Feb 8, 2025, 11:13 IST

ଟ୍ରାକ୍ଟର ତଳେ ଚାପି ହୋଇଗଲେ ଶ୍ରମିକ ମୁଣ୍ଡ ଫାଟି ହେଲା ଦୁଇ ଫାଳ ଆଉ ତାପରେ

Vv

ଆଜିକାଲି ସମାଜରେ ଯାହା ବି ଘଟଣା ଘଟୁଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ମେଡ଼ିକାଲରେ ଏବେ କାନ୍ଦୁଛନ୍ତି ଅନେକ ଲୋକ । କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ । ଏବେ ମେଡ଼ିକାଲରେ କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇପଡିଛି ପୁଅ । ପୁଅ କାନ୍ଦି କାନ୍ଦି ମେଡିକାଲ ତଳେ ଗଡି ଯାଉଛି । ବାପା ମାଆ କାମ କରିବାକୁ ଯାଇଥିଲେ କିନ୍ତୁ ସେମାନେ ଆଉ ଘରକୁ ଫେରିବେ ନାହିଁ । ମାଆ ଆଉ ବାପାଙ୍କୁ ହରାଇ କାନ୍ଦୁଛି ପୁଅ ।
Gg
ଏବେ ସମସ୍ତଙ୍କ ଆଖିରେ ଲୁହ ଆଉ ନିଜ ଲୋକଙ୍କୁ ହରାଇବାର କୋହ ଆଉ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ମେଡିକାଲ । କିଏ ଚିତ୍କାର କରି ଉଠୁଛି ତ କିଏ ମାଟିରେ ପଡ଼ି ଗଡି ଯାଉଛି । ଏହାର ଦୃଶ୍ୟ ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ମେଡିକାଲ ପରିସରରେ ଲୋକମାନେ ଧରାଧରି ହୋଇ କାନ୍ଦୁଛନ୍ତି । ରାସ୍ତାରେ ଘଟିଥିଲା ଏଭଳି ଘଟଣା । ଏହି ଘଟଣା ଦେଖିଲେ ଯେ କେହିବି କାନ୍ଦି ପକାଇବ । ଶ୍ରମିକମାନେ କାମ କରୁଥିଲେ । ଆଉ କାମ କରିବା ବେଳେ ଘଟିଥିଲା ଏଭଳି ଘଟଣା । 
Yy
ଶହ ଶହ ଇଟାର ମାଡ଼ରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ । ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଳି ପଡ଼ିଥିଲା । ଆଉ ରାସ୍ତା ତଳେ କାମ କରୁଥିଲେ ଶ୍ରମିକ । ଏହି ଟ୍ରାକ୍ଟର ପଡ଼ିବା ପରେ ଶହ ଶହ ଇଟା ଶ୍ରମିକଙ୍କ ଉପରେ ପଡ଼ି ଯାଇଥିଲା । ଆଉ ଇଟା ପଡ଼ିବା ଦ୍ଵାରା ଦୁଇଜଣ ଶ୍ରମିକଙ୍କ ଜୀବନ ଚାଲି ଯାଇଥିବା ବେଳେ ୫ ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଅଛନ୍ତି । ଦମ୍ପତ୍ତିଙ୍କ ମୁଣ୍ଡ ଛେଚରା ହୋଇଯାଇଛି । ଆଉ ଏବେ ଏହିସବୁ ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ହଠାତ୍ ଏଭଳି ଘଟଣା ଘଟି ଯାଇଥିଲା ।
ଏହି ମାଲ ବୋଝେଇ ଟ୍ରାକ୍ଟର ହଠାତ୍ ଓଲଟି ପଡିଥିଲା । ଆଉ ରାସ୍ତାରେ ସବୁଆଡେ ବିଛେଇ ହୋଇ ପଡ଼ିଥିଲା ରକ୍ତ । ରକ୍ତରେ ଭିଜି ଯାଇଥିଲା ମାଟି । ଏଭଳି ହୃଦୟ ବିଦାରକ ଦୃଶ୍ୟ ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଘଟଣା ଦେଖିପାରିବେ । ଇଟାରେ ଶ୍ରମିକଙ୍କ ମୁଣ୍ଡ ଛେଚେରା ହୋଇ ଯାଇଛି । ଏବେ ଏହି ଘଟଣାରେ ମୃ-ତ୍ୟୁବରଣ କରିଥିବା ଦମ୍ପତ୍ତି ହେଉଛନ୍ତି ସ୍ଵାମୀ ଚୈତନ୍ୟ ଏବଂ ସ୍ତ୍ରୀ ମମିତା । ଏବେ ଗୁରୁତର ହୋଇଥିବା ଶ୍ରମିକମାନେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Advertisement