Updated: Apr 7, 2024, 12:33 IST

ଆହୁରି ୩ ଦିନ ପାମ୍ପଡ ଭଳିଆ ସିଝିବେ ଲୋକେ..୫୦°c ତାପମାତ୍ରା ରେ ଜ-ଳି-ବ ଓଡିଶା

Yg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଏବେ ସବୁ ସହରର ତାପମାତ୍ରା ୩୦° ଉପରେ ।ଆଜି ସକାଳ ୮.୩୦ ସୁଦ୍ଧା ଚାନ୍ଦବାଲି ସହର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଚାନ୍ଦବାଲି ର ତାପମାତ୍ରା ରହିଛି ୩୧.୬°।
ଏଭଳି ଅନେକ ସହରରେ ମଧ୍ଯ ତାପମାତ୍ରା ସକାଳ ୮.୩୦ ସୁଦ୍ଧା ଖୁବ୍ ଅଧିକ ରହିଥିବା ଜଣା ପଡ଼ିଛି। ଯାହାକି ଲୋକଙ୍କ ପାଇଁ ଖୁବ୍ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ଅସହ୍ୟ ରାତି ସହ ଝୁବ୍ ଗୁଳୁଗୁଳି ମଧ୍ୟ ହେବାରେ ଲାଗିଛି।
Gg
ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବେଶ କରିବାରେ ଲାଗିଛି। ସେଥିପାଇଁ ତାପମାନ ବୃଦ୍ଧି ହେବା ନେଇ ଏହା ପାଣିପାଗ ତତଫରୁ ସୁଚନା ମିଳିଛି।
ଏହି ପାଣିପାଗରେ କିଛି ପରିବର୍ତ୍ତନ ଆସି ପାରେ କାରଣ ଆସନ୍ତା ୭ ଓ ୮ ତାରିଖରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ତାତି ରୁ କିଛି ଆଶ୍ଵସ୍ଥି ମିଳିବ ବୋଲି ଏହା ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି।
ଏହି ଖବର ଶୁଣିବା ପରେ ଲୋକମାନେ ଟିକେ ଖୁସୀ ହୋଇ ଯାଇଛନ୍ତି। କାରଣ ଅସହ୍ୟ ତାତି ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡ଼ୁଥିଲା।
H7
ବଲାଙ୍ଗୀର ରେ ମଧ୍ୟ ସ୍ଥିତି ସେମିତି ରହିଛି ଅସହ୍ୟ ତାତି ପାଇଁ ଲୋକ ମାନେ ନାହିଁ ନଥିବା ହଇରାଣ ହରକତ ହେବାରେ ଲାଗିଛନ୍ତି। ତାତି ଯେତେ ଅଧିକ ବଢୁଛି ଲୋକମାନେ ସେତେ ମାତ୍ରାରେ ଖୁବ୍ ହନ୍ତସନ୍ତ ହେବାରେ ଲାଗିଛନ୍ତି। ପ୍ରଶାସନିକ ସ୍ତରରୁ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଯାହା ଏବେ ଦେଖିବାକୁ ମିଳୁଛି କି ଅସହ୍ୟ ଖରା ପାଇଁ ସମସ୍ତେ ନିଜ ନିଜ ମୁଣ୍ଡରେ ଗାମୁଛା ପକାଇ ଯାତାୟାତ କରିବାରେ ଲାଗିଛନ୍ତି। ସମସ୍ତେ କଳା ଚଷମା ଓ ଗୋଡ଼ରେ ଜୋତା ମଧ୍ୟ ପିନ୍ଧି ଛନ୍ତି।
୧୦ ଟା ପରେ ଅଧିକ ଖରା ହେଉଥିବା କାରଣରୁ ରାସ୍ତାଘାଟ ମଧ୍ୟ ସଂପୂର୍ଣ୍ଣ ଭାବରେ ଖାଁ ଖାଁ ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି କି ଏବେ ଠାରୁ ଏତେ ତାପମାତ୍ରା ବଢିଲାଣି ତେବେ ଆଗକୁ କିଭଳି ତାପମାତ୍ରା ହେବ।

Advertisement