Mar 30, 2024, 10:35 IST

ବର୍ଷେ ତଳେ ରୁଚିକା ମୃ-ତ୍ୟୁ ମାମଲା ରେ ଆସିଲା ନୂଆ ମୋଡ..ହ-ତ୍ୟା ରେ ବିଜେଡି ନେତା ଙ୍କ ହାତ ଥିବା ସନ୍ଦେହ

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ବହୁ ଚର୍ଚ୍ଚିତ ରୁଚିକା ନାହାନ୍ତି ଙ୍କ ଆ-ତ୍ମ-ହ-ତ୍ୟା ବିଷୟରେ ନିଶ୍ଚୟ ଜାଣିଥିବେ।ଏହି ଘଟଣା ଟି ୨୦୨୨ ରେ ଘଟିଥିଲା।
ବର୍ତମାନ ଏହି ଘଟଣା ଟି ପୁଣିଥରେ ଚର୍ଚ୍ଚା କୁ ଆସିଛି।ବିଜେବି କଲେଜ ର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆ-ତ୍ମ-ହ-ତ୍ୟା ଘଟଣା ରେ ଭୁବନେଶ୍ବରର ବିଜେଡ଼ି ବିଧାୟକଙ୍କ ହାତ ରହିଛି ବୋଲି ଜଣାପଡିଛି।
Hh
ଯୁବ କଂଗ୍ରେସ ଏହା ଅଭିଯୋଗ କରିଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ସାମ୍ବାଦିକ ସମିଳନୀ ରେ ଯୁବ କଂଗ୍ରେସ ଏକ ଅଡିଓ ଶୁଣାଇଛନ୍ତି।ଅଡିଓ ରେ ଶୁଣିବାକୁ ମିଳିଛି ଯେ ଜଣେ ଯୁବତୀ ବିଜେଡି ବିଧାୟକ ଙ୍କ ସହିତ କଥା ହୋଇ କହୁଛନ୍ତି ଯେ ତୁମପାଇଁ ଦୁଇ ଦୁଇଟି ଝିଅଙ୍କ ଜୀବନ ଯିବାକୁ ବସିଛି।
ଯୁବ କଂଗ୍ରେସ ଅଡିଓ ଶୁଣାଇବା ପରେ କହିଛନ୍ତି ଯେ ଏହି ଭଏସ ଟି କାହାର ସେ ଜାଣି ନାହାଁନ୍ତି।ଏହି ଭଏସ ଟି ଭୁବନେଶ୍ୱର ର ତିନି ଜଣ ବିଧାୟକ ଙ୍କ ମଧ୍ୟରୁ ଜଣଙ୍କର। ଏ ବିଷୟରେ ଡିସିପି ଙ୍କୁ ଅନୁରୋଧ କରିଛନ୍ତି।
Gh
ରୁଚିକା ଙ୍କୁ ହ-ତ୍ୟା କରାଯାଇଛି ବୋଲି ସୂଚନା ମିଳିଥିଲା।ପୋଲିସ ଏହି ଘଟଣା ର ଦୋଷୀ କିଏ ସେ କହି ନାହାଁନ୍ତି,ମୋବାଇଲ ଟି ର କଣ ହୋଇଥିଲା ତାହା ମଧ୍ୟ କହି ନାହାଁନ୍ତି।
ବର୍ତମାନ ଯେଉଁ ଅଡିଓ ଶୁଣିବାକୁ ମିଳିଛି ସେଥିରେ ଝିଅ ଟି କିଏ କଥା ହେଉଛନ୍ତି,ସେ ରୁଚିକା ଙ୍କ ସାଙ୍ଗ କି ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପୂର୍ବରୁ ମଧ୍ୟ ଆଲୋଚନା ହେଉଥିଲା ଯେ ହଷ୍ଟେଲ ରେ ୱାଡେନ୍ ଆଉ ଏମିତି କିଛି ତା ଭିତରେ ଖରାପ ଜିନିଷ ଚାଲିଛି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଏହି ଭିଡିଓ ଟି ଦେଖିବା ପରେ ଆଲୋଚନା କରିବାରେ ଲାଗିଛନ୍ତି।

Advertisement