Updated: Jan 21, 2024, 13:04 IST

ଏହି ୫ ଓକିଲଙ୍କ ପାଇଁ ସମ୍ଭବ ହୋଇ ପାରିଲା ରାମ ମନ୍ଦିର ନିର୍ମାଣ ଥରେ ଜାଣି ନିଅନ୍ତୁ କେମିତି କରିଥିଲେ ସଂଘର୍ଷ - Exclusive

Viral

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆଉ ଦିନ କେଇଟା ମଧ୍ୟ ରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।ରାମ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଶହ ଶହ ଲୋକ ଅପେକ୍ଷା କରି ରହିଥିଲେ।ଶେଷ ରେ ସମସ୍ତଙ୍କ ଆଶା ପୂର୍ଣ୍ଣ ହେବାକୁ ଯାଉଛି।
ହେଲେ ଆପଣ ମାନେ ଜାଣି ଛନ୍ତି କି ଏହି ରାମ ମନ୍ଦିର ପ୍ରତିଷ୍ଠା ହେବାର ରେ ପାଞ୍ଚ ଜଣ ବିଚାର ପତି ଦେଇ ଥିଲେ।ଆଜି ତାଙ୍କରି ପାଇଁ ଆମ ଭାରତ ବର୍ଷ ରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି।ଯାହାକୁ ନେଇ ଆଜି ଠାରୁ ଚର୍ଚ୍ଚା ହେଉଚି। ଆଜି ଆମେ ଆପଣ ମାନଙ୍କୁ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।
5 advocate
ସୂଚନା ଅନୁସାରେ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଛି।ଲକ୍ଷ ଲକ୍ଷ ଭାରତୀୟ ଏହି ଦିନ କୁ ଅପେକ୍ଷା କରି ରହିଥିଲେ। ବାବରି ମସଜିଦ ଭାଙ୍ଗିବା ପରେ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।
ଏହି ବିବାଦ ର ଏତେ ଦିନ ପର୍ଯ୍ୟନ୍ତ ସମାଧାନ ହେଇ ପାରୁ ନ ଥିଲା।ଶେଷ ରେ ଏହି ବିବାଦ ର ସମାଧାନ ହୋଇ ଥିଲା।ସମସ୍ତେ ଅପେକ୍ଷା କରି ଥିବା ଦିନ ଟି ବହୁତ ଜଲଦି ଆସି ଯାଇଥିଲା।
Viral video
ଏହା କେବଳ ପାଞ୍ଚ ଜଣ ବିଚାର ପତି ଙ୍କ ପାଇଁ ସମ୍ଭବ ହୋଇ ଥିଲା।ଏହି ପାଞ୍ଚ ଜଣ ବିଚାର ପତି ମାନେ ସେଦିନ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାୟ ଦେଇଥିଲେ।ସେଥିପାଇଁ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ସେହି ପାଞ୍ଚ ଜଣ ବିଚାର ପତି ମାନଙ୍କୁ ନିୟନ୍ତ୍ରଣ କରା ଯାଇଛି।
ସେହି ପାଞ୍ଚ ବିଚାର ପତି ମାନେ ହେଲେ ରଞ୍ଜନ ଗୋଗେଇ,ଶରତ ଅରବିନ୍ଦ ଗୋଗେଡେ,ବି. ଚନ୍ଦ୍ରଚୁଡ,ଅଶ୍ଵ ଭୂଷଣ ଅବଦୁଲ ନାଜୀମ।ଏମାନଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିୟନ୍ତ୍ରଣ କରା ଯାଇଚି।ଉତ୍ତରପ୍ରଦେଶ ସରକାର ଙ୍କ ପକ୍ଷ ରୁ ଏକ ପଞ୍ଚାବନ ପୃଷ୍ଠା ର ଅତିଥି ତାଲିକା ପ୍ରକାଶ ପାଇଛି।
Viral
ଯେଉଁଥିରେ ସମସ୍ତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ନିୟନ୍ତ୍ରଣ କରା ଯାଉଛି।ଏଥିରେ ସାରା ଦେଶ ର ଲୋକ ମାନେ ଅଂଶ ଗ୍ରହଣ କରି ପାରିବେ।
ଏହାକୁ ନେଇ ଏବେ ଆମ ଦେଶ ରେ ଉତ୍ସବ ପାଳନ ହେଉଚି।ଭାରତ ର ଲୋକ ମାନେ ଏଥିରେ ବହୁତ ଖୁସି ଅଛନ୍ତି।ଆଉ ଦିନ କେଇଟା ପରେ ଆମ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହେବ।ଆଜି ଏହି ଖୁସି ର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ସମ୍ଭବ ହୋଇଛି।

Advertisement