ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିବା ପାଇଁ ଡାକ୍ତର ଦମ୍ପତି ପ୍ରବଳ ଉତ୍ସାହିତ ଥିଲେ। ଏହି ଅବସରରେ ଘନିଷ୍ଠ ସଂପର୍କୀୟମାନେ ମଧ୍ୟ ଖୁସିରେ ଥିଲେ।
କିନ୍ତୁ ଏହି ଖୁସି ଅଳ୍ପ ସମୟ ମଧ୍ୟରେ ଭାଙ୍ଗି ଚୁରମାର ହୋଇଗଲା। ସଡ଼କ ଦୁ-ର୍ଘ-ଟ-ଣା-ରେ ଡାକ୍ତରଙ୍କ ମୃ-ତ୍ୟୁ ହେଲା ପରେ ଡାକ୍ତରାଣୀ ଭାଙ୍ଗି ପଡ଼ିଛନ୍ତି ଏବଂ ତାଙ୍କ ପରିବାରରେ ଶୋକର ଲହରି ଖେଳି ଯାଇଛି।

ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁ-ର୍ଘ-ଟ-ଣା-ରେ ଡାକ୍ତର ମନୋଜ କୁମାରଙ୍କ ମୃ-ତ୍ୟୁ ହୋଇଛି। ସୂଚନା ଅନୁସାରେ ଭୁବନେଶ୍ବରରେ ରହୁଥିବା ଡାକ୍ତର ମନୋଜ କୁମାର ଗତ ଫେବ୍ରୁଆରି ୨୮ ତାରିଖରେ କବିରାଜ ବେହେରାଙ୍କ ଝିଅ ଡାକ୍ତରାଣୀ ସୁଶ୍ରୀ ସଂଗୀତାଙ୍କୁ ବେଶ ଧୁମଧାମରେ ବିବାହ କରିଥିଲେ।
ବନ୍ଧୁଗଣ ମେ’ ୨୮ ତାରିଖରେ ଉଭୟ ଡାକ୍ତର ଦମ୍ପତି ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିଥାନ୍ତେ। ଏଥିପାଇଁ ପୂର୍ବରୁ ସବୁ ପ୍ରସ୍ତୁତି ସରିଥିଲା।
କିନ୍ତୁ ଦୁଃଖର ବିଷୟ ହେଲା ଯେ,ଏହା ପୂର୍ବରୁ ଡାକ୍ତର ମନୋଜ ଦୁ-ର୍ଘ-ଟ-ଣା-ର ସାମ୍ନା କରିଛନ୍ତି। ବନ୍ଧୁଗଣ ଭୁବନେଶ୍ବରର ଫାୟାର ଷ୍ଟେସନ ଛକରେ ମନୋଜ ଦୁ-ର୍ଘ-ଟ-ଣା-ର ସମ୍ମୁଖୀନ ହୋଇଛନ୍ତି।
ଡାକ୍ତର ମନୋଜ ଦୁ-ର୍ଘ-ଟ-ଣା-ର ସାମ୍ନା କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିଲେ।
ମନୋଜଙ୍କ ମୃ-ତ-ଦେ-ହ ଶ-ବ ବ୍ୟବଚ୍ଛେଦ କରାଯାଇଥିଲା। ରାଜଧାନୀ ଚିକିତ୍ସାଳୟ ପରିସରରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳି ଦେଖିବାକୁ ମିଳିଥିଲା।