Apr 28, 2024, 08:39 IST

ଆଇପିଏଲ ମ୍ୟାଚ୍ ଭିତରେ ଘଟି ଯାଇଥାନ୍ତା ବଡ଼ ଅଘଟଣ..ପଡିଆ ଭିତରେ ରାହୁଲ କୁ କାମୁଡି ପକେଇ ଥାଆନ୍ତା ନାଗ ସାପ..

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଖେଳ ପଡିଆ ଭିତରେ ପଶି ଗଲା ସାପ।ଖେଳାଳି ମାନେ କ୍ରିକେଟ ଖେଳୁଥିବା ସମୟ ରେ ଗୋଡାଇଲା ବିଷଧର ସାପ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଗୋଟିଏ ବଡ ସାପ ଗୋଡ଼ାଇ ଥିଲା ଭାରତୀୟ କ୍ରିକେଟ ଦଳର ଖେଳାଳି କେ ଏଲ ରାହୁଲ।
ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ଏପରି ଘଟଣା ଆଗରୁ ବହୁତ ଥର ଘଟିଛି।ଯେଉଁ ଠାରେ କିଛି ସମୟ ପାଇଁ ଖେଳ କୁ ବନ୍ଦ କରି ଦିଆ ଯାଇ ଥାଏ।ତେବେ ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Ik
ସୂଚନା ଅନୁସାରେ ୨୦୨୨ ମସିହା ରେ ଅକ୍ଟୋବର ମାସ ରେ ଟି ୨୦ ମ୍ୟାଚ୍ ଚାଲୁ ଥିଲା।ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରେ ବଡ ଆକାର ରେ ହେଉ ଥିଲା।ସମସ୍ତ ଖେଳାଳି କେବଳ ମ୍ୟାଚ୍ ଉପରେ ଧ୍ୟାନ ଦେଉ ଥିଲେ।
ଏହି ସମୟ ରେ କେଉଁ ଠାରୁ ଏକ ଅଜଣା ସାପ ପଡିଆ ଭିତରକୁ ଚାଲି ଆସି ଥିଲା।ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ବୋଲିଂ କରୁଥିଲା।କେ ଏଲ ରାହୁଲ ବ୍ୟାଟିଂ କରିଥିବା ବେଳେ ସାପ ଟି ତାଙ୍କ ଆଡ଼କୁ ମାଡ଼ି ଆସି ଥିଲା।
ସେ ଭୟ ରେ ପଡିଆ ଭିତରେ ଦଉଡ଼ି ବାକୁ ଲାଗିଲେ।ସମସ୍ତେ ତାଙ୍କୁ ଦେଖି ଦଉଡ଼ି ଥିଲେ।ଏହି ସମୟ ରେ ଆମ୍ପାୟର ଖେଳ କୁ ବନ୍ଦ କରି ଦେଇ ଥିଲେ।ସମସ୍ତ ଖେଳାଳି ପାଭିଲିୟନ୍ କୁ ଚାଲି ଯାଇ ଥିଲେ।
ଏହା ପରେ ଗ୍ରାଉଣ୍ଡ ଷ୍ଟାପ ଆସି ସେହି ବିଷଧର ସାପ କୁ ସେଠାରୁ ଏକ ସୁରକ୍ଷିତ ସ୍ଥାନ କୁ ନେଇ ଯାଇ ଥିଲେ।ଏହି ସମୟ ରେ ସେଠାରେ ବସି ଥିବା ଦର୍ଶକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ପଡିଆ ଭିତରେ ସାପ କେଉଁ ଠାରୁ ଆସିଚି ବୋଲି ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଚି।
ତେବେ ଏହି ଘଟଣା କୁ ଅନେକ ଦିନ ବିତି ଯାଇଛି।ହେଲେ ଏହି ସାପ ବିଷୟ ରେ କିଛି ବି କଥା ଜଣା ପଡ଼ି ନାହିଁ।ଲୋକ ମାନେ ଆଜି ମଧ୍ୟ ସେହି ସାପ କୁ ମନେ ରଖିଛନ୍ତି।କିଭଳି ସେହି ସମୟ ରେ ସାପ ଟି କେ ଏଲ ରାହୁଲ ଙ୍କୁ ଆ-କ୍ର-ମ-ଣ କରି ଥାନ୍ତା ଆଜି ମଧ୍ୟ ସମସ୍ତେ କହୁଛନ୍ତି।

Advertisement