Dec 12, 2023, 11:38 IST

୨୦୨୩ ଠାରୁ ବେଶୀ ଖତରନାକ ହେବ ୨୦୨୪, ଏଇ ବର୍ଷ ଶେଷ ସୁଦ୍ଧା ଆସିଯିବ କଳ୍କୀ ଅବତାର...

Special Report

ନମସ୍କାର ପାଠକ ବନ୍ଧୁ।ଆଜି ଆମେ ଆପଣ ମାନଙ୍କୁ ମାଳିକା ବିଷୟରେ କହିବାକୁ ଯାଉଛୁ।ଆଗକୁ ୨୦୨୪ ମସିହା ଆସିବାକୁ ଯାଉଛି।ଏହାକୁ ନେଇ ଏବେ ସମସ୍ତେ ଭବିଷ୍ୟ ବାଣୀ କରୁଛନ୍ତି।ମାଳିକା ରେ କୁହା ଯାଇଛି
Special Report
୨୦୨୪ ରେ ପାପୀ ମାନଙ୍କ ସଂହାର ହେବ।ସାଧୁ ମାନେ ଶାସନ କର୍ତା ହେବେ।ଏହି ବର୍ଷ ମା ବିରଜା ବିଷ୍ଣୁ ଙ୍କ ପାଖକୁ ଯିବେ।ସେଠାରେ ସବୁ ଠାକୁର ଙ୍କ ର ସାକ୍ଷାତ ହେବ।ଏହି ସମୟ ରେ ଦିଲ୍ଲୀ ସିଂହାସନ ରେ ପ୍ରଭୁ ବଳଭଦ୍ର ରାଜା ହେବେ।
ମାଳିକା ରେ ଯାଜପୁର ଜିଲ୍ଲାକୁ ନେଇ ଅନେକ କଥା କୁହା ଯାଇଛି।ମା ବିରଜା ଙ୍କ ବାସ ସ୍ଥଳୀ କୁ ନେଇ ମହା ପୁରୁଷ ମାନେ ଅନେକ କଥା ଲେଖିଛନ୍ତି।ବଳଭଦ୍ର ରାଜା ହେବା ପରେ ଅନେକ ସାଧୁ ସନ୍ଥ ମାନଙ୍କୁ ନିୟୋଜିତ କରିବେ।
ସେମାନେ ଠିକ୍ ରୂପେ ଶାସନ କରିବେ।ନିକଟ ରେ ଚେନ୍ନାଇ ରେ ଏକ ଭୟଙ୍କର ଜଳ ସୁନାମି ହୋଇଥିଲା।ଏହା ଦୀର୍ଘ ୮୦ ବର୍ଷ ର ରେକର୍ଡ କୁ ଭାଙ୍ଗି ଦେଇଛି।ଯାହାକି ଆଗରୁ ମାଳିକା ରେ ଲେଖା ହୋଇ ଥିଲା।
Special Report
ଏହି ସମୟ ରେ ସନାତନ ଧର୍ମ ଉପରେ ବେଶୀ ଗୁରୁତ୍ଵ ଦିଆ ଯିବ।ଏହି ଧର୍ମ ମାଧ୍ୟମ ରେ ଲୋକ ଙ୍କ ମଧ୍ୟ ରେ ଭକ୍ତି ଭାବ ଜାଗ୍ରତ କରା ଯିବ।ଏବେ ସମସ୍ତେ ମାଳିକା କୁ ମାନୁଛନ୍ତି।
ମାଳିକା ରେ ମହାପୁରୁଷ ମାନେ ଯାହା କିଛି ଲେଖି ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି।ଏବେ ପିଲା ଠାରୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାଳିକା ଦେଖୁଛନ୍ତି।
୨୦୨୪ ମସିହା କିଛି ଲୋକ ଙ୍କ ପାଇଁ ଭଲ ହେଲା ବେଳେ କିଛି ଲୋକ ଙ୍କ ପାଇଁ ଖରାପ ହେବ।ଏହି ବର୍ଷ ଯାହା କିଛି ଭଲ ଓ ଖରାପ ହୋଇଚି।ତାହା ଆଗକୁ ଖରାପ ରେ ପରିଣତ ହେବ।କେବଳ ହରି ନାମ ଦ୍ଵାରା ଆମେ ଏହି ସବୁକିଛି ସମ୍ଭବ ବୋଲି କୁହା ଯାଉଛି।

Advertisement