Mar 14, 2025, 09:20 IST

ଟିକିଏ ସନ୍ଦେହରେ ପ୍ରେମ କରି ବିବାହ କରିଥିବା ସ୍ବାମୀକୁ ମା-ରିଦେଲା ସ୍ତ୍ରୀ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଅନେକ ପ୍ରକାରର ଘଟଣା ଏବେ ଘଟୁଛି ଯାହା ଯେ କେହିବି ଶୁଣିଲେ ମନରେ ଅନେକ କଥା ଭାବିବେ । ଏହି ଘଟଣା ହେଉଛି ଜଣେ ଯୁବତୀ ଆଉ ଯୁବକ ପ୍ରେମ କରୁଥିଲେ । ଆଉ ସେମାନେ ପରେ ପ୍ରେମ ବିବାହ କରିଲେ । ଆଉ ତାଙ୍କ ପ୍ରେମ ବିବାହକୁ ଏକ ବର୍ଷ ହୋଇନାହିଁ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲା । 
Gg
ଆଉ ଶେଷରେ ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ମାରି ଦେଇଥିଲା । ୨୧ ବର୍ଷ ବୟସରେ ସ୍ତ୍ରୀ ଜଣକ ଘର ସଂସାର କରିବା ବଦଳରେ ନିଜ ସ୍ବାମୀଙ୍କୁ ମାରିଦେଇ ଆଜି ବିଧବା ହୋଇଯାଇଛି । ନିଜ ହାତରେ ନିଜ ଶଙ୍ଖା ଭାଙ୍ଗି ଦେଇଥିଲା ଆଉ ସିନ୍ଦୁର ପୋଛି ଦେଇଥିଲା । ନିଜ ସ୍ବାମୀଙ୍କୁ ମାରି ସେ ଘର ଭିତରେ ବନ୍ଦ କରିଦେଇ ଚାଲି ଯାଇଥିଲା । ଏହାପରେ ଘର ଭିତରୁ ପଚା ଗନ୍ଧ ବାହାରିବା ପରେ ଏହି ବିଷୟରେ ଜଣା ପଡିଥିଲା । ଏହି ଘଟଣା ରାୟଗଡ଼ା ଅଞ୍ଚଳର ଗୁଣପୁରରେ ଘଟିଛି । 
Hh
ସ୍ତ୍ରୀର ଚାକିରୀ ପାରଳାଖେମୁଣ୍ଡିରେ ହୋଇଯାଇଥିଲା ଆଉ ସେଠାରେ ଘର ଭଡ଼ା ନେଇ ଉଭୟ ରହୁଥିଲେ । ଏହି ସ୍ଵାମୀ ଜଣକ ହେଉଛନ୍ତି ଜଗଦୀଶ ଆଉ ସ୍ତ୍ରୀ ଜଣକ ହେଉଛନ୍ତି ଓଡିଆଣୀ ରୋହିତ । ଏହି ସ୍ଵାମୀ ଜଣକ ସ୍ତ୍ରୀ କାମ କରି ଯାଉ ନଥିବାର ଦେଖିଥିଲେ । ଆଉ ତାଙ୍କ ଚାକିରୀ କେଉଁଠାରେ ବୋଲି ପଚାରିଥିଲେ କିନ୍ତୁ ସ୍ତ୍ରୀ ଜଣକ ସବୁବେଳେ ମିଥ୍ୟା କଥା କହୁଥିଲେ । ଏହି ସ୍ତ୍ରୀ ଜଣକର ମିଛ ଜାଣିବା ପରେ ମଧ୍ୟ ସ୍ଵାମୀ ଜଣକ ତାଙ୍କୁ କିଛି କହୁ ନଥିଲେ । ଏହାପରେ ଉଭୟଙ୍କ ଭିତରେ ସନ୍ଦେହ ଆସିଥିଲା ।
ଆଉ ସନ୍ଦେହ ଏତେ ପରିମାଣରେ ବଢି ଯାଇଥିଲା ଯେ ସ୍ତ୍ରୀ ଜଣକ ଶେଷରେ ସ୍ୱାମୀର ଜୀବନ ନେଇଯିବାକୁ ପଛାଇଲା ନାହିଁ । ଏହି ସ୍ତ୍ରୀ ଜଣକ ସ୍ୱାମୀକୁ ହ-ତ୍ୟା କରିଦେଇ ଘରେ ତାଲା ପକାଇ କେଉଁଆଡେ ପଳାଇ ଯାଇଥିଲା । ଆଉ ଦୁଇଦିନ ପରେ ପଚା ଗନ୍ଧ ହେବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏବେ ଏହି ସ୍ତ୍ରୀ ଜଣଙ୍କୁ ପୋଲିସ ଗିରଫ କରିଛି । ସତରେ କଣ ଏହା ପ୍ରେମ ? ଆଜିକାଲି ଯୁଗରେ ଏଭଳି ସବୁ କାମ କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।

Advertisement