହି ସମୟସୀମା ମଧ୍ୟରେ ହୋଇଯିବ ଆଧାର କାର୍ଡ ଅଚଳ !!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
Special report
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଦର୍ଶକ ବନ୍ଧୁ ଆଜିକା ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଅଟେ। ଭାରତରେ ପ୍ରତିଟି ଭାରତୀୟଙ୍କ ମୁଖ୍ୟ ଡକମେଣ୍ଟ ପାଲଟିଛି ଆଧାର କାର୍ଡ। 
ତେଣୁ ଯେଉଁ ମାନେ ୧୦ ବର୍ଷଧରି ଆଧାର କାର୍ଡ ଅପଡେଟ କରିନାହାଁନ୍ତି ସେମାନେ ଏବେ ସାବଧାନ ହୋଇଯାଆନ୍ତୁ। ଏବଂ ତୁରନ୍ତ କରିଦିଅନ୍ତୁ ଆଧାର କାର୍ଡ ଅପଡେଟ। ଅପଡେଟ କରିବା ପାଇଁ କୌଣସି ସାଇବରକେପ ଯିବା ଦରକାର ନାହିଁ।
Special report
କାରଣ ଆପଣ ଘରେ ବସି ମଧ୍ୟ ଏହି ଅପଡେଟ କରିପାରିବେ। ଏଥିପାଇଁ ଶେଷ ତାରିଖ ରହିଛି ୧୪ ମାର୍ଚ୍ଚ ୨୦୨୪। ଏହି ତାରିଖ ପରେ ଯଦି ଆପଣ ଅପଡେଟ କରନ୍ତି ତାହେଲେ ଆପଣଙ୍କୁ ଦେବାକୁ ପଡ଼ିବ ମଟା ଅଙ୍କର ଜରିମାନା। 
Special report
ୟୁଆଇଡିଆଇ ଅଫିସିୟାଲ ୱେବସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ଦେବାକୁ ପଡିବ ଆଧାର କାର୍ଡ ନମ୍ବର। ଏହାପରେ ଆପଣଙ୍କ ଫୋନକୁ ଯିବ ଏକ ଓଟିପି। ଏହାପରେ ସମସ୍ତ ତଥ୍ୟ ଚେକ କରି କରିପାରିବ ନିଜର ଆଧାର କାର୍ଡ ଅପଡେଟ।
ପିଭିସି କାର୍ଡଟିକୁ ପ୍ରାପ୍ତ କରିବାକୁ ହେଲେ ଆପଣଙ୍କୁ ଶୁଳ୍କ ପ୍ରଦାନ କରିବାକୁ ପଡ଼ିପାରେ। ତେବେ କିଛି ବଡ ସମସ୍ୟା ଆସିବା ପୂର୍ବରୁ ତୁରନ୍ତ ସମୟ ସୀମା ମଧ୍ୟରେ ନିଜ ଆଧାର କାର୍ଡ ଅପଡେଟ କରାଇ ନେବା ନିହାତି ଜରୁରୀ।

Advertisement